ଫେମିନା ମିସ୍‌ ଇଣ୍ଡିଆ ଜିତିଲେ ମାନସା ବାରାଣସୀ

ମୁମ୍ବାଇ,୧୧।୨: ୨୦୨୦ ବର୍ଷ ପାଇଁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ଜିତିଛନ୍ତି ମାନସା ବାରାଣସୀ। ଫେମିନା ମିସ୍‌ ଇଣ୍ଡିଆ ଇନ୍‌ଷ୍ଟାଗ୍ରାମରେ ଏହା ଘୋଷଣା କରାଯାଇଛି। ଫେବୃୟାରୀ ୧୦ ଆୟୋଜିତ ଗ୍ରାଣ୍ଡ ଫାଇନାଲରେ ତେଲେଙ୍ଗାନାର ମାନସା ବାଜି ମାରିନେଇଛନ୍ତି। ମାନ୍ୟା ସିଂ ଦ୍ୱିତୀୟ ଏବଂ ମନିକା ଶିୟୋକାଣ୍ଡ ତୃତୀୟ ସ୍ଥାନରେ ରହିଥିଲେ। ୨୩ ବର୍ଷୀୟା ମାନସା ଫାଇନାନସିଆଲ୍‌ ଏକ୍ସଚେଞ୍ଜ ଇନ୍‌ଫରମେସନ୍‌ ଆନାଲିସିଷ୍ଟ ଭାବେ କାର୍ଯ୍ୟ କରନ୍ତି। ସୂଚନାଯୋଗ୍ୟ, ଫେମିନା ମିସ୍‌ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲ ମୁମ୍ବାଇର ପ୍ଲସ୍‌ ହୋଟେଲରେ ଆୟୋଜିତ କରାଯାଇଥିଲା। ବାଣୀ କପୁର, ଚିତ୍ରାଙ୍ଗଦା ସିଂ, ନେହା ଧୁପିଆ, ଅପରାଶକ୍ତି ଖୁରାନା ଏବଂ ପୁଲକିତ ସମ୍ରାଟଙ୍କ ଭଲି ବଲିଉଡ୍‌ ଷ୍ଟାର ଏହି ଖାସ୍‌ ଇଭେଣ୍ଟରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ମମତାଙ୍କୁ ଭେଟିବେ ଅଖିଳେଶ, ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

କୋଲକାତା,୧୭।୩: ସମାଜବାଦୀ ପାର୍ଟିର ବାର୍ଷିକ ସମ୍ମିଳନୀ କୋଲକାତାରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ସମ୍ମିଳନୀରେ ସାମିଲ ହୋବକୁ ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର...

ରାହୁଲଙ୍କ ବଧୂ ପାଲଟିଲେ ଦିଶା! ବିବାହ ବେଳର ଫଟୋ ଭାଇରାଲ

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ୍‌ ରାହୁଲ ବୈଦ୍ୟ। ପ୍ରେମିକା ଦିଶା ପରମାରଙ୍କ ସହ ତାଙ୍କର କିଛି ଫଟୋ ଏବେ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। କାରଣ ଫଟୋରେ...

ଉଚ୍ଚତା ମାତ୍ର ୨ ଫୁଟ, ୨ ବର୍ଷରେ ୬୦ଟି କାର୍‌ ଚୋରିର ମାଷ୍ଟରମାଇଣ୍ଡ୍‌

ଗାଜିଆବାଦ୍‌,୨୪।୧୦: ଉତ୍ତର ପ୍ରଦେଶର ଗାଜିଆବାଦରେ ପୋଲିସ ଏକ କାର୍‌ ଚୋରି ଗ୍ୟାଙ୍ଗ୍‌କୁ ଧରିଛି। ସେମାନଙ୍କଠାରୁ ୯ଟି କାର୍‌ ଜବତ କରିଛି ପୋଲିସ। ସବୁଠୁ ରୋଚକ କଥା...

୧୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଗୁଡ୍‌ ନ୍ୟୁଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର, କରିନା କପୁର ଖାଁ, କିଆରା ଆଡଭାନୀ ଓ ଦିଲ୍‌ଜିତ ଦୋସାଞ୍ଜଙ୍କ ଅଭିନୀତ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ ଏବେ...

ଏମ୍‌ସିଡି ନିର୍ବାଚନ: ନାମାଙ୍କନ ଭରିଲେ ଏଏପି ମେୟର ପ୍ରାର୍ଥୀ ଶେଲି ଓବେରୟ

ନୂଆଦିଲ୍ଲୀ,୧୭।୪: ଏମ୍‌ସିଡି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଏଏପି) ମେୟର ପ୍ରାର୍ଥୀ ଶେଲି ଓବେରୟ ଏବଂ ଡେପୁଟି ମେୟର ପ୍ରାର୍ଥୀ ଆଲେ ମହମ୍ମଦ ଇକବାଲ...

ବର୍ଷେ ପର୍ଯ୍ୟନ୍ତ ବଢିବନି ସ୍କୁଲ ଫି

ଲକ୍ଷ୍ନ,୨୮।୪: କରୋନା ମହାମାରୀ ଯୋଗୁ ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଙ୍କଟରୁ ଭାରତ ମଧ୍ୟ ବାଦ୍‌ ଯାଇ ନାହିଁ। ଲକ୍‌ଡାଉନ ଯୋଗୁ ଲୋକେ କାମଧନ୍ଦା ହରାଇଛନ୍ତି। ରୋଜଗାରର...

ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର...

ଫିଲ୍ମ ପ୍ରମୋଶନ ଆଳରେ ଅଭିନେତ୍ରୀଙ୍କୁ ଫୁଟ୍‌ ମସାଜ, ଟ୍ରୋଲ ହେଉଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଥିଲେ ରାମ ଗୋପାଳ ବର୍ମା। ଏବେ ସେ କେବଳ ତେଲୁଗୁ ସିନେମା ଯାଏ ସୀମିତ...

Advertisement
Archives

Model This Week