Home Left

ଡିଲିଟ୍ ହେଲା କଙ୍ଗନାଙ୍କ ଟୁଇଟ୍‌

ମୁମ୍ବାଇ: ପ୍ରାୟ ସମସ୍ତ ବିଷୟକୁ ନେଇ ନିଜର ଲାଗାମ ନ ଥିବା ରାୟ ଦେଉଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ କିଛି ଟୁଇଟ୍ସକୁ ଟୁଇଟର ତା’ର ପ୍ଲାଟଫର୍ମରୁ ଡିଲିଟ କରିଥିବା ଜଣାପଡିଛି । ଏହାକୁ ନେଇ ଟୁଇଟର କହିଛି କଙ୍ଗନା ତାଙ୍କ…

ମାଓବାଦୀ ଭୟରେ ଭିଟାମାଟି ଛାଡ଼ିଲେ ୮୫ରୁ ଊର୍ଦ୍ଧ୍ୱ ଲୋକ

ଚିତ୍ରକୋଣ୍ଡା,୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡ଼ା, ବିହନଗୁଡ଼ି,ଖାଲପଦର,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ,ତାଲପଦର,ପଳାସପଦର,ଡାଳିଆମ୍ବ, ମୁତାମ୍ବ, ଗମେଲପୁଟ,ଦୋରାଗୁଡ଼ା ମାଓବାଦୀ ଭୟ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡ଼ିଛନ୍ତି ୮୫ରୁ ଊର୍ଦ୍ଧ୍ୱ ଲୋକ। ଖବର ପାଇ…

ପୁଣିଥରେ କଳାକାରଙ୍କୁ ପଛରେ ପକାଇଲେ ବିରାଟ

ନୂଆଦିଲ୍ଲୀ,୪ ।୧: ଭ୍ରାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ୨୩.୭୭କୋଟି ଆମେରିକୀୟ ଡଲାର ବ୍ରାଣ୍ଡ ମୂଲ୍ୟ ସହ ଲଗାତାର ୪ର୍ଥ ଥର ଲାଗି ୨୦୨୦ରେ ସବୁଠାରୁ ମୂଲ୍ୟବାନ ଭାରତୀୟ ସେଲିବ୍ରଟି ପାଲଟି ଯାଇଛନ୍ତି । ଏହି ସୂଚୀରେ ଦ୍ୱିତୀୟ ଓ…

୭ ଲକ୍ଷ ଟଙ୍କାରେ ଘର କିଣିଲେ ଏହି ବ୍ୟକ୍ତି, ଭିତରୁ ଯାହା ପାଇଲେ ରାତାରାତି ହେଲେ କୋଟିପତି

କୁହାଯାଏ, ଭଗବାନ ଯାହାକୁ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଠିକ୍‌ ଏମିତି ଘଟଣା କାନାଡାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ଏହି ବ୍ୟକ୍ତି ଜଣକ ୭ ଲକ୍ଷ ଟଙ୍କା ଦେଇ ଏକ ଘର କିଣିଥିଲେ। ଘରେ ପ୍ରବେଶ କରିବା ମାତ୍ରେ ଭିତରୁ…

୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୪।୨: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଲୋକଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍‌ କରିଛନ୍ତି। ଲୋକଙ୍କ ସୁବିଧା ଲାଗି ଦିଲ୍ଲୀରେ ୧୦୦ଟି ଚାର୍ଜିଂ ଷ୍ଟେଶନ ସ୍ଥାପନା…

ଗର୍ଭାବସ୍ଥାରେ ବି ଫ୍ୟାଶନ ବଜାୟ ରଖିଛନ୍ତି କରୀନା, ଖୁବ୍‌ଶୀଘ୍ର ହେବେ ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜର ଫ୍ୟାଶନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଏବେ ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି। ଗର୍ଭାବସ୍ଥା ସମୟରେ ବି ସେ ନିଜର ଫ୍ୟାଶନ ବଜାୟ ରଖିଛନ୍ତି। କରୀନା ତାଙ୍କର ଖାସ୍‌…

