Home Left

ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ

ନର୍‌ବର୍ଗ (ଜର୍ମାନୀ),୧୨ା୧୦:ମର୍ସିଡିଜ୍‌ର ଲୁଇସ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଇଫେଲ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲା ଓ୍ବାନ୍‌ରେ ସବୁଠାରୁ ଅଧିକ ରେସ୍‌ ଜିତି ମାଇକେଲ ସୁମାକର କରିଥିବା ରେକର୍ଡର ସେ ସମକକ୍ଷ ହୋଇ ପାରିଛନ୍ତି।…

ସ୍ବାମୀଙ୍କ ସହ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଡି’ସୁଜା ପୁଣି ଥରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ବଡ଼ ପରଦାରେ ଆମ କରିବାକୁ ଚାହୁଁଛନ୍ତି। ପୂର୍ବରୁ ଏହି ସୁପରଷ୍ଟାର ଦମ୍ପତି ଅନେକ ଫିଲ୍ମରେ ଏକାଠି କାମ କରିସାରିଛନ୍ତି। ଏ ନେଇ ଜେନେଲିଆ କହିଛନ୍ତି, ଏବେ ତାଙ୍କ…

ମହିଳା ଟି୨୦ ଚ୍ୟାଲେଞ୍ଜ ପାଇଁ ଦଳ ଘୋଷଣା: ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଯୋଗୁ ଓଡ଼ିଶାରେ କ୍ରିକେଟ ଆରମ୍ଭର ପରିକଳ୍ପନା ହୋଇପାରି ନ ଥିବାବେଳେ ମହିଳା କ୍ରିକେଟ ପାଇଁ ଆସିଛି ଏକ ଭଲ ଖବର। ମହିଳା ଆଇପିଏଲ ଭାବେ ବିବେଚିତ ହେଉଥିବା ଟି୨୦ ଚ୍ୟାଲେଞ୍ଜ ପାଇଁ ରବିବାର ୩…

ଭାଲୁ, ହରିଣ ଅଙ୍ଗ ଚୋରା ଚାଲାଣବେଳେ ୪ ଗିରଫ

ହଲ୍‌ଦଓ୍ବାନୀ, ୧୧।୧୦: ଭାଲୁ, ହରିଣ ଓ କଇଁଛ ଅଙ୍ଗ ଚୋରାଚାଲାଣ ସମୟରେ ୨ଟି ଭିନ୍ନ ଘଟଣାରେ ସପ୍ତାହକ ମଧ୍ୟରେ ଉତ୍ତରାଖଣ୍ଡ ବନ ବିଭାଗ ଓ ପୋଲିସ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଛି। ବାଗେଶ୍ୱର ଜିଲାରେ ରବିବାର ଭାଲୁ ଓ ହରିଣ…

୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ

ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି। ୪୫ ବର୍ଷୀୟ ଏହି ମହିଳାଙ୍କ ଏହା ୧୬ତମ ସନ୍ତାନ ଥିଲା ବୋଲି ଜଣାପଡ଼ିଛି। ତେବେ…

ଜମି ବିବାଦକୁ ନେଇ ପୂଜକଙ୍କୁ ଗୁଳିମାଡ଼: ୨ ଗିରଫ

ଗୋଣ୍ଡା,୧୧।୧୦-ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଜମି ବିବାଦକୁ ନେଇ ରବିବାର ଜଣେ ପୂଜକଙ୍କୁ ଗୁଳି ମାଡ ହୋଇଛି। ଗୁଳିମାଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳି ମାଡର ଶିକାର ହୋଇଥିବା ପୂଜକ ହେଲେ ଗୋଣ୍ଡାସ୍ଥିତ ରାମ୍‌ ଜାନକୀ ମନ୍ଦିରର ପୂଜକ ସମ୍ରାଟ…

ବାଇକ୍‌ ଦାବି କରି ହଟହଟାରେ ପଡ଼ିଲେ ବର

ମିରଟ, ୧୧।୧୦: ବାହାଘର ସମୟରେ କନ୍ୟା ପକ୍ଷକୁ ବାଇକ୍‌ ଦାବି କରି ହଟହଟାରେ ପଡ଼ିଛନ୍ତି ଜଣେ ଲୋଭୀ ବର। ଫଳରେ କନ୍ୟାପକ୍ଷ ଲୋକ ଏଥିରେ କ୍ରୋଧିତ ହୋଇ ବରକୁ ବନ୍ଧକ ରଖିଥିଲେ। ଏହାପରେ ବର ଓ କନ୍ୟା ପକ୍ଷ ଲୋକଙ୍କ ମଧ୍ୟରେ…

ବିପଦରେ ପଡି ପର୍ବ ପାଳନ କରାଯିବା କୌଣସି ଧର୍ମରେ କୁହାଯାଇନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧୦: କରୋନା ସମୟରେ ପର୍ବ ପାଳନକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏକ ବୟାନ ଦେଇଛନ୍ତି। ସେ ରବିବାର କହିଛନ୍ତି ଯେ ଜୀବନକୁ ବିପଦରେ ପକାଇ ପର୍ବ ପାଳନ କରିବାକୁ ଦୁନିଆର କୌଣସି ଦେବତା କିମ୍ବା ଧର୍ମରେ କୁହାଯାଇନାହିଁ।…

ମୁଗଡାଲି ପାଣିରେ ରହିଛି ଏସବୁ ଉପକାରୀ ଗୁଣ

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍‌, ପଟାସିୟମ୍‌,…

ବିଦ୍ୟୁତ ଚାଳିତ ଯାନ ଉପରେ ଟ୍ୟାକ୍ସ ଛାଡ଼ କଲେ ଏହି ସରକାର

ନୂଆଦିଲ୍ଲୀ, ୧୧।୧୦: ଜାତୀୟ ରାଜଧାନୀରେ ବାୟୂ ପ୍ରଦୂଷଣର ବଢ଼ୁଥିବା ବିପଦକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ ଚାଳିକ ଯାନ ଉପରେ ସଡ଼କ ଟିକସ ଛାଡ଼ କରିବାକୁ ଦିଲ୍ଲୀ ସରକାରଙ୍କ ପରିବହନ…

ଜୀବନକୁ ବାଜି ଲଗାଇ ସାଇକେଲ ଚଳାଉଛନ୍ତି ଯୁବକ: ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ଦୁଃସାହସିକ ଭାବେ ସାଇକେଲ ଚଲାଉ ଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ମେଡେଲିନ କଲମ୍ବିଆ ସହରରୁ ସାଇକେଲ ଯାତ୍ରା ଆରମ୍ଭ କରୁଛନ୍ତି। ପରେ…

ଆଖି ବୁଜିଲେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପ୍ରଶଂସକ

ହାଇଦ୍ରାବାଦ୍‌,୧୧।୧୦: ଭାରତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁପରଫ୍ୟାନ୍‌ ବୁସା କୃଷ୍ଣଙ୍କର ହୃଦଘାତରେ ପରଲୋକ ଘଟିଛି। ଟ୍ରମ୍ପ କୃଷ୍ଣ ନାମରେ ଜଣାଶୁଣା ବୁସା ଗତ ବର୍ଷ ଟ୍ରମ୍ପଙ୍କ ଜନ୍ମଦିନରେ ତାଙ୍କର ୬ ଫୁଟର ପ୍ରତିମୂର୍ତ୍ତି ସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ। ତେଲେଙ୍ଗାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri