Home Left

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗରି, ରାୟଗଡ଼ା, ପୁରୀ, ଜଗତ୍‌ସିଂହପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ…

ଲକ୍‌ଡାଉନ୍‌ରେ ଚାକିରି ଚାଲିଯିବାରୁ ଯୁବକ ବାଛିନେଲେ ଏହି ପଥ, କଲେଜ ଛାତ୍ରଙ୍କୁ ଯୋଗାଉଥିଲେ…

ବେଙ୍ଗାଲୁରୁ,୧୧ା୧୦: କରୋନା ମହମାରୀ ଯୋଗୁ ହୋଇଥିବା ଲକ୍‌ଡାଉନ୍‌ରେ ଜଣେ ଯୁବକ ଚାକିରି ହରାଇଥିଲେ। ପେଟଭୋକରୁ ନିସ୍ତାର ପାଇବା ପାଇଁ ସେ ଡ୍ରଗ୍ସ କାରବାରକୁ ଆପଣାଇ ନେଲେ। ତେବେ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ୨୮ ବର୍ଷୀୟ ଯୁବକ ଅମିର…

ଦିନକ ପାଇଁ ବ୍ରିଟେନର ହାଇ କମିଶନ ହେଲେ ଦିଲ୍ଲୀର ଝିଅ

ନୂଆଦିଲ୍ଲୀ,୧୧ ।୧୦: ଦିଲ୍ଲୀର ଜଣେ ଝିଅଙ୍କୁ ଭାରତରେ ଗୋଟିଏ ଦିନ ପାଇଁ ବ୍ରିଟେନ ହାଇକମିଶନର ହେବାର ସୁଯୋଗ ମିଳିଛି । ଚୈତନ୍ୟା ଭେଙ୍କଟେଶ୍ୱରନଙ୍କୁ ବୁଧବାର ଏହି ସୁଯୋଗ ମିଳିଥିଲା । ବିଶ୍ୱରେ ମହିଳାଙ୍କ ସାମ୍ନକୁ ଆସୁଥିବା ଚ୍ୟାଲେଞ୍ଜକୁ ରେଖାଙ୍କିତ କରିବାକୁ ଓ…

ଦଲାଲ ଠକିନେଲେ ୪୦ ଲକ୍ଷ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଅଧିକ ଲାଭ ଆଶାରେ ସେ ଶେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଜଣେ ଦଲାଲଙ୍କୁ ୪୦ଲକ୍ଷ ଟଙ୍କା ଦେଇଥିଲେ। ତେବେ ଠକେଇର ଶିକାର ହେବାରୁ ଏହି ଟଙ୍କା ହରାଇଛନ୍ତି। ଫଳରେ ତାଙ୍କ ଆଶା ଧୁଳିସାତ୍‌ ହୋଇଯାଇଛି।…

ବମିଖାଲରେ ଗାଡ଼ି, ସୁନ୍ଦରଗଡ଼ରୁ ଆସୁଛି ଚାଲାଣ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନିୟମ ଉଲ୍ଲଂଘନ ପାଇଁ ଗାଡ଼ି ଚାଲାଣ କାଟିବାବେଳେ ବିଭିନ୍ନ ସମୟରେ ଟ୍ରାଫିକ ପୋଲିସ ଓ ଆର୍‌ଟିଓଙ୍କ ଭୁଲ ପଦାକୁ ଆସୁଛି। କେତେବେଳେ କାର ଓ ଟ୍ରକ୍‌ ଚାଳକଙ୍କୁ ହେଲମେଟ୍‌ ନ ପିନ୍ଧିବା ପାଇଁ ଜରିମାନା କରୁଛନ୍ତି ତ ଆଉ କେତେବେଳେ…

ପାଣି ପାଇଁ ବୋହିଲା ରକ୍ତ: ଦୁଇ ମୃତ, ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ବ୍ରହ୍ମଗିରି,୧୧।୧୦( ଡି.ଏନ୍‌. ଏ) : ପିଇବା ପାଣି ସଂଯୋଗ ନେବାକୁ କେନ୍ଦ୍ରକରି ରବିବାର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ତେବେ ଏଭଳି ହୃଦୟ ବିଦାରକ…

ଏମିତି କଲେ ପଢାରେ ଲାଗିବ ମନ

ପିଲାଙ୍କ ଷ୍ଟଡି ରୁମ୍‌ରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଏହି ରୁମ୍‌ରେ ଭଙ୍ଗା ଖେଳଣା ପଡି ରହିବା ଭଲ ନୁହେଁ। ଏହା ନକାରାତ୍ମକ ଉର୍ଜା ବଢାଇଥାଏ। ଏହାଛଡା ଏହି ରୁମ୍‌ରେ ଭୁଲ୍‌ରେ ବି ବନ୍ଦ ହୋଇଯାଇଥିବା ଘଣ୍ଟା ରଖନ୍ତୁ ନାହିଁ। ଷ୍ଟଡି…

ଷ୍ଟିମ୍‌ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖି ବୁଜିଲେ ଯୁବ ଇଞ୍ଜିନିୟର

ଗଞ୍ଜାମ,୧୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ମେକାନିକ ପ୍ଲାଣ୍ଟର ଷ୍ଟିମ୍‌ ପାଇପ ଭାଲଭ୍‌ ଫାଟି ଯାଇଥିଲା। ଏଥିରେ କମ୍ପାନୀର ଜଣେ ଇଞ୍ଜିନିୟର ଅଭିଷେକ ପାଳ ଓ ପୁଇଁତୋଳା ଗ୍ରାମର ଶଙ୍କର ରାଉଳ ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ…

ସୁଯୋଗ ଅପେକ୍ଷାରେ କରୀନା

କରୀନା ପୁଣି ସୁଯୋଗ ଅପେକ୍ଷାରେ ! ସତରେ, ଏପରି କଥାକୁ ହଜମ କରିବା ଭାରି କଷ୍ଟ। କାରଣ ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ କରୀନା ସଫଳତା ହାସଲ କରିଚାଲିଛନ୍ତି। ଭିନ୍ନ ଭିନ୍ନ ଭୂମିକାରେ ସେ ଦର୍ଶକଙ୍କ ସାମ୍‌ନାକୁ ଆସିବା ସହ ନିଜ…

ମୁହଁ ଖୋଲିଲେ ଅନୁପ ଜଲୋଟା

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଓ ତାଙ୍କ ଶିଷ୍ୟା ଜଶଲିନ ମଥାରୁଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା । ଉଭୟ କୁଆଡେ ବିବାହ କରିଛନ୍ତି ବୋଲି ନିକଟରେ ଶୁଣିବାକୁ ମିଳିଥିଲା । ଏବେ ଏହାକୁ ନେଇ ମୁହଁ…

ବଦଳୁଛି ସ୍ବର୍ଗଦ୍ୱାର ଚିତ୍ର

ପୁରୀ ଅଫିସ, ୧୧। ୧୦:  ବଦଳୁଛି ସ୍ବର୍ଗଦ୍ୱାର ଚିତ୍ର। ପୁରୁଣା ସ୍ବର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଢଙ୍ଗରେ ଦିଆଯାଉଛି ନୂଆ ରୂପ। ମୃତଦେହକୁ ଉଚିତ ସମ୍ମାନ ଓ ପରିଜନଙ୍କୁ ଅତ୍ୟାଧୁନିକ ସେବା ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟରେ ଚାଲିଛି ନବୀକରଣ କାର୍ଯ୍ୟ। ପ୍ରତିଟି ହିନ୍ଦୁଙ୍କର…

ଜେଏମ୍‌ଏମ୍‌ ନେତାଙ୍କୁ ଗୁଳି କରି ହତ୍ୟା: ଘର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଧାନବାଦ, ୧୧।୧୦: ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ ନେତା ଶଙ୍କର ରଓ୍ବାନି ଏବଂ ତାଙ୍କ ସ୍ତ୍ରୀ ବାଳିକା ଦେବୀଙ୍କ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହା ଘଟିଥିବା ପୋଲିସ ଅନୁମାନ କରୁଛି। ସୁଦାମଡ଼ିହ ଥାନା ଅନ୍ତର୍ଗତ ଭୈରା ଗୋରଖୁଣ୍ଟି ସ୍ଥିତ ବାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri