ମାତ୍ର ୧୨ ବର୍ଷରେ ଅଲିମ୍ପିକ୍ସରେ ଭାଗ ନେଇଥିଲେ ଏହି ଭାରତୀୟ ମହିଳା, ଡୁଡୁଲ ଜଣାଇଲା ସମ୍ମାନ
ଭାରତୀୟ ସନ୍ତରଣକାରୀ ଆରତି ଶାହାଙ୍କ ୮୦ତମ ଜନ୍ମ ବାର୍ଷିକୀରେ ଗୁଗୁଲ ଏକ ଡୁଡଲ କରି ତାଙ୍କୁ ମନେପକାଇଛି। ଶାହା ସେପ୍ଟେମ୍ବର ୨୪, ୧୯୪୦ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ହୁଗୁଳି ନଦୀ କୂଳରେ ପହଁରିବା ଶିଖିଥିଲେ। ପରେ ସେ ଭାରତର ଅନ୍ୟତମ…
୫୦ ପ୍ରତିଶତ ମୂଳ ଭାରତୀୟଙ୍କ ଭୋଟ ଟ୍ରମ୍ପ୍ଙ୍କ ଖାତାକୁ ଯିବ: ସର୍ଭେ
ଓ୍ବାଶିଂଟନ, ୨୪।୯: ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିରେ ୫୦ ପ୍ରତିଶତ ମୂଳ ଭାରତୀୟଙ୍କ ଭୋଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଖାତାକୁ ଯିବାର ସମ୍ଭାବନା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଟ୍ରମ୍ପଙ୍କ…
କୃଷକ ସଙ୍ଗଠନ ଆନ୍ଦୋଳନରେ ସାମିଲ ହେବ କଂଗ୍ରେସ
ଭୁବନେଶ୍ୱର,୨୪।୯(ବ୍ୟୁରୋ):ପାର୍ଲାମେଣ୍ଟରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ର ସରକାର ପାରିତ କରିଥିବା ୩ଟି କୃଷି ବିଧେୟକକୁ ନେଇ ସାରା ଭାରତରେ କୃଷକମାନଙ୍କ ପ୍ରତିବାଦ ଓ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୃଷକ ଓ ଭାଗଚାଷୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଅଖିଳ ଭାରତ କଂଗ୍ରେସ…
ଗଞ୍ଜାମ ସହରକୁ କରୋନା ମୁକ୍ତ ପାଇଁ ଶପଥ
ଗଞ୍ଜାମ,୨୪।(ଡି.ଏନ.ଏ.): ଗଞ୍ଜାମ ସହରରୁ ସମ୍ପୂର୍ଣ୍ଣ କରୋନା ମୁକ୍ତ ନିମନ୍ତେ ତହସିଲଦାର ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ଗୁରୁବାର ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲି ଜୟଶ୍ରୀ ଛକରୁ ବାହାରି ସାନ ବଜାର ପର୍ଯ୍ୟନ୍ତ ଯାଇଥିଲା। ବ୍ୟବସାୟୀମାନଙ୍କୁ କୋଭିଡ ନିୟମ…
ଅକ୍ଟୋବର ୯ରେ ଜମି ଅଧିଗ୍ରହଣ ଜନଶୁଣାଣି
ପୁରୀ ଅଫିସ, ୨୪।୯:ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତୀକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା ସାମାଜିକ ପ୍ରଭାବ ଆକଳନ ୟୁନିଟ୍ ଏକ ଚିଠା ସାମାଜିକ ପ୍ରଭାବ ବିବରଣୀ ପ୍ରସ୍ତୁତ କରିଛନ୍ତି।…
ସିଆର୍ପିଏଫ୍ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର, ୨୪।୯: ସିଆର୍ପିଏଫ୍ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଗୁରୁବାର ସକାଳେ କାଶ୍ମୀରର ବୁଦଗାଓଁ ଜିଲାର ଚାଦୋରା ଅଞ୍ଚଳରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା…
ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଧୋନୀ କିଛି ସମୟ ନେବେ: ଫ୍ଲେମିଂ
ଶାରଜା,୨୪।୯(ପି.ଟି.): ଶ୍ରେଷ୍ଠ ଫିନିଶର ଭାବେ ଜଣାଶୁଣା ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକମାନେ ସବୁବେଳେ ବହୁତ ଆଶା ରଖିଥାନ୍ତି। ପ୍ରଥମ ମ୍ୟାଚ୍ରେ ଧୋନୀ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳକୁ ଜିତାଇ ପାରି ନ ଥିବାରୁ…
ବିଦେଶୀ ଅନୁଦାନ ସଂଶୋଧନ ବିଲ୍କୁ ଅନୁମୋଦନ
ନୂଆଦିଲ୍ଲୀ,୨୪।୯: ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍-୨୦୨୦ ରାଜ୍ୟ ସଭାରେ ବୁଧବାର ଗୃହୀତ ହୋଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାରୁ ଏହି ସଂଶୋଧନ ବିଲ୍ ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଲ୍ ୨୦୧୦ ବିଦେଶୀ ଅନୁଦାନ ନିୟନ୍ତ୍ରଣ…
୩ ଶ୍ରମ ସଂସ୍କାର ବିଲ୍ ସଂସଦରେ ପାରିତ
ନୂଆଦିଲ୍ଲୀ,୨୪।୯(ପି.ଟି.): ପାର୍ଲାମେଣ୍ଟରେ ବୁଧବାର ୩ଗୋଟି ଶ୍ରମ ସଂସ୍କାର ବିଲ୍କୁ ଅନୁମୋଦନ ମିଳିଛି। ଏହି ବିଲ୍ କମ୍ପାନୀଗୁଡ଼ିକର ପ୍ରତିବନ୍ଧକକୁ ଦୂର କରିବ। ଏଥିସହ ଯେଉଁ କମ୍ପାନୀରେ ୩୦୦ ପର୍ଯ୍ୟନ୍ତ ସଂଗଠିତ ଶ୍ରମିକ କାର୍ଯ୍ୟ କରୁଥିବେ ଛଟେଇ ସମୟରେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ…
ଓଡ଼ିଶା ଜିଏସ୍ଟି ସଂଗ୍ରହ ୨୨% କମିଛି
ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚରୁ ଜୁଲାଇ ସମୟ ମଧ୍ୟରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ୨୨.୬% କମିଛି। ଏହି ଅବଧିରେ ଏଠାରେ ୨୯୬୬ କୋଟି ଟଙ୍କା ଜିଏସ୍ଟି ଆଦାୟ ହୋଇଛି। ଦେଶର ବଡ ରାଜ୍ୟଗୁଡିକରେ ଜିଏସ୍ଟି…
ରୁପା ଛାଉଣି ପ୍ରକ୍ରିୟା ଆରମ୍ଭ
ପୁରୀ ଅଫିସ, , ୨୪।୯:ଶ୍ରୀମନ୍ଦିରର ୩ଟି ପ୍ରମୁଖ କବାଟ ରୁପା ଛାଉଣି ହେବ। କଳାହାଟ ଦ୍ୱାର, ବେହେରଣ ଦ୍ୱାର ଏବଂ ଜୟବିଜୟ ଦ୍ୱାରରେ ଲାଗିଥିବା କବାଟଗୁଡ଼ିକୁ ରୁପା ଛାଉଣି କରାଯିବ। ଏଥିପାଇଁ ଆବଶ୍ୟକ ରୁପା ଜଣେ ଦାତା ଦେବେ। ତେବେ ପୂର୍ବରୁ…
ମୋରିସ ଖେଳିବା ସମ୍ଭାବନା କମ୍
ଦୁବାଇ, ୨୪।୯(ପି.ଟି.)- ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ନ ଥିବାରୁ କ୍ରିସ୍ ମୋରିସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପକ୍ଷରୁ ଆଗାମୀ ମ୍ୟାଚରେ ମଧ୍ୟ ଖେଳିବା ସମ୍ଭାବନା କମ୍। କ୍ରିକେଟ ଅପରେଶନ୍ସ ନିର୍ଦ୍ଦେଶକ ମାଇକ ହେସନ ଏହା ପ୍ରକାଶ କରିଛନ୍ତି। ପ୍ରଥମ…
Archives


