ମୋଦି ଦେଇଥିବା ସମ୍ମାନ କେବେ ଭୁଲି ପାରିବି ନାହିଁ: ଚିରାଗ
ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶଂସା କରୁଥିବା ନଜିର ରହିଛି। ନିର୍ବାଚନ ପୂର୍ବରୁ ଚିରାଗଙ୍କ ଏହା ଏକ ଚାଲ୍ ବୋଲି ବିରୋଧୀ କହିଛନ୍ତି।…
ପାକିସ୍ତାନକୁ ପ୍ରଶଂସା କରି ଫସିଲେ ଶଶି ଥରୁର
ନୂଆଦିଲ୍ଲୀ,୧୮।୧୦: ପୁଣି ବିବାଦରେ କଂଗ୍ରେସ ନେତା ଶଶି ଥରୁର। ପାକିସ୍ତାନର ଲାହୋର ଲିଟରେଚର୍ ଫେଷ୍ଟିଭାଲରେ ଯୋଗ ଦେଇ ଭାରତ ସରକାରଙ୍କୁ ନିନ୍ଦା କରି ସେ ଫସିଯାଇଛନ୍ତି। ନିକଟରେ ଲାହୋରରେ ଅନୁଷ୍ଠିତ ଲିଟରଚେର ଫେଷ୍ଟିଭାଲକୁ ସମ୍ବୋଧନ କରିବାକୁ ଯାଇ ଥରୁର ଭାରତ ସରକାରଙ୍କ…
ପ୍ରେମ ବିବାହ କରିବାରୁ ଯୁବକଙ୍କୁ ମିଳିଲା ଏହି ଦଣ୍ଡ
ନୂଆଦିଲ୍ଲୀ, ୧୮।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରେମ ବିବାହ କରିବା ଜଣେ ଯୁବଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯୁବକଙ୍କୁ ଅତି ନିର୍ମମ ଭାବେ ମାଡ଼ ହେବା ଫଳରେ ତାଙ୍କ କାନର ପର୍ଦ୍ଦା ଫାଟିଯିବା ସହିତ ସେ ଗୁରୁତର ହୋଇଯାଇଛନ୍ତି। ଯୁବକଙ୍କ…
ଏହି ଦିନ ବିବାହ କରିବେ ନେହା କକ୍କର!
ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡିଛି। ଦୁହିଁଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାର୍ଡରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ନେହା ଏବଂ ରୋହନପ୍ରୀତ ଅକ୍ଟୋବର…
ମ୍ୟାଚ୍ ସମୟରେ ସିଗାରେଟ୍ ଟାଣିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି
ଦୁବାଇ, ୧୮।୧୦: ଚଳିତ ଆଇପିଏଲ୍ର ଶନିବାର ଖେଳାଯାଇଥିବା ୩୩ତମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ୭ ଉଇକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଙ୍ଗାଲୋର ଦଳର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ…
୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ
ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା ପାଇଁ ୧୦ ହଜାର ଟଙ୍କା ସର୍ତ୍ତ ଲଗାଇଥିଲେ। କାଦୁଅ ଗଦା ଏତେ ଉଚ୍ଚ ଥିଲା…
ସୁନିଲ ନାରିନ୍ଙ୍କୁ ଗ୍ରୀନ୍ ସିଗ୍ନାଲ
ଦୁବାଇ, ୧୮।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳକୁ ଆଶ୍ୱସ୍ତିକର ଖବର ମିଳିଛି। କୋଲକାତାର ଷ୍ଟାର୍ ସ୍ପିନର ସୁନୀଲ ନାରିନଙ୍କ ସନ୍ଦିଗ୍ଧ ବୋଲିଂ ଆକ୍ସନଙ୍କୁ ଆଇପିଏଲ୍ ପକ୍ଷରୁ କ୍ଲିନ୍ ଚିଟ୍ ମିଳିଛି। ୧୦ ଅକ୍ଟୋବରରେ କିଙ୍ଗ୍ସ ଇଲେଭେନ…
ଭାଜପା ପ୍ରାର୍ଥୀଙ୍କୁ ଆଇଟମ୍ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଭୋପାଳ,୧୮।୧୦: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଉପନିର୍ବାଚନରେ ଲଢୁଥିବା ଭାରତୀୟ ଜନତା ପାର୍ଟିର ମହିଳା ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କ ସମ୍ପର୍କରେ କଂଗ୍ରେସ ନେତା…
ଚା’ ଦୋକାନରେ କପ୍ ଧୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା
ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ମନରେ ପ୍ରଥମ ଚିନ୍ତାଧାରା ଆସେ ଯେ ଅଭିନୟ ବ୍ୟତୀତ ସ୍ମାର୍ଟ ଏବଂ ରୂପରେ ସୁନ୍ଦର ହେବା ନିହାତି ଆବଶ୍ୟକ। କିନ୍ତୁ ପ୍ରସିଦ୍ଧ ଅଭିନେତା ଓମ ପୁରୀ ଏହାର ବିପରୀତ ଥିଲେ। ସେ ସ୍ମାର୍ଟ ନ…
ଶାହରୁଖ ଖାନଙ୍କ ଦଳରେ ସ୍ଥାନ ପାଇଲେ ଏହି ନ୍ୟୁଜିଲାଣ୍ଡ ଖେଳାଳି
ଦୁବାଇ, ୧୮।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ସ୍ଥାନ ପାଇଥିବା ଆମେରିକୀୟ ଖେଳାଳି ଅଲି ଖାନ୍ କୌଣସି ମ୍ୟାଚ୍ ଖେଳିବା ପୂର୍ବରୁ ଆଘାତପ୍ରାପ୍ତ ହୋଇ ବାଦ୍ ପଡ଼ିଥିଲେ। ଫଳରେ ବଲିଉଡ୍ ସୁପର୍ଷ୍ଟାର୍ ଶାହରୁଖ ଖାନ୍ଙ୍କ ମାଲିକାନାରେ…
ଅନ୍ତଃବସ୍ତ୍ରରେ କରୋନା ପାଣ୍ଠି ଟଙ୍କା ଲୁଚାଇଥିଲେ ଏମ୍ପି
ମସ୍କୋ,୧୮।୧୦:ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ଭାଇରସ ମହାମାରୀ ସହ ସଂଘର୍ଷ କରୁଥିବାବେଳେ ରୁଷରେ କରୋନା ପାଣ୍ଠି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର ଅନୁସନ୍ଧାନ ବେଳେ ବ୍ରାଜିଲ ଦୁର୍ନୀତି ନିବାରଣ ୟୁନିଟ ଜଣେ ଏମ୍ପିଙ୍କୁ ଗିରଫ କରିଛି। ଅନୁସନ୍ଧାନକାରୀ…
ହାଇଦ୍ରାବାଦ୍ ସାମ୍ନାରେ ୧୬୪ ରନ ଟାର୍ଗେଟ୍ ରଖିଲା କୋଲକାତା
ଆବୁଧାବି, ୧୮।୧୦: ଆଇପିଏଲ୍ ଚଳିତ ସିଜନର ରବିବାର ଖେଳାଯାଇଥିବା ୩୫ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ମୁକାବିଲା ସନ୍ରାଇଜର୍ସ ହାଇଦ୍ରାବାଦ ସହ ହୋଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ ଉଇକେଟ୍ ହରାଇ ୧୬୩…
Archives