ଏରୋ ଇଣ୍ଡିଆ ଶୋ’: ତେଜସ୍‌ରେ ଉଡିଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୪ ।୨: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ତେଜସ୍ୱୀ ସୂର୍ଯ୍ୟା ଗୁରୁବାର କର୍ନାଟକର ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ ଶୋ’ରେ ଲାଇଟ୍ କାମ୍ବ୍ୟାକ୍ଟ ଏୟାରକ୍ରାପ୍ଟ(ଏଲ୍‌ସିଏ) ତେଜସ ବିମାନରେ ଉଡିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବୁଧବାର କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ୧୩ତମ…

ଭାଜପାକୁ ୫ ଆସନରେ ସୀମିତ ରଖିବେ ଭୋଟର

ନୂଆଦିଲ୍ଲୀ, ୪।୨: କୃଷି ଆଇନ ବିରୋଧରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂ ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସରକାର ଖଲିସ୍ତାନୀ ବୋଲି କହିବା ଦୁର୍ଭାଗ୍ୟପୂର୍ଣ୍ଣ। ଏଏପି ଚାଷୀଙ୍କ…

ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ ଝଟ୍‌କା

ଚେନ୍ନାଇ,୪।୨: ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ବଡ ଝଟ୍‌କା ଲାଗିଛି। ଆଘାତ ଯୋଗୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଇଂଲଣ୍ଡ ଓପନର୍‌ ଜ୍ୟାକ କ୍ରାଉଲିଙ୍କୁ ବାଦ ଦିଆଯାଇଛି। ବୁଧବାର ୨୩ତମ ଜନ୍ମଦିନ ପାଳନ କରିଥିବା କ୍ରାଉଲି ସେହି ଦିନ…

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ଗୁପ୍ତ ଏଜେଣ୍ଡା ସରକାର ପ୍ରକାଶ କରନ୍ତୁ: ପ୍ରଦୀପ ପୁରୋହିତ

ବରଗଡ଼ ଅଫିସ,୪।୨: ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ବୁଧବାର ତୋଫାନୀ ଗସ୍ତରେ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନରେ ଆସିଥିଲେ। ଏହି ଗସ୍ତର କିଛି ଗୁପ୍ତ ଏଜେଣ୍ତା ରହିଛି କି ବୋଲି…

କ୍ରିକେଟର୍‌ମାନେ କେଉଁ କୁଳର ନୁହନ୍ତି, କାହିଁକି ଏମିତି କହିଲେ କଙ୍ଗନା

ଆମେରିକୀୟ ପପ ତାରକା ରିହାନା କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଅନେକ ବିଶ୍ୱସ୍ତରୀୟ ସେଲିବ୍ରିଟି ଏହାକୁ ସମର୍ଥନ କରିଛନ୍ତି। ବିଶ୍ୱସ୍ତରୀୟ ସେଲିବ୍ରିଟିମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଭାରତ ସରକାରଙ୍କ ପକ୍ଷରୁ ଦୃଢ ପ୍ରତିକ୍ରିୟା ଆସିଥିଲା। ସରକାରଙ୍କ ଏହି…

୧୨ ବର୍ଷ ଧରି ବଳାତ୍କାର କରି ଆସୁଥିବା ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ଆଙ୍କରା,୪।୨: ତୁର୍କୀର ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କାରଣ ଗତ ୧୦ ବର୍ଷରୁ ଅଧିକ ହେବ ସେ ମାନସିକ,ଶାରୀରିକ ଏବଂ ବଳାତ୍କାର ପରି ନିର୍ଯାତନାର ଶିକାର ହୋଇଆସୁଛନ୍ତି। ଏପରିକି ସ୍ବାମୀ ତାଙ୍କୁ ଜୀବନରୁ ମାରି ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?