Posted inଫୁରସତ

ଯୌତୁକ ଦେଇ ନାବାଳିକା କନ୍ୟାଙ୍କୁ ବିବାହ କରିଦେଲେ ପରିବାର ଲୋକେ, ଆଉ ତା’ ପରେ…

ଗୋଟିଏ ଝିଅର ବିବାହ ବୟସ ହୋଇ ନ ଥିବା ବେଳେ ପରିବାର ଲୋକେ ତାଙ୍କୁ ବିବାହ କରି ଦେଉଛନ୍ତି। ବିଚରା ଝିଅଟି ବିବାହ ଡ୍ରେସ୍‌, ମେକ୍‌ଅପ୍‌ ନେଇ ସୁନା ଅଳଙ୍କାର ପିନ୍ଧି ପରିବାର ଲୋକଙ୍କ କଥାରେ ବାହା ହୋଇଯାଉଛି। ଖାଲି ଏତିକି ନୁହେଁ, ନାବାଳିକା ନବବଧୂଟି ଗାଡ଼ିବର୍ତ୍ତି ଯୌତୁକ ସାମଗ୍ରୀ ସହ ନଜର ଆସିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି କାହାଣୀ କାଳ୍ପନିକ। ମାତ୍ର ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

ପାକିସ୍ତାନର ଡିଜାଇନର ଅଲ୍ଲୀ ଜିଶାନ ଯୌତୁକ ବିରୋଧରେ ସ୍ବର ଉଠାଇବା ପାଇଁ ଏପରି ଏକ କାହାଣୀ ତିଆରି କରିଛନ୍ତି। ସମାଜର ଲୋକଙ୍କୁ ସଚେତନ କରାଇବା ପାଇଁ ତାଙ୍କର ଏହା ଗୋଟେ ଛୋଟ ପ୍ରୟାସ। ୟୁନାଇଟେ୍‌ଡ୍‌ ନେଶନସ ଓ୍ବମେନ ପାକିସ୍ତାନ ସହିତ ପାର୍ଟନରଶିପ୍‌ରେ ଡିଜାଇନର ଅଲ୍ଲୀ ଜିଶାନ ଥିଏଟର ଷ୍ଟୁଡିଓରେ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଫ୍ୟାଶନ ଶୋର ଏକ ଅଂଶ ଦେଖିବାକୁ ମିଳିଛି। ଏହି କାହାଣୀର ନିର୍ଦ୍ଦେଶନା ଦେଇଛନ୍ତି ଅବଦୁଲ୍ଲା ହ୍ୟାରିସ। ଏହି ଫଟୋରୁ ସମାଜକୁ ବାର୍ତ୍ତା ଅଛି କି ସ୍ବାମୀଙ୍କଠାରୁ ଯୌତୁକର ଓଜନର ବେଶୀ। ଝିଅଟି ଯୌତୁକକୁ ହାତରୁ ଟାଣି ନେଇ ଯନ୍ତ୍ରଣାରେ କାନ୍ଦୁଥିବା ନଜର ଆସିଛନ୍ତି।

ଭିଡିଓରେ କ୍ୟାପଶନ ଲେଖାଯାଇଛି, ଯୌତୁକ ସମସ୍ୟା ଯୋଗୁ ପ୍ରତ୍ୟେକ ପରିବାର ଝିଅକୁ ଉଚ୍ଚ ଶିକ୍ଷିତ କରିବା ଉଚିତ୍‌। ଯୌତୁକ ଅପେକ୍ଷା ଝିଅ ଶିକ୍ଷିତ ହେବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri