Home Left

କେବେ ବି ପୋଲିସ ହେବାକୁ ଚାହୁଁ ନ ଥିଲେ ଗୁପ୍ତେଶ୍ୱର ପାଣ୍ଡେ: ଏହି ଘଟଣା ଯୋଗୁ ଜିଦ୍‌ରେ ପାଲଟିଥିଲେ ଆଇପିଏସ୍‌

ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବିହାରର ପୂର୍ବ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ। ପ୍ରଥମେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ସେ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଏବେ ସେ ରାଜନୀତିକୁ ଆସିବେ ବୋଲି…

୪୦ କୋଟି ବ୍ୟୟରେ ବିଦେଶରେ ନିର୍ମାଣ ହେବ ପୁରୀ ପରି ଜଗନ୍ନାଥ ମନ୍ଦିର, ଜାଣନ୍ତୁ କେଉଁଠି

ଲଣ୍ଡନ,୨୪ା୯: ଓଡ଼ିଶା ସୋସାଇଟି ଅଫ୍‌ ୟୁକେ ପକ୍ଷରୁ ଲଣ୍ଡନରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ମନ୍ଦିର ତିଆରି ହେବ। ଏହି ମନ୍ଦିରଟି ପୁରୀରେ ଥିବା ଜଗନ୍ନାଥ ମନ୍ଦିରର ଅବିକଳ ହେବ। ପୁରୀଧାମରେ ସନାତନ ପରମ୍ପରା ୪ ଧାମରୁ ଏକ। ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା…

୭୦ ବର୍ଷୀୟ ବୃଦ୍ଧ ପିତାଙ୍କୁ ରାସ୍ତାରେ ଟାଣି ଟାଣି ନେଲେ ଦୁଇପୁଅ, ଭିଡିଓ ଭାଇରାଲ

ଗ୍ରେଟର ନୋଏଡା,୨୪।୯: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦୁଇ ପୁଅ ୭୦ ବର୍ଷୀୟ ବୃଦ୍ଧ ପିତାଙ୍କୁ ରାସ୍ତାରେ ଟାଣି ଟାଣି ନେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ ସୂଚନା ପାଇବା…

ହାର୍ଦ୍ଦିକଙ୍କ କ୍ୟାଚ୍‌ ଯୋଗୁ ବଢ଼ିଥିଲା ମୁମ୍ବାଇ ଇଣ୍ଡିଆନ ଜିତିବାର ସମ୍ଭାବନା: ଚକିତ ହୋଇଥିଲେ କେକେଆର୍‌ ଖେଳାଳି

ନୂଆଦିଲ୍ଲୀ,୨୪।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ କେକେଆର୍‌କୁ ୪୯ ରନ୍‌ରେ ପରାସ୍ତ କରିଛି। ତେବେ ଏଥିରେ ଜଣେ ଖେଳାଳି ସର୍ବାଧିକ ଚର୍ଚ୍ଚାରେ ରହିଛନ୍ତି।…

ପରିବାର ସହ ପିକ୍‌ନିକ୍‌ କରିବାକୁ ଯାଇଥିଲେ, ହଠାତ୍‌ ଶହ ଶହ ସଂଖ୍ୟାରେ ଘେରିଗଲେ କଙ୍କଡ଼ା; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏକ ପରିବାର ସମୁଦ୍ର କୂଳକୁ ପିକ୍‌ନିକ୍‌ କରିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ଶହ ଶହ ସଂଖ୍ୟାରେ କଙ୍କଡ଼ା ଆସି ଘେରିଗଲେ। ଭିଡିଓ ଦେଖିଲେ ଆପଣ ମଧ୍ୟ ଭୟରେ…

ଏହି ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା, ବଡ କ୍ରିକେଟର୍ସଙ୍କ ସ୍ତ୍ରୀ ନିଅନ୍ତି ଡ୍ରଗ୍ସ

ବଲିଉଡ୍‌ରେ ଏବେ ଡଗ୍ସ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଖୋଳତାଡ ଆରମ୍ଭ କରିଛି। ଜଣେ ପରେ ଜଣେ ଆଗଧାଡିର ଅଭିନେତ୍ରୀ ଡ୍ରଗ୍ସ ନେଉଥିବା ଜଣାପଡିବା ପରେ ସେମାନଙ୍କୁ ପଚରାଉଚରା ପାଇଁ ଡକାଯାଉଛି। ଏବେ ଆଇପିଏଲରେ ବି ଡଗ୍ସ ବ୍ୟବହାର କରାଯାଉଥିବା…

ସାତ ଜନ୍ମର କଥା ଦେଇ, କେଇ ମାସରେ ଅଲଗା ହୋଇଯାଇଥିଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ନିକଟରେ ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ ନିଜ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀ ସାମ୍‌ ବମ୍ବେ ମାରପିଟ୍‌…

ଧୋନୀଙ୍କ ଉପରେ ବର୍ଷିଲେ ଗମ୍ଭୀର

ଆଇପିଏଲର ସବୁଠୁ ସଫଳ ଟିମ୍‌ ମଧ୍ୟରେ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନ ବିଜୟ ଅଭିଯାନରୁ ଆରମ୍ଭ କରିଛି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ…

ଟଳିଲା ବିପଦ: ସ୍କୁଲ ବସ୍‌ ଆକାରର ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ କଲା ଅତିକ୍ରମ

ଓ୍ବାଶିଂଟନ, ୨୪।୯: ସ୍କୁଲ ବସ୍‌ ଆକାର ଏକ ଜଳନ୍ତା ଗ୍ରହାଣୁ ପିଣ୍ଡ ପୃଥିବୀକୁ ଗୁରୁବାର ମଧ୍ୟାହ୍ନରେ ଅତିକ୍ରମ କରିଛି। ନାସା ପକ୍ଷରୁ କୁହାଯାଇଛି ଯେ, ଗ୍ରହାଣୁ ପିଣ୍ଡଟି ପୃଥିବୀଠାରୁ ୨୨ ହଜାର କିଲୋମିଟର ଦୂରରେ ପ୍ରଶାନ୍ତ ମହାସାଗର ଉପରେ ମହାକାଶରେ ଅତିକ୍ରମ…

ଖଳନାୟକ ହେବାକୁ ସମୟ ଲାଗେ ନାହିଁ, କାହିଁକି ଏମିତି କହିଲେ କ୍ରିକେଟର

କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକର ବିଜୟ ଆଣିଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋନିସ କହିଛନ୍ତି ଯେ ବିଗ ବାଶ୍‌ ଲିଗ(ବିବିଏଲ୍‌) ଯୋଗୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ…

ରିଲ୍‌ ହେଉ କି ରିୟଲ ଐଶ୍‌ଙ୍କୁ ଆଜି ବି କପି କରନ୍ତି ଲୋକେ, ଜାଣନ୍ତୁ କାହିଁକି

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯାହା ବି ପିନ୍ଧନ୍ତି ଖୁବ୍‌ ସୁନ୍ଦର ଦେଖାଯା’ନ୍ତି। ସବୁଠୁ ଆକର୍ଷଣୀୟା ଦେଖାଯାଉଥିଲେ ତାଙ୍କ ବିବାହ ସମୟରେ। ଏପରିକି ଏହି ସମୟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ରିଲ୍‌ରେ ହେଉ କି…

ପୁଣି ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri