Posted inଫୁରସତ

ବିଶ୍ୱର ସୁପରହିଟ୍‌ ଷ୍ଟାର: ମାତ୍ର ୧୬ ବର୍ଷ ବୟସରେ ୪୪୦୦ କୋଟିର ମାଲିକାଣୀ

ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଭାରତରେ ଚାଲିଥିବା କିଷାନ ଆନ୍ଦୋଳନରେ ଟୁଇଟ୍‌ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ବାର୍‌ବାଡୋସର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ପପ୍‌ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ସେ ପ୍ରତିଷ୍ଠିତ ହୋଇପାରିଛନ୍ତି। ତାଙ୍କର ପ୍ରଥମ ଆଲବମ୍‌ ଗୀତ ‘ଅମ୍ବ୍ରେଲା’ ଗ୍ରାମୀ ଆଓ୍ବାର୍ଡ ପାଇଥିଲା।


୧୫ ବର୍ଷ ବୟସରେ ରିହାନା ନିଜର ଦୁଇ କ୍ଲାସ୍‌ମେଟଙ୍କ ସହ ମିଶି ଏକ ଗର୍ଲ ଗ୍ରୁପ୍‌ କରିଥିଲେ। ସେ ମ୍ୟୁଜିକ୍‌ ପ୍ରଡ୍ୟୁସର ଇବାନ ରୋଜର୍ସଙ୍କଠାରେ ଅଡିଶନ ଦେଇଥିଲେ। ଯିଏ କି ତାଙ୍କ ସ୍ତ୍ରୀଙ୍କ ସହ ବାରବାଡୋସ ବୁଲିବାକୁ ଆସିଥିଲେ। ରିହାନାଙ୍କ କଣ୍ଠସ୍ବର ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ଗୋଟିଏ ବର୍ଷ ଭିତରେ ଯେତେବେଳେ ରିହାନା ୧୬ ବର୍ଷର ହୋଇଥିଲେ ସେତେବେଳେ ସେ ବାରବାଡୋସ ଛାଡ଼ି ଆମେରିକା ଚାଲିଗଲେ।

ରିହାନାଙ୍କ ପିଲାଦିନ ଖୁବ୍‌ ଯନ୍ତ୍ରଣାଦାୟକ ଥିଲା। ତାଙ୍କର ପିତା ନିଶାଖୋର ଥିଲେ। ଯେଉଁଥିପାଇଁ ରିହାନାଙ୍କ ମାତାପିତାଙ୍କର ଛାଡ଼ପତ୍ର ହୋଇଥିଲା। ଏତେ କଷ୍ଟ ଭିତରେ ରିହାନା ଏମିନେମ୍‌, କୋଲଭିନ୍‌ ହ୍ୟାରିସ, କେନି ବେଷ୍ଟ, ଜେ-ଜୀଙ୍କ ପରି ବଡ଼ ବଡ଼ ପ୍ରତିଭାମାନଙ୍କ ସହ କାମ କରି ବେଶ୍‌ ସଫଳତା ସାଉଁଟିଛନ୍ତି।

ରିହାନା କିଛିଦିନ ପୂର୍ବରୁ କରୋନା ମହାମାରୀ ସମୟରେ ୮ ମିଲିୟନ ଡଲାର ସହାୟତା ଦେଇଥିଲେ। ରିହାନା ଆଜିର ସମୟରେ ୬୦୦ ଡଲାର ଅର୍ଥାତ୍‌ ୪୪୦୦ କୋଟିର ମାଲିକାଣୀ ହୋଇଛନ୍ତି। ଏହା କେବଳ ସେ ମେକ୍‌ଅପ ଏବଂ ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ରୁ ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ହବି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସମସ୍ତେ ଭିଡ଼ିଓ କନ୍‌ଫରେନ୍ସିଂ କଲ୍‌ ଉପରେ ନିର୍ଭରଶୀଳ। ଏ ସମୟରେ ଜୁମ୍‌ ବମ୍ବିଂରେ ଜଣେ ବ୍ୟକ୍ତି ଜୋକର ଭଳି ପୋଷାକ...

ସୋସିଆଲ ମିଡିଆରେ ଏପରି ପୋଷ୍ଟ କରୁଛନ୍ତି କି? ସାରା ଜୀବନ କରିବେ ପଶ୍ଚାତାପ

ସାଧାରଣତଃ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର କିଛି ଲୋକ କେବଳ ଫଟୋ ପୋଷ୍ଟ କରିଥାନ୍ତି। ଖାଲି ସେତିକି...

୮ ମାସ ଧରି କରୋନା ସହ ଲଢୁଥିଲେ ପାଇଲଟ, ସ୍ତ୍ରୀଙ୍କ ପାଇଁ ପାଇଲେ ନୂଆ ଜୀବନ

କରୋନା ମହାମାରୀ ବେଶ୍‌ କିଛି ଲୋକଙ୍କ ଜୀବନଙ୍କୁ ପ୍ରଭାବିତ କରିଛି। ଏହି ମହାମାରୀ ଚାଲିଥିବା ସମୟରେ କିଛି ଲୋକଙ୍କ ଅଦମ୍ୟ ସାହସ ମଧ୍ୟ ସାମ୍ନାକୁ ଆସିଛି।...

୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ ଦମ୍ପତି: ମ୍ୟୁଜିୟମରେ ଅଣନାତୁଣୀଙ୍କୁ ମିଳିଲା ପ୍ରମାଣ

ଏକ ଦମ୍ପତି ୧୪୬ ବର୍ଷ ପୂର୍ବେ ବିବାହ କରିଥିଲେ। ଦେଢ଼ ଶତାବ୍ଦୀ ପରେ ଏବେ ତାଙ୍କ ଅଣନାତୁଣୀଙ୍କୁ ମିଳିଛି ବିବାହ ପ୍ରମାଣପତ୍ର। ଆମେରିକାର ନର୍ଥ କ୍ୟାରୋଲିନା...

ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରି ‘ବିବାହିତ ପ୍ରେମିକ’ଙ୍କୁ କିଣିଲେ ପ୍ରେମିକା, କାରଣ ଜାଣିଲେ..

ଆଗରୁ କୁହାଯାଉଥିଲା ପ୍ରେମକୁ ଟଙ୍କାରେ କିଣି ହେବ ନାହିଁ। ହେଲେ ଆଜିକାଲିର ସମୟରେ କିଛି ବି ସମ୍ଭବ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଅଜବ ପ୍ରେମକାହାଣୀ...

ଷ୍ଟେଜ୍‌ ଉପରେ ବରବଧୂଙ୍କ ସହ ଏଭଳି ବ୍ୟବହାର କଲେ ଅତିଥି; ଚକିତ ହେଲେ…

ସୋସିଆଲ ମିଡିଆରେ ବିବାହର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲେ। ସେଥିରୁ କିଛି ଚକିତ କରୁଥିଲେ ହେଁ କିଛି ବାରମ୍ବାର ଦେଖିବାକୁ ବାଧ୍ୟ କରିଥାଏ। ବିବାହରେ...

ବନ୍ଧୁକ ଦେଖି ମାଡି ଆସିଲା ହରିଣ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ରାସ୍ତା ଉପରେ ନାଚିବା ପଡ଼ିଲା ମହଙ୍ଗା

ଇନ୍ଦୋର,୧୫।୯: ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍‌ ସିଗନାଲର ଫାଇଦା ଉଠାଇ ଜଣେ ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି...

Advertisement
Archives

Model This Week