ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ୟୁଏଇ, ୧୧।୧୦: ଚଳିତବର୍ଷ ଆଇପିଏଲ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ଖରାପ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଞ୍ଜାବର ତାରକା ଖେଳାଳି ଶେଲଡେନ କଟ୍ରେଲଙ୍କୁ ଦଳରୁ ଓହରି ଯାଇଛନ୍ତି। ଏଥିସହିତ ଦଳ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲଙ୍କୁ ନେଇ ଚିନ୍ତିତ…
ଘାରିଛି ଓ୍ବେବ୍ ସିରିଜ ନିଶା
ବବି ଦେଓଲଙ୍କ ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା ‘ବରସାତ୍’ (୧୯୯୫) ଚଳଚ୍ଚିତ୍ରରୁ। ଏଥିରେ ତାଙ୍କର ନାୟିକା ସାଜିଥିଲେ ଟ୍ବିଙ୍କିଲ ଖାନ୍ନା। ଫିଲ୍ମଟିକୁ ମଧ୍ୟ ଆଶାନୁରୂପ ସଫଳତା ମିଳିିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ବେଶ୍ କେତୋଟି ସିନେମାର ନାୟକ ସାଜିଥିଲେ ମଧ୍ୟ…
ଦୋଛକିରେ ପଡିଛନ୍ତି ତାରା
ନବାଗତା ତାରା ସୁଟାରିଆ ଏବେ ଦୋଛକିରେ ପଡିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫର ତାଙ୍କର ଟେନ୍ସନ୍କୁ ବଢ଼ାଇ ଦେଇଛି। କାରଣ ଏଥିରେ ତାଙ୍କୁ ବିକିନୀ ଗେଟ୍ଅପ୍ରେ ଶଟ୍ ଦେବାକୁ ପଡିବ। ତେଣୁ ଏପରି ଅଫରକୁ ହଁ ଭରିବେ ନା…
୯ମ ଶ୍ରେଣୀରେ ଫେଲ୍ ହୋଇଯାଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍, ମ୍ୟାଗି ଖାଇ କାଟୁଥିଲେ ରାତି
ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍ ସହ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ପ୍ରସିଦ୍ଧ। ରବିବାର ସେ ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଫଳରେ ଦେଶବିଦେଶର ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୯୩, ଅକ୍ଟୋବର ୧୧ରେ…
ବନବାସ ସମୟରେ ସୀତା କାହିଁକି ପିନ୍ଧୁଥିଲେ ହଳଦୀ ରଙ୍ଗର ବସ୍ତ୍ର, ଏହା ପଛରେ ଥିବା କାରଣ ଜାଣନ୍ତୁ
ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଏବଂ ଲକ୍ଷ୍ମଣ ବନବାସ ସମୟରେ କେବଳ ହଳଦୀ ରଙ୍ଗର ବସ୍ତ୍ର ଧାରଣ କରିଥିଲେ। କାହିଁକି ଜାଣନ୍ତି? ଯଦି ନା ତେବେ ଏହି ରଙ୍ଗ ପଛରେ ଏକ ବଡ଼ କାରଣ ରହିଛି। ଜାଣନ୍ତୁ ଏ ସମ୍ପର୍କରେ… ପ୍ରଭୁ…
ଭୁବନେଶ୍ୱରୁ ଆଜି ପୁଣି ୨୯୦ ପଜିିଟିଭ୍ ଚିହ୍ନଟ: ବଢ଼ୁଛି ଲୋକାଲ କେସ୍ ସଂଖ୍ୟା
ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୨୯୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୭୯ ଜଣ ରହିଥିବା ବେଳେ ଲୋକାଲ କେସ୍ ୨୧୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
କରୋନାରୁ ସୁସ୍ଥ ହେଲେଣି ୬୦ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ,୧୧ ।୧୦: କରୋନା ମହାମାରୀ ବେଳକୁ ବେଳ ବଢି ଚାଲିଥିବା ବେଳେ ଦେଶରେ ସୁସ୍ଥତା ହାର ମଧ୍ୟ ବଢିବାରେ ଲାଗିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ ଏବେ ପର୍ଯ୍ୟନ୍ତ ଦେଶରେ କରୋନାରେ ସଂକ୍ରମିତ ହୋଇଥିବା ପାଖାପାଖି ୬୦ ଲକ୍ଷ ଲୋକ…
ବିରାଟଙ୍କ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଅନୁଷ୍କା, ସ୍ବାମୀଙ୍କ ଇନିଂସ ଦେଖି ଦେଲେ ଫ୍ଲାଇଙ୍ଗ୍ କିସ୍
ଦୁବାଇ,୧୧ା୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ ଦେଖିବା ପାଇଁ ଅନୁଷ୍କା ଶର୍ମା ଷ୍ଟାଡିୟମରେ ଶନିବାର ପହଞ୍ଚିଥିଲେ। ଏହି ସମୟରେ ଅନୁଷ୍କା ଏକ ବ୍ଲୁ କଲରର ଡ୍ରେସ୍ ପିନ୍ଧିଥିଲେ। ଯେଉଁଥିରେ ବେବି ବମ୍ପ ଦେଖାଯାଉଥିଲା। ତେବେ ଷ୍ଟାଡିୟମରେ…
ଆରେ ପ୍ରଦର୍ଶନକାରୀଙ୍କୁ ଆଶ୍ୱସ୍ତି: ସରକାର ଫେରାଇ ନେଲେ ସମସ୍ତ ମାମଲା
ମୁମ୍ବାଇ,୧୧ ।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର କହିଛନ୍ତି ଆରେରେ ପ୍ରସ୍ତାବିତ ମେଟ୍ରୋ କାର୍ ସେଡ୍ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ବିରୋଧରେ ଯେିଁ ମାମଲା ଦାୟର କରାଯାଇଥିଲା ତାହାକୁ ସରକାର ଫେରାଇ ନେଇଛନ୍ତି । ସେ କହିଛନ୍ତି ଆମେ…
ନେହା-ରୋହନପ୍ରୀତ୍ଙ୍କ ଏକାଠି ଫଟୋ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ରୋହନପ୍ରୀତ ସିଂଙ୍କୁ ପ୍ରେମ କରିବା ଏପରିକି ତାଙ୍କୁ ବିବାହ କରିବା ମଧ୍ୟ ଖବର ଶୁଣିବାକୁ ମିଳୁଛି। ନେହା ରୋହନପ୍ରୀତଙ୍କ ସହ ଏକ…
ନଡ଼ିଆକୁ ନେଇ ଶିବରାଜ-କମଲ ବାକ୍ଯୁଦ୍ଧ
ଭୋପାଳ, ୧୧।୧୦: ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ନଡ଼ିଆକୁ ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ନିର୍ବାଚନ ପାଖେଇ ଆସିବାରୁ…
ବିରିୟାନି ଖାଇବାକୁ ଲାଗିଲା ଦେଢ କିଲୋମିଟର ଲମ୍ବା ଲାଇନ: ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୧୧ ।୧୦: କର୍ନାଟକର ବେଙ୍ଗାଲୁରୁରେ ବିରିୟାନି ପ୍ରେମିଙ୍କ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାବୁ ମିଳିଛି । ଏକ ଭିଡିଓରେ ଦେଖିବାକୁ ମିଳିଛି ବେଙ୍ଗାଲୁରର ଏକ ରେସ୍ତୋରାଁ ବାହାରେ ବିରିୟାନି ଖାଇବାକୁ ଲୋକେ ପାଖାପାଖି ୧.୫ କିଲୋମିଟର ଲମ୍ବା ଲାଇନରେ ଠିଆ ହୋଇଛନ୍ତି…
Archives


