ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଏସ୍ବିଆଇର ଗୁରୁତ୍ୱ
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ଡେପୁଟି ଏମ୍ଡି,ଏଫ୍ଆଇ ଆଣ୍ଡ ଏମ୍ଏସ୍ ଭର୍ଟିକାଲ ଶାଖାକୁ ବମ୍ବେରୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ଏଫ୍ଆଇ ଆଣ୍ଡ ଏମ୍ଏସ୍ର ଉପ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ନୌଟିଆଲଙ୍କ ଉପସ୍ଥିତିରେ ଏସ୍ବିଆଇର…
ଆଇପିଏଲ୍: କୋଲକାତାର ପ୍ରଥମ ବିଜୟ
ଆବୁଧାବି,୨୭।୯(ପି.ଟି.): ସ୍ଥାନୀୟ ଶେଖ୍ ଜାଏଦ୍ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଷ୍ଟମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ୨ ଓଭର ବାକି ଥାଇ ୭ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଥି ସହିତ କୋଲକାତା ପ୍ରଥମ…
୫୫ ହଜାର ଟଙ୍କାରେ ଚନ୍ଦ୍ରରେ ଜାଗା କିଣିଲେ ସୁଶାନ୍ତଙ୍କ ପ୍ରଶଂସକ
ଆଗ୍ରା, ୨୬।୯: ତାଜ୍ ନଗରୀ ଆଗ୍ରାର ଜଣେ ଯୁବକ ଚନ୍ଦ୍ରରେ ଜାଗା କିଣିଛନ୍ତି। ଯୁବକ ଜଣଙ୍କ କହିଛନ୍ତି, ସେ ତାଙ୍କ ପରିବାର ଲୋକଙ୍କ ଲାଗି ଏପରି କରିଛନ୍ତି। ଏହି ଯୁବକଜଣଙ୍କ ଦିଗଂବତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜଣେ ପ୍ରଶଂସକ।…
କେକେଆର୍ ସାମ୍ନାରେ ୧୪୩ ରନ୍ ଟାର୍ଗେଟ୍ ରଖିଲା ହାଇଦ୍ରାବାଦ୍
ଆବୁଧାବି, ୨୬।୯: ଆଇପିଏଲ୍-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୪…
ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍
ଭୁବନେଶ୍ୱର,୨୬ା୯(ବ୍ୟୁରୋ)-ୟୁପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତା ୩ ତାରିଖରେ ରାଜ୍ୟରେ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶପରେ ଶନିବାର…
ନଡିଆ ଗଛ କାଟୁଥିବାବେଳେ ଯୁବକଙ୍କ ସହ ଘଟିଲା ଏମିତି
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ନଡିଆ ଗଛରେ ଚଢି ଗଛ ଅଗିକୁ କାଟୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଜଣେ ଯୁବକ ନଡିଆ ଗଛରେ ଚଢିଛନ୍ତି। ପରେ କଟର ସାହାଯ୍ୟରେ ନଡିଆ…
ବାହାଘର ଦିନ ସ୍ବାମୀଠାରୁ ୮୦ ହଜାର ଟଙ୍କା ଲୁଟି ଫେରାର୍ ହୋଇଥିବା କନ୍ୟା ୯ ମାସ ପରେ…
ଉଜ୍ଜୟୀନ, ୨୬।୯: ମଧ୍ୟପ୍ରଦେଶର ଉଜ୍ଜୟୀନିରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି। ବାହାଘର ଗୋଟିଏ ଦିନ ଫେରାର୍ ହୋଇଯାଇଥିବା ଲୁଟେରା କନ୍ୟା ୯ ମାସ ପରେ ନିଜର ଅସଲି ସ୍ବାମୀ ସହ ଧରା ପଡ଼ିଛି। ମିଛ ବିବାହ ନାମରେ ଏହି କନ୍ୟା…
ଛାତ୍ରୀଛାତ୍ରଙ୍କ ପାଠପଢା ପାଇଁ ୨୮ରୁ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ
ଭୁବନେଶ୍ୱର,୨୬।୯(ବ୍ୟୁରୋ)-ମହାମାରୀ କରୋନା ଯୋଗୁ ଗତ ମାର୍ଚ୍ଚ ୧୭ ତାରିଖଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡ଼ି ରହିଛି। ପିଲାମାନେ କିପରି ଉଚିତ ଶିକ୍ଷା ପାଇପାରିବେ ସେଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି। ଏବେ ଆଉ ଏକ…
୩୨ ବର୍ଷ ପରେ ଭାରତୀୟ ନାଗରିକତା ପାଇଲେ ପାକିସ୍ତାନ ଝିଅ
ବୁଲନ୍ଦସହର, ୨୬।୯: ୩୨ ବର୍ଷର ଦୌଡ଼ାଦୌଡ଼ି ପରେ ଶେଷରେ ଭାରତର ବୋହୁ ହେଲେ ପାକିସ୍ତାନ ଝିଅ। ଭାରତ ସରକାର ଶେଷରେ ଏବେ ପାକିସ୍ତାନ ଝିଅ ଫାକରା ନୌରିନ୍ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି। ନିକ୍ହାର ୩୨ ବର୍ଷ ହେବ ପାକିସ୍ତାନ ଝିଅ…
୩୯ ବର୍ଷ ବୟସରେ ‘ସୁପର୍ ମ୍ୟାନ କ୍ୟାଚ୍’ ଧରିଲେ ଧୋନୀ
ଦୁବାଇ, ୨୬।୯: ଆଇପିଏଲ୍ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିଲା। ଏହି ମ୍ୟାଚ୍ରେ ଚେନ୍ନାଇ ୪୪ ରନରେ ଦିଲ୍ଲୀ ନିକଟରୁ ପରାସ୍ତ ହୋଇଥିଲା। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ମ୍ୟାଚ୍ରେ…
କଟକରୁ ଆଜି ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୨୬।୯-କଟକ ସହରରୁ ଆଜି ଆଉ ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୯୮ ରହିଛି। ନୟାବଜାରରୁ ୮, ତୁଳସୀପୁରରୁ ୮, ଚାଉଳିଆଗଞ୍ଜରୁ ୭, ବିଡାନାସୀରୁ ୬, କଲ୍ୟାଣୀ ନଗରରୁ…
ଟସ୍ ହାରିଲା ଶାହରୁଖ ଖାନଙ୍କ ନାଇଟ୍ ରାଇଡର୍ସ ଦଳ; ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ
ଆବୁଧାବି, ୨୬।୯: ଆଇପିଏଲ୍-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍ ରାଇଡର୍ସର ମୁକାବିଲା ସନ୍ରାଇଜର୍ସ ହାଇଦ୍ରାବାଦ୍ ସହ ହେବ। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ସନ୍ରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
Archives


