Posted inଜାତୀୟ

୨ ମହିଳାଙ୍କ ସାଇକେଲ ଅଭିଯାନ: ଅତିକ୍ରମ କରିବେ ୫,୦୦୦ କିମି

ଅମୃତସର, ୩।୨: ପ୍ରଦୂଷଣ ମୁକ୍ତ ପରିବେଶ ବାର୍ତ୍ତା ନେଇ ୨ ମହିଳା ଓ୍ବାଘା ବର୍ଡରଠାରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସାଇକେଲ ଅଭିଯାନ ଆରମ୍ଭ କରିଛନ୍ତି। ବିହାରର ସାଓ୍ବିତା ମାହତାଭ ଏବଂ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ସୃଷ୍ଟି ରାଓ୍ବତ ଏହି ଅଭିଯାନରେ ସାମିଲ୍‌ ହୋଇଛନ୍ତି। ଓ୍ବାଘା ବର୍ଡରରେ ବିଏସ୍‌ଏଫ୍‌ ଡିଆଇଜି ଭୂପିନ୍ଦର ସିଂ ପତାକା ଦେଖାଇ ଏହି ଅଭିଯାନ ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ଦ୍ୱାରା ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି ପାଇଁ ସଚେତନତା କରାଯିବା ସହିତ ମହିଳା ସଶକ୍ତି ନେଇ ବାର୍ତ୍ତା ସୃଷ୍ଟି କରାଯାଉଥିବା ସାଓ୍ବିତା ମାହତାଭ କହିଛନ୍ତି। ଏହି ଅଭିଯାନ ସମୟରେ ସେମାନେ ୮ ରାଜ୍ୟ ଦେଇ ଯାତ୍ରା କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ ବୋଲି ସୃଷ୍ଟି ରାଓ୍ବତ କହିଛନ୍ତି। ସେମାନେ ମୋଟ ୫,୦୦୦ କିଲୋମିଟର ପଥ ସାଇକେଲରେ ଅତିକ୍ରମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ମହଲାରୁ ଡେଇଁ ହୀରା ବ୍ୟବସାୟୀଙ୍କ ଆତ୍ମହତ୍ୟା

ମୁମ୍ବାଇ,୧୯ା୨(ପି.ଟି.): ଦକ୍ଷିଣ ମୁମ୍ବାଇର ଅପେରା ହାଉସ୍‌ଠାରେ ଜଣେ ୬୧ ବର୍ଷୀୟ ହୀରା ବ୍ୟବସାୟୀ ମଙ୍ଗଳବାର ସକାଳେ ୧୫ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଧୀରେନଭାଇ...

ପରୀକ୍ଷାରେ ଫେଲ୍‌ ହେବାରୁ ଶିକ୍ଷକଙ୍କ ମାଡ଼ରେ ଚାଲିଗଲା ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ,୧୩।୧୦: ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଜଣେ ୧୨ ବର୍ଷ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା...

ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ଘରେ ପାଳନ୍ତୁ ଏହି ପ୍ରାଣୀ …

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ହାର୍ଟଆଟାକ୍‌ ସମସ୍ୟା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ...

୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ଚେନ୍ନାଇ, ୨୫।୮: ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି। ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ କରୋନାରେ ପୀଡ଼ିତ

ପାଟନା,୧୭।୬: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଏବେ ଭାରତରେ ଦିନକୁ ଦିନ ଜଟିଳ ହେବାରେ ଲାଗିିଛି। ଏହାର ମୁକାବିଲା ପାଇଁ...

ଆଜି ହନୁମାନ ଚାଳିଶା ଆବୃତ୍ତି କରିବ ବଜରଙ୍ଗ ଦଳ

ବେଙ୍ଗାଲୁରୁ/ଆଙ୍କୋଲା,୪ା୫ : କଂଗ୍ରେସ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବେଆଇନ ଘୋଷଣା କରିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ଏହାର ପ୍ରତିବାଦରେ ବଜରଙ୍ଗ ଦଳ...

ଲେଫ୍ଟନାଣ୍ଟ ଗଭର୍ନରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ କାର ଶୁକ୍ରବାର ସକାଳେ ବାରାଣସୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ...

କଏଦୀ ନଂ ଏନ୍‌୯୫୬

ମୁମ୍ବାଇ,୧୫।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ୱାରେଣ୍ଟିନରୁ ବାହାରି କରି କଏଦୀଙ୍କ ଭଳି ଆର୍ଥର ରୋଡ୍‌ ଜେଲ ପଠାଇ ଦିଆଯାଇଛି। କଏଦୀ ନଂ...

Advertisement
Archives

Model This Week