ବ୍ରାଉନସୁଗାର କାରବାରରେ ମହିଳା
ପୁରୀ ଅଫିସ, ୧୧। ୧୦: ପୁରୀ ସହରରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଗତ କିଛିଦିନ ହେବ ବ୍ରାଉନସୁଗାର କାରବାର ବଢିଛି। ବାହାରୁ ଚୋରାରେ ବ୍ରାଉନସୁଗାର ଆସୁଥିବାବେଳେ ଏଠାରେ ଏହି କାରବାର ଅପରେଟ୍ କରୁଛନ୍ତି ମହିଳା ଓ…
ବିସ୍ଫୋରଣ ସ୍ଥଳକୁ ଦେଖି ଥରିଲେ ଆହତ କର୍ମଚାରୀ
ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ରବିବାର ୫ଦିନ ବିତିଛି। ହେଲେ ବିସ୍ଫୋରଣକୁ ସାମ୍ନା କରିଥିବା ଲୋକ, ପେଟ୍ରୋଲ ପମ୍ପ କର୍ମଚାରୀ ଓ ଅନ୍ୟମାନଙ୍କ ମନରେ ଏବେବି ଭୟ ଯାଇନି। ସାମାନ୍ୟ ଆହତ ହୋଇ…
ଅଟକି ଯାଇଛି ବୟସ
ରୁଷୀୟ ଗଣମାଧ୍ୟମରେ ଏବେ ଡେନିସ ଭାସୁରିନ୍ ଜଣେ ବହୁ ପରିଚିତ ନାମ। ସେ ପରିଚୟ ପାଇଛନ୍ତି ତାଙ୍କର ଅବିଶ୍ୱସନୀୟ ଶରୀର ପାଇଁ। ଅର୍ଥାତ୍ ୧୯୮୭ ମସିହାରେ ଜନ୍ମିତ ଡେନିସ୍ ଦେଖିବାକୁ ଜଣେ ୧୨-୧୩ ବର୍ଷର ପୁଅ ଭଳି। ଛୋଟ ପିଲାଙ୍କ ପରି…
ରାନୀଙ୍କ ନୂଆ ଯୋଜନା
ବେଳେବେଳେ ମଣିଷ ଯାହା ଚାହଁୁଥାଏ ତାହା ଦେଖୁ ଦେଖୁ ପୂରଣ ହୋଇଯାଇଥାଏ। କରୋନା ମହାମାରୀ ଯୋଗୁଁ ଓଡ଼ିଆ ସିନେମାର ଶୁଟିଂ ବନ୍ଦ ଥିଲା। ଏବେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ଶୁଟିଂ ଆରମ୍ଭ ହୋଇଯାଇଛି। ତା’ସହ କେତେକ ନୂଆ ସିନେମାର ପ୍ରାରମ୍ଭିକ କାମ…
ଅନ୍ଧାରରେ ଚମକେ ଏହି ବଡିପେଣ୍ଟିଂ
ଜନ ପପଲ୍ଟନ୍ ଜଣେ ଚିତ୍ରକର ସହ ଫଟୋଗ୍ରାଫର୍ ମଧ୍ୟ। ଦୀର୍ଘ ୨୦ ବର୍ଷ ହେବ ସେ ୱେଡିଂ ଓ ପୋର୍ଟ୍ରେଟ୍ ଫଟୋଗ୍ରାଫୀ କରିଛନ୍ତି। ସେ ସବୁବେଳେ ଚାହୁଁଥିଲେ ତାଙ୍କ ପେଣ୍ଟିଂ ଜୀବନ୍ତ ଲାଗୁ। ତେବେ ଦିନେ ଏହାକୁ ବାସ୍ତବ କରିବାର ଏକ…
ପାନ୍ଥନିବାସ ଘରୋଇକରଣ ବନ୍ଦ ନ ହେଲେ ଆତ୍ମାହୁତି ଦେବେ କର୍ମଚାରୀ
ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): କରୋନା ଯୋଗୁ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ପର୍ଯ୍ୟଟନ ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ରାଜ୍ୟର ୫ ପାନ୍ଥନିବାସକୁ ଘରୋଇକରଣ କରିବା ପାଇଁ ଚକ୍ରାନ୍ତ କରାଯାଉଛି। ଏଭଳି ଅଭିଯୋଗ ନେଇ ଉତ୍କଳ ପର୍ଯ୍ୟଟନ ନିଗମ…
ପରିଚ୍ଛନ୍ନ ଗାଁ ବବେଇଯୋଡା
ମୟୂରଭଞ୍ଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବବେଇଯୋଡ଼ା ଗାଁ , ଯାହା ଏବେ ପରିଚ୍ଛନ୍ନ ଗାଁ ଭାବେ ଅନ୍ୟ ଗାଁ ପାଇଁ ଉଦାହରଣ…. ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲା। ଏହି ଆଦିବାସୀ ବହୁଳ ଜିଲାରେ ରହିଛି ଅନେକ ଗ୍ରାମ…
ଏସ୍ସିବିକୁ ହେଲା ଟ୍ରାଫିକ୍ମୁକ୍ତ ରାସ୍ତା
କଟକ ଅଫିସ,୧୧। ୧୦: ବିଶ୍ୱସ୍ତରୀୟ ହେବ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍ସିବି) ମେଡିକାଲ କଲେଜ ଓ ହସ୍ପିଟାଲ। ଏହି ପରିପ୍ରେକ୍ଷୀରେ ମେଡିିକାଲକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରଶସ୍ତୀକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ନବନିର୍ମିତ ଯୋବ୍ରା-ରାଣୀହାଟ ତାଳଦଣ୍ଡା କେନାଲ ପାର୍ଶ୍ୱ ତିନି ଥାକିଆ ରାସ୍ତାକୁ…
ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସରକାରରେ ବିଦ୍ରୋହ: ଦିଲ୍ଲୀରେ ୧୨ବିଧାୟକ
ଅଗରତାଲା, ୧୧।୧୦: ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ସରକାରରେ ବିଦ୍ରୋହ ସୃଷ୍ଟି ହୋଇଛି। ଶାସକଦଳର ୧୨ ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.…
ଅଫ୍ଲାଇନ୍ରେ ଡିଏଲ୍ଏଡ୍ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ
ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରୁ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେଶନ (ଡିଏଲ୍ଏଡ୍) ପ୍ରଥମ ଓ ଶେଷବର୍ଷ ପରୀକ୍ଷା ଆରମ୍ଭ ହେବ। ରାଜ୍ୟର ପ୍ରାୟ ୧୩,୫୦୦ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ। ଏହି ପରୀକ୍ଷାକୁ ଅଫ୍ଲାଇନରେ କରିବା ପାଇଁ ସରକାର…
୨ ମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା
ଭୁବନେଶ୍ୱର,୧୧। ୧୦ (ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବିରୋଧରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶନିବାର ଶ୍ରୀଜଗନ୍ନାଥ ସେନାର ଆବାହକ…
ଅସୁସ୍ଥ ସ୍ତ୍ରୀଙ୍କୁ ୯୦କି.ମି. ବୋହିଲେ
କଟକ ଅଫିସ/ସାକ୍ଷୀଗୋପାଳ,(ଡି.ଏନ୍.ଏ)୧୧। ୧୦:ରାଜ୍ୟରେ ଚିକିତ୍ସା ସେବା ସମସ୍ତଙ୍କୁ ଯେପରି ଠିକ୍ଭାବେ ମିଳିପାରିବ ସରକାର ସେଥିପାଇଁ ଅନେକ ଯୋଜନା କରିଛନ୍ତି। ଏଥିପାଇଁ ବିଭିନ୍ନ ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି।…
Archives


