Home Left

ପଥର ଖାଦାନରେ ବିସ୍ପୋରଣ: ୩ ମୃତ, ୫ ଆହତ

ଗୁଣପୁର,୧୬।୮(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର ବ୍ଲକ ଜଲତାର ପଞ୍ଚାୟତ ଅନ୍ତର୍ଗତ ଓକିଲଗୁଡାରେ ନିକଟରେ ଥିବା ପଥର ଖାଦାନରେ ଶୁକ୍ରବାର ବିସ୍ପୋରଣ ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଜାମେସ ଶବର, କୁଶାବତୀ ଶବର…

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ କରୋନା

ନୂଆଦିଲ୍ଲୀ,୧୬।୧୦-ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ଶୁକ୍ରବାର ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ହୋମ କ୍ବାରାଣ୍ଟାଇନରେ…

ଚିରାଗଙ୍କ ଦଳକୁ ‘ଭୋଟ କଟର’ପାର୍ଟି ବୋଲି କହିଲେ ଜାଭେଡକର

ନୂଆଦିଲ୍ଲୀ,୧୬ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ରାଜ୍ୟରେ ଏବେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟାର ଶେଷ ଦିବସ ସହ ପ୍ରଥମ…

କରୋନା ସଂକ୍ରମିତଙ୍କୁ ବଞ୍ଚାଇବାରେ ଅସଫଳ ହେଲା ରେମଡେସିଭିର!

ଜେନେଭା,୧୬ ।୧୦: ଆମେରିକା କମ୍ପାନୀ ଗିଲିଏଡର ରେମଡେସିଭିର ଔଷଧ କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇବାରେ ଅସଫଳ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ନିକଟରେ ଏକ କ୍ଲିନିକାଲ ଟେଷ୍ଟରେ ପାଇଥିବା ତଥ୍ୟ ଅନୁଯାୟୀ, କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ଅବା ସେମାନଙ୍କର…

ଟେଣ୍ଟ ହାଉସରେ ମୃତଦେହ: ହତ୍ୟା ସନ୍ଦେହ

ବରଗଡ଼ ଅଫିସ,୧୬।୧୦: ବରଗଡ଼ ସହରର ହାଟପଦା-ତଳିପଡା ରାସ୍ତା ପାଶର୍‌ବରେ ରହିଥିବା ଏକ ଟେଣ୍ଟ ହାଉସ ପରିସରରୁ ଶୁକ୍ରବାର ପୋଲିସ ଜଣେ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ଜଣାପଡି ନାହିଁ। ସେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଅଞ୍ଚଳର…

କାଶ ହେବାରୁ ଏହି ଲୋକପ୍ରିୟ ଅଭିନେତ୍ରୀ କରାଇଲେ କୋଭିଡ୍‌ ଟେଷ୍ଟ

କରୋନା ମହାମାରୀ ସାରା ଦେଶରେ ବ୍ୟାପୁଛି। ଏହାର ଭୟ ଲୋକଙ୍କ ମନରେ ଏତେ ମାତ୍ରାରେ ଅଛି ଯେ, ଯଦି ସାମାନ୍ୟ ଅସୁସ୍ଥ ଲାଗୁଛି ଲୋକେ ପ୍ରଥମେ କରୋନା ପରୀକ୍ଷା କରୁଛନ୍ତି। ଏହି ମହାମାରୀର ସର୍ବାଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖାଯାଉଛି । ଯେଉଁଠାରେ…

ମଧ୍ୟପ୍ରଦେଶ ମନରେଗା ଶ୍ରମିକ ତାଲିକାରେ ଦୀପିକା ପାଦୁକୋନ!

ଭୋପାଳ,୧୬ ।୧୦: ମଧ୍ୟପ୍ରଦେଶ ଖରଗୋନ ଜିଲାର ଏକ ଗ୍ରାମ ପଞଚାୟତରେ ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅନ୍ୟ ଅଭିନେତ୍ରୀଙ୍କ ଫଟୋ ରୋଜଗାର ଗ୍ୟାରେଣ୍ଟି ଜବ କାର୍ଡରେ ଲଗାଇ ନକଲି କରୁଥିବା ମାମଲା ସାମ୍ନାକୁ ଆସିଛି । ଏଥିରେ ପଞ୍ଚୟତ ସଚିବ…

ନଭେମ୍ବର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନାରେ ସାମିଲ ହେବ ୩-୪ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୬ ।୧୦: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ବାୟସେନା ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ନଭେମ୍ବର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନାରେ ୩-୪ ରାଫାଲ ଯୁଦ୍ଧ ବିମାନ ସାମିଲ ହେବାର ଯୋଜନା ରହିଛି…

୭୫ ଟଙ୍କା ମୂଲ୍ୟର କଏନ ଜାରି କଲେ ମୋଦି

ନୂଆଦିଲ୍ଲୀ,୧୬ ।୧୦: ଖାଦ୍ୟ ଓ କୃଷି ସଂଗଠନ(ଏଫ୍‌ଏକ୍ୟୁ)ର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କା ମୂଲ୍ୟର ଏକ ସ୍ମୃତି କଏନ ଜାରି କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଚଳିତ ବର୍ଷ ନୋବେଲ ଶାନ୍ତି…

ସବୁଠାରୁ ମହଙ୍ଗା ଶାଗ: ସୁନାଠାରୁ ବି ମୂଲ୍ୟ ଅଧିକ

ଅକ୍ଟୋବର ୧୬ ଅର୍ଥାତ୍‌ ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ। ଏହି ଦିନ ଭୋକରେ ପୀଡିତ ଲୋକଙ୍କ ପାଇଁ ସଚେତନତା କାର୍ଯ୍ୟ କରାଯାଇଥାଏ। ୧୯୪୫ ମସିହା ଆଜିର ଦିନରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ) ପ୍ରତିଷ୍ଠା ହୋଇଥିଲା।…

ଏହି ୪ ଟି ଜିନିଷରେ ସଙ୍କୋଚ ଛାଡିଦେଲେ ହେବେ ମାଲାମାଲ୍‌, ମିଳିବ ସଫଳତା, ଜାଣନ୍ତୁ କାହିଁକି କହିଲେ ଚାଣକ୍ୟ

ମଣିଷ ଜୀବନକୁ ସୁଗମ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଶହ ଶହ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ସେଥିରେ ସେ ଏପରି ୪ଟି ଜିନିଷ ବର୍ଣ୍ଣନା କରିଛନ୍ତି ଯେଉଁଥିରେ ଜଣେ ମଣିଷ ସଙ୍କୋଚ କରିବା ଉଚିତ୍‌ ନୁହେଁ। ସେ କହିଛନ୍ତି…

ରାସ୍ତା ପାଲଟିଛି ମରଣଯନ୍ତା

ବୁଗୁଡ଼ା,୧୬।୧୦: ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଷୋହଳ ମାଇଲି ଛକଠାରୁ ଗରେଇ ଝୁଳି ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। ଏହି ରାସ୍ତା ଉପରେ ଗୋଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri