Posted inଖେଳ

ଫେବୃୟାରୀ ୧୮ରେ ହୋଇପାରେ ଆଇପିଏଲ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୨୦୨୧ ସଂସ୍କରଣ ପୂର୍ବରୁ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଆସନ୍ତା ଫେବୃୟାରୀ ୧୮ ତାରିଖରେ ହୋଇପାରେ। ଏ ନେଇ ଜଣେ ବିସିସିଆଇ କର୍ମକର୍ତ୍ତା ଶୁକ୍ରବାର ସୂଚନା ଦେଇଛନ୍ତି। ହେଲେ ଏହି ମିନି ଅକ୍‌ଶନ ପାଇଁ ଭେନ୍ୟୁ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଆଇପିଏଲ ଚଳିତ ବର୍ଷ ଭାରତରେ ହେବ କି ନାହିଁ, ସେ ସମ୍ପର୍କରେ ମଧ୍ୟ କିଛି ନିଷ୍ପତ୍ତି ନେଇନାହିଁ ବିସିସିଆଇ।

କୋଭିଡ୍‌-୧୯ ଯୋଗୁ ୨୦୨୦ ସଂସ୍କରଣ ୟୁଏଇଠାରେ ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ମାସରେ ଦେଶରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ୍‌ର ସଫଳ ଆୟୋଜନ ପରେ ହିଁ ବିଶ୍ୱର ସବୁଠୁ ଲୋକପ୍ରିୟ ତଥା ବିତ୍ତଶାଳୀ କ୍ରିକେଟ ଲିଗର ଭାଗ୍ୟ ନିର୍ଦ୍ଧାରଣ ହୋଇପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଶଟ୍‌ ମାରିଲେ ବ୍ୟାଟ୍ସମ୍ୟାନ୍‌: ସନ୍ୟାସ ଘୋଷଣା କଲେ ରାଜସ୍ଥାନର ବୋଲର୍‌ !

ମୁମ୍ବାଇ,୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନ୍‌ରେ ଭଲ ପ୍ରଦର୍ଶନ କରିଆସୁଛି ରାଜସ୍ଥାନ ରୟାଲ୍ସ। ହେଲେ ଏବେ ଏହାର ଜଣେ ଖେଳାଳି ବଡ଼ ଘୋଷଣା କରି...

ଏହି ମାମଲାରେ ବିରାଟଙ୍କୁ ପଛରେ ପକାଇଲେ ବୁମ୍‌ରା: ଟପ୍‌-୫ରୁ ରୋହିତ ଶର୍ମା ଗାଏବ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିତ ବୁମ୍‌ରା ଅଧିନାୟକ ବିରାଟ କୋହଲୀଙ୍କୁ ପଛରେ ପକାଇଛନ୍ତି। ୨୦୨୦ରେ ବିସିସିଆଇ ପକ୍ଷରୁ ଅଧିକ ପାଉଣା ନେଇଥିବା ଖେଳାଳି...

ରଗ୍‌ବୀ ସେମିରେ କିଟ୍‌ ମହିଳା, ପୁରୁଷ ଦଳ

ଭୁବନେଶ୍ୱର, ୨୬ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ରଗ୍‌ବୀ ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟର ମହିଳା ଓ...

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସଂଘର୍ଷ କ୍ଲବ ବିଜୟୀ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଶରଣକୁଳସ୍ଥିତ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌୍‌ ଟୁର୍ନାମେଣ୍ଟ...

ରଣ୍‌ଜୀ ଟ୍ରଫି: ଉତ୍ତରାଖଣ୍ଡ ୧୧୭ରେ ଅଲ୍‌ଆଉଟ ବସନ୍ତଙ୍କୁ ୬, ଅଗ୍ରଣୀ ପଥରେ ଓଡ଼ିଶା

କଟକ ଅଫିସ,୨୬।୧୨-  ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶା ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଛି। ବୁଧବାରଠାରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ମ୍ୟାଚ୍‌...

ମରକ୍କୋ ଦଳକୁ ଭବ୍ୟ ସ୍ବାଗତ

ରାବାଟ,୨୨ା୧୨(ପି.ଟି): କାତାର ଫିଫା ବିଶ୍ୱକପ୍‌-୨୦୨୨ରେ ୪ର୍ଥ ସ୍ଥାନ ହାସଲ ସହ ଇତିହାସ ସୃଷ୍ଟି କରି ଫେରିଥିବା ମରକ୍କୋ ଦଳକୁ ମିଳିଛି ଭବ୍ୟ ସ୍ବାଗତ। ବିଶ୍ୱକପ୍‌ର ହିରୋମାନେ...

ଥାଇଲାଣ୍ଡ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ: ସହଜ ଡ୍ର’ରେ ସିନ୍ଧୁ, ସାଇନାଙ୍କ ପାଇଁ କଷ୍ଟସାଧ୍ୟ

ନୂଆଦିଲ୍ଲୀ, ୩୧।୧୨(ପି.ଟି.)- କୋଭିଡ-୧୯ ମହାମାରୀ ପାଇଁ ପାଖାପାଖି ୧୦ ମାସର ବ୍ରେକ୍‌ ପରେ ଭାରତର ଦୁଇ ତାରକା ମହିଳା ଖେଳାଳି ପି.ଭି. ସିନ୍ଧୁ ଓ ସାଇନା...

ଷ୍ଟାଡିୟମ ଅନୁପ୍ରବେଶକାରୀ ଜାର୍ଭୋଙ୍କୁ ଆଜୀବନ ବାସନ୍ଦାଦେଶ

ହେଡିଂଲେ,୨୮।୮: ଲଡର୍‌ସ ଟେଷ୍ଟ ଭଳି ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଖେଳରେ ବାଧକ ସାଜିଥିଲେ ‘ଜାର୍ଭୋ ୬୯’ ଭାବେ ଜଣାଶୁଣା ୟୁଟ୍ୟୁବର ଡାନିଏଲ ଜାର୍ଭିସ। ତାଙ୍କୁ...

Advertisement
Archives

Model This Week