ଅଜୟ ଦେବଗନଙ୍କ ପୁଅଙ୍କ ପ୍ରଶଂସା କଲେ ମୋଦି: କହିଲେ ଏଭଳି
ବମ୍ବେ: ଦୁଇଦିନ ପୂର୍ବେ ନିଜର ୭୦ତମ ଜନ୍ମଦିବସ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ ବଲିଉଡ୍ କଳାକାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାର ଜବାବ ମଧ୍ୟ ଦେଇଥିଲେ ମୋଦି।…
କରୋନା ନ କମୁଣୁ ନାଗାଲାଣ୍ଡବାସୀଙ୍କୁ ଡରାଇଲାଣି ସ୍କ୍ରବ୍ ଟାଇଫସ୍
କୋହିମା,୧୯ ।୯: କରୋନା ଭାଇରସ ସଂକ୍ରମଣରେ ସାରା ଦେଶ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ନାଗାଲାଣ୍ଡ ମଧ୍ୟ ଏଥିରୁ ବାଦ୍ ଯାଇନାହିଁ । ହେଲେ କରୋନାର ପ୍ରକୋପ ନ କମୁଣୁ ଶନିବାର ନାଗାଲାଣ୍ଡ ପ୍ରଶାସନ ସ୍କ୍ରବ୍ ଟାଇଫସ୍ କଥା କହି ପୁଣି…
ସାମାଜିକ ଦୂରତା ରକ୍ଷା କରି ଛାତ ଉପରେ ମେଲୋଡି ପାର୍ଟି, ବାଲକୋନିରେ ଠିଆ ହୋଇ ମଜା ନେଲେ ଲୋକେ
କରୋନା ମହାମାରୀ ଯୋଗୁ ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଏହି ଘାତକ ଭୂତାଣୁର ଆଜିପର୍ଯ୍ୟନ୍ତ ଭ୍ୟାକ୍ସିନ ବା ଟିକା ବାହାରିନାହିଁ। ଏହି ଭୂତାଣୁରୁ ମୁକ୍ତି ପାଇବା ପାଇଁ ଲୋକେ ନୂଆ ନୂଆ ତରିକା ଆପଣାଉଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ…
ଚାକିରି ହରାଇ ୪୫୦ ଭାରତୀୟ ସୌଦିରେ ମାଗୁଥିଲେ ଭିକ
ନୂଆଦିଲ୍ଲୀ, ୧୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସୌଦିରେ କାମ କରୁଥିବା ବହୁ ଭାରତୀୟ ଚାକିରି ହରାଇଛନ୍ତି। ମାସ ମାସଧରି ହଇରାଣ ହେବାପରେ ସେମାନଙ୍କ ମଧ୍ୟରୁ ୪୫୦ ଜଣ ଭାରତୀୟମାନେ ବାଧ୍ୟ ହୋଇ ରାସ୍ତାରେ ଭିକ ମାଗିଥିଲେ। ଏହାର ଭିଡ଼ିଓ ସୋସିଆଲ୍…
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପ୍ରିୟଙ୍କାଙ୍କ ଚିଠି
ନୂଆଦିଲ୍ଲୀ,୧୯ ।୯: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶନିବାର ଏକ ପତ୍ର ଲେଖିଛନ୍ତି । ଏଥିରେ ସେ ରାଜ୍ୟରେ ବଢିଚାଲିଥିବା ବେକାରୀ ଯୁବ ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ,…
ଏହି ୨ଟି କାମ କରିବା ଦ୍ୱାରା ମଣିଷକୁ ମିଳିଥାଏ ପ୍ରକୃତ ସୁଖ-ଶାନ୍ତି; ଆପଣ ବି କରିପାରିବେ
ଭାରତର ଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ନୀତିଶାସ୍ତ୍ରରେ ସୁଖୀ ଜୀବନ ବିତାଇବା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ମନୁଷ୍ୟ ତାର ଜୀବନରେ ବାସ୍ତବ ସୁଖକୁ ଖୋଜିବୁଲେ। ହେଲେ ଏହା ପ୍ରତ୍ୟେକ…
ଏତେ ଶବ୍ଦ ଥାଇ ଫୋନ୍ ଉଠାଇବା କ୍ଷଣି ଲୋକେ ହ୍ୟାଲୋ କାହିଁକି କହିଥାନ୍ତି ଜାଣନ୍ତି
ଆମେ ସମସ୍ତେ ଦେଖୁଛେ ବା ଶୁଣୁଛେ ଲୋକେ ଫୋନ୍ ଉଠାଇବା ମାତ୍ରେ ହ୍ୟାଲୋ କହିଥାନ୍ତି। ହ୍ୟାଲୋ କହିବା ପରେ ହିଁ କଥାବାର୍ତ୍ତା ଆରମ୍ଭ ହୁଏ। ମନକୁ କେବେ ପ୍ରଶ୍ନ ଆସିଛି କି ଏତେ ସବୁ ଶବ୍ଦ ଥାଇ ଫୋନ୍ ଉଠାଇଲେ ଲୋକେ…
କରୋନା କଟକଣା କଡ଼ାକଡ଼ି: ଚୌଦ୍ୱାର ସହରାଞ୍ଚଳରରେ ଚଢ଼ାଉ ଜୋରଦାର
ଚୌଦ୍ୱାର,୧୯।୯(ଡି.ଏନ୍.ଏ.): କଟକ ସହର ଓ ଚୌଦ୍ୱାର ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚୌଦ୍ୱାର ପୋଲିସ ତରଫରୁ ଚୌଦ୍ୱାର ସହରାଞ୍ଚଳରରେ ଚଢ଼ାଉ ଜୋରଦାର କରାଯାଇଛି। ଚୌଦ୍ୱାର ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ ଏସ୍ ଆଇ ତପସ୍ବିନୀ…
ଚାଇନାରେ ନୂଆ ମହାମାରୀ: ୩ ହଜାରରୁ ଅଧିକ ପଜିଟିଭ୍
ବେଜିଂ, ୧୯।୯: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଏବେ ଏକ ନୂଆ ମହାମାରୀ ଦେଖାଦେଇଛି। ଏହି ନୂଆ ମହାମାରୀରେ ଚାଇନାର ୩ ହଜାର ୨୪୫ ଲୋକ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ୨୧ ହଜାର ୮୪୭ ଜଣ ଲୋକଙ୍କ ନମୁନା…
‘ରୋଗୀ ସେବା ବୃତ୍ତି ନୁହେଁ, ବ୍ରତ ହେଉ’
ଭୁବନେଶ୍ୱର,୧୯। ୯(ବ୍ୟୁରୋ): ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଏବଂ ପୁଣି ଆନନ୍ଦକୁ ଫେରିଯିବ। ମାତ୍ର ଏଥିରେ ବେଳେବେଳେ ବ୍ୟତିକ୍ରମ ଦେଖାଦିଏ। ଖାଦ୍ୟ, ଚିନ୍ତା ଓ ଆବେଗ ପରିଚାଳନାରେ ତ୍ରୁଟି ଯୋଗୁ ଏହି ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ମଣିଷର ଶରୀର କୋଟି…
ପୁରୀ ସ୍ଥିତି ଅସମ୍ଭାଳ: କଡ଼ା ପଦକ୍ଷେପ ନାହିଁ
ପୁରୀ ଅଫିସ,୧୯। ୯: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଲକ୍ଡାଉନ ହଟିଯିବା ପରେ କଟକଣାକୁ ଅଧିକାଂଶ ମାନୁନାହାନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ବେଗ ପରେ ଏବେ ଡିଜିପି ଅଭୟ ଟୁଇନ୍ ସିଟି…
୪ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୯। ୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡା ଜିଲାର ଗୋଟିଏ ଦୁଇଟି…
Archives


