Home Left

ବରଗଡ଼ରେ କରୋନା ନେଲା ଆଉ ୧ ଜୀବନ, ୭୩ ନୂଆ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୧୬।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାରେ ଜିଲାର ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ…

ମା’ ବିରଜାଙ୍କ ରଥଯାତ୍ରା: ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା

ଯାଜପୁର ଟାଉନ, ୧୬।୧୦ (ଡି.ଏନ୍‌.ଏ.): ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ଯାଜପୁର ଜିଲାପାଳଙ୍କ ନିଷ୍ପତ୍ତି ଆଧାରରେ ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ଓ ରଥଯାତ୍ରା ରଥଯାତ୍ରା ଅନୁଷ୍ଠିତ ହେବ। ରଥଟଣା ଓ ପୂଜା ସହ ଜଡିତ ସମସ୍ତ ସେବାୟତ ଓ କର୍ମଚାରୀଙ୍କ…

ଚିଲିକାରେ ବୁଡ଼ିଲା ଭସାପୋଲ: ଯାତ୍ରୀ ହନ୍ତସନ୍ତ

କୃଷ୍ଣପ୍ରସାଦ,(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦାଠାରୁ ସାତପଡ଼ା ଯାତାୟତ କରୁଥିବା ଦ୍ୱିତୀୟ ଭସାପୋଲ (ଭେସେଲ)ଟି ଜହ୍ନିକୁଦା କୂଳରେ ଶୁକ୍ରବାର ବୁଡି ଯାଇଛି। ସାତପଡା ଜହ୍ନିକୁଦା ଚିଲିକାରେ ଭସାପୋଲରେ ପ୍ରତିଦିନ ଶହଶହ ଲୋକ ଯାତ୍ରା କରିଥାନ୍ତି । କୃଷ୍ଣପ୍ରସାଦ ବାସୀଙ୍କ ସମେତ…

ମୁହଁ ଖୋଲିଲେ ମଲ୍ଲିକା: ହାତରୁ କାହିଁକି ଚାଲିଗଲା ୨୦-୩୦ ଫିଲ୍ମ କହିଲେ

ଅଭିନେତ୍ରୀ ମଳ୍ଲିକା ଶେରାଓ୍ବତ୍‌ ବୋଲ୍ଡ ଦୃଶ୍ୟ ପାଇଁ ବଲିଉଡ୍‌ରେ ବେସ୍‌ ପରିଚିତ। ଅନେକ ଫିଲ୍ମରେ କାମକରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି। ଏକଦା ତାଙ୍କ ହାତରେ ୨୦-୩୦ଟି ଫିଲ୍ମ ଥିଲା। ମାତ୍ର ଏଥିରୁ ସେ କୌଣସି…

ଥକି ପଡିଲେଣି ନୀତୀଶ: ତେଜସ୍ୱୀ ଯାଦବ

ପାଟନା,୧୬ ।୧୦: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଉ ଅଳ୍ପ ଦିନ ବାକି ରହିଛି । ଆଉ ଏହାରି ମଧ୍ୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଭୋଟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି…

ପିତା ହେବା ପୂର୍ବରୁ ଏହି ଖେଳାଳିଙ୍କଠାରୁ ଶିକ୍ଷା ନେବାକୁ ଚାହୁଁଛନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ବର୍ଷ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ଏହାପୂର୍ବରୁ ଖେଳ ଏବଂ ପିତା ହେବା ଦାୟିତ୍ୱକୁ ଭଲ ଭାବେ ପାଳନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଭାରତର ୬ ଥର ବିଶ୍ୱ ଚାମ୍ପିୟନ…

ସରପଞ୍ଚଙ୍କୁ ହାଣିଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୧୬ା୧୦(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦାଶବିଦ୍ୟାଧରପୁର ସରପଞ୍ଚ ହରିହର ନନ୍ଦଙ୍କୁ ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସରପଞ୍ଚଙ୍କ ଡାହାଣ ହାତ ଦୁଇଟି ଆଙ୍ଗୁଠି କଟିଯାଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗ୍ରାମର ଗୋଟିଏ…

ମାଟି ବେଉସାରେ ଜୀବନ

ଖଣ୍ଡପଡ଼ା,୧୬ା୧୦(ସ୍ବ.ପ୍ର.): କରୋନାଜନିତ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଗତ ୭ମାସ ହେଲା ଅଧିକାଂଶ ଲୋକ କାମଧନ୍ଦା ହରାଇଛନ୍ତି। ଏପରି ସମୟରେ ପେଟ ପୋଷିବା ପାଇଁ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଅଞ୍ଚଳର କେତେକ ମହିଳା ମାଟି ବ୍ୟବସାୟକୁ ଆଦରି ନେଇଛନ୍ତି। ଢଳେଇ ଆଲୁମିନିୟମ…

ମା’ବାପାଙ୍କୁ ଧମକ ଦେଇଥିଲେ କରୀନା: ଜାଣନ୍ତୁ କ’ଣ ପାଇଁ….

ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ କରୀନା କପୁର, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଯୋଡି। ଆଜି ଅର୍ଥାତ୍‌ ଅକ୍ଟୋବର ୧୬ ହେଉଛି ଏହି ଯୋଡିଙ୍କର ୮ତମ ବିବାହ ବାର୍ଷିକୀ। ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ କରୀନା, ସୈଫ୍‌ ପରସ୍ପରକୁ ଡେଟ୍‌…

ଦେଶରେ ଅଛନ୍ତି ମାତ୍ର ୨ ରାଜ୍ୟପାଳ: ସଞ୍ଜୟ

ମୁମ୍ବାଇ,୧୬ ।୧୦: ଶିବସେନା ଏମ୍‌ପି ସଞ୍ଜୟ ରାଉତ ପୁଣିଥରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି । ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ରାଜ୍ୟପାଳ ଭଗତ ସିଂ କୋଶୟାରି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଶିତଳ ଯୁଦ୍ଧ ଚାଲିଛି । ରାଜ୍ୟପାଳ…

ପାକିସ୍ତାନୀ ସେନା ଅଧିକାରୀଙ୍କ କବରକୁ ସାଇତି ରଖିଛି ଭାରତୀୟ ସେନା

ଶ୍ରୀନଗର,୧୬।୧୦:ଭାରତୀୟ ସେନା ପୁଣି ଏକ ମହାନତାର ପରିଚୟ ଦେଇଛି। ଜମ୍ମୁ-କଶ୍ମୀରର ନୌଗାମ ସେକ୍ଟରରେ ଥିବା ଜଣେ ପାକିସ୍ତାନ ଅଧିକାରୀଙ୍କ କବରର ମରାମତି କାର୍ଯ୍ୟ କରିଛି ଭାରତୀୟ ସେନା। ଶ୍ରୀନଗରେ ଥିବା ଚିନାର କ୍ରପ୍ସ ଉକ୍ତ କବର ଏବଂ ତାହା ନିକଟରେ ଥିବା…

ଫ୍ୟାଶନ ଡିଜାଇନ ଛାତ୍ର ପ୍ରସ୍ତୁତ କଲେ ଭିନ୍ନ ପିପିଇ କିଟ୍‌: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଗାନ୍ଧୀନଗର,୧୬ା୧୦: ନବରାତ୍ରି ଗର୍‌ବା ବା ଦାଣ୍ଡିଆ ବିନା ଯେପରି ଅଧୁରା ରହିଥାଏ। ବିଶେଷକରି ଗୁଜରାଟରେ ନବରାତ୍ରି ୯ ଦିନ ପର୍ଯ୍ୟନ୍ତ ଗର୍‌ବା ଉତ୍ସବ ପାଳନ କରାଯାଇଥାଏ। ଚଳିତବର୍ଷ ୧୭ ଅକ୍ଟୋବରରୁ ଏହା ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ ଯୋଗୁ ଗୁଜରାଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri