ଛାପା ଗଣମାଧ୍ୟମ ସବୁଠୁ ବିଶ୍ୱସନୀୟ
ନୂଆଦିଲ୍ଲୀ,୧୭ା୧୦: ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍ ନ୍ୟୁଜ୍ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ ଭାରତୀୟ ପ୍ରିଣ୍ଟ ମିଡିଆକୁ ସୂଚନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ବୋଲି ବିବେଚନା କରନ୍ତି। ସିଭୋଟର…
ଉତ୍ତର ଭାରତକୁ ନଡ଼ା ପୋଡ଼ି ବିପଦ
ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଦିଲ୍ଲୀ ତଥା ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) ପାଇଁ ନଡ଼ା ପୋଡ଼ିବା ବିପଦ ସାଜିଛି। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚାଷୀମାନେ ଫସଲ ଅମଳ କରିବା ପରେ ବିଲରେ ଥିବା ମୂଳିନଡ଼ାକୁ ଜାଳି ଦେଉଥିବାରୁ ତାହା ଉତ୍ତର ଭାରତରେ…
ଅନୁଗୋଳରେ ଗଡ଼ବଡ଼ କରୁଛି ଆର୍ଆର୍ଟି
ଅନୁଗୋଳ ଅଫିସ,୧୭।୧୦ ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ପାର୍ କଲାଣି। ବିଶେଷକରି ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ପରେ ଯୋଜନା କରାଯାଉଥିଲେ ମଧ୍ୟ ସ୍ଥିତି…
ସ୍କୁଲ୍ ଆଗରେ ଦୁଇ ବିଇଓ ହଟହଟା
ରେଢାଖୋଲ,୧୭।୧୦(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ଆଗରେ ଶୁକ୍ରବାର ରେଢାଖୋଲ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ଭଗବାନ ବାଙ୍କିରା ଓ ଜୁଜୁମୁରା ବ୍ଲକ ଶିକ୍ଷା ଅଧିକାରୀ ଜୟକୃଷ୍ଣ ପିଙ୍କ ହଟହଟା ହୋଇଛନ୍ତି। ଏହି ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ…
ଆଇପିଏଲ୍ କମେଣ୍ଟ୍ରି ପ୍ୟାନେଲ ଛାଡ଼ିଲେ ପିଟରସନ
ଦୁବାଇ, ୧୭ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) କମେଣ୍ଟ୍ରି ପ୍ୟାନେଲର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଇଂଲଣ୍ଡ ଅଧିନାୟକ ଶୁକ୍ରବାର ଘରବାହୁଡ଼ା କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି। କମେଣ୍ଟେଟର ହେବା ପୂର୍ବରୁ…
ଆଇ-ଲିଗ୍କୁ ଫେରିଲା ମହମ୍ମଡାନ ସ୍ପୋର୍ଟିଂ
କଲ୍ୟାଣୀ, ୧୭ା୧୦ (ପି.ଟି.)-ଏଠାରେ ଶୁକ୍ରବାର ଅନୁଷ୍ଠିତ କ୍ୱାଲିଫାୟର୍ସରେ ଭବାନୀପୁର ଏଫ୍ସିକୁ ୨-୦ ଗୋଲରେ ପରାସ୍ତ କରିବା ପରେ ମହମ୍ମଡାନ ସ୍ପୋର୍ଟିଂ ୭ ବର୍ଷ ପରେ ଆଇ-ଲିଗ୍କୁ ପ୍ରତ୍ୟାବର୍ତ୍ତନ କରିଛି। ଦଳ ପକ୍ଷରୁ ଭାନ୍ଲାଲ୍ବା ଚାଙ୍ଗ୍ଟେ (୨୮ତମ ମିନିଟ୍) ଓ ଗାନି ଅହମ୍ମଦ…
କାର୍ତ୍ତିକଙ୍କ ଇସ୍ତଫା: ନେତୃତ୍ୱ ନେଲେ ମୋର୍ଗାନ
ଆବୁଧାବି,୧୭।୧୦(ପି.ଟି.): ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନଙ୍କୁ ସେ ନେତୃତ୍ୱ ହସ୍ତାନ୍ତର କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ…
ଷଷ୍ଠ ବିଜୟ ସହ ମୁମ୍ବାଇ ପୁଣି ଶୀର୍ଷରେ
ଆବୁଧାବି, ୧୭।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ପୁଣି ଫେରିଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଦଳ କୋଲକାତା ନାଇଟ ରାଇଡର୍ସକୁ…
ଗୁଗୁଲ କହୁଛି ଏହି ଭାରତୀୟ କ୍ରିକେଟରଙ୍କ ସ୍ତ୍ରୀ ସାରା ତେନ୍ଦୁଲକର
କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ନେଇ ଗୁଗୁଲ ସର୍ଚ୍ଚରେ ଏମିତି କିଛି ତଥ୍ୟ ଆସୁଛି, ଯାହାକୁ ନେଇ ସବୁଆଡ଼େ ଚର୍ଚ୍ଚା। ଭାରତୀୟ କ୍ରିକେଟର ଶୁଭମନ ଗିଲ୍ଙ୍କ ସ୍ତ୍ରୀ କିଏ ବୋଲି ସର୍ଚ୍ଚ କଲେ ସାରା ତେନ୍ଦୁଲକରଙ୍କ ନାମ ଏବଂ…
ଭୁବନେଶ୍ୱରରେ ଚୋରା ବନ୍ଧୁକ ର଼୍ୟାକେଟ ଠାବ: ୨ ବେପାରୀ ଗିରଫ, ୮ ବନ୍ଧୁକ, ୧୨ ଗୁଳି ଜବତ
ଭୁବନେଶ୍ୱର,୧୬ା୧୦(ବ୍ୟୁରୋ) : କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଖୋର୍ଦ୍ଧା ଜିଲା ଚନ୍ଦକା ଅଞ୍ଚଳରେ ଚଢ଼ାଉ କରି ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ଏକ ବଡ଼ ର଼୍ୟାକେଟକୁ ଠାବ କରିଛି। ଗିରଫ ଦୁଇ ବେପାରୀ ହେଲେ ରାକେଶ ଚନ୍ଦ୍ର ଜେନା ଓ…
ଟୁଇଟର ୟୁଜର୍ସଙ୍କ ଟାର୍ଗେଟରେ ଅକ୍ଷୟ!
ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବେ ଟୁଇଟର ୟୁଜସଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । କାରଣ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ନେଇ ୟୁଜର୍ସ ରାଗି ଯାଇଛନ୍ତି । #ShameOnUAkshayKumar ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି । ଅସଲ…
ଅତୀତକୁ ମନେ ପକାଇଲେ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମୟ ଏବେ ଭଲ ଚାଲିନାହିଁ । କିଛିଦିନ ହେଲା ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିବା ଆଲିଆ ଖୁବ୍ ଚାପଗ୍ରସ୍ତ ରହୁଥିବା ଦେଖାଯାଇଥିଲା । ଏମିତିକି ଲକ୍ଡାଉନ ସମୟରେ ମଧ୍ୟ ତାଙ୍କ ସମୟ ଭଲରେ କଟି…
Archives


