ଅନୁଷ୍କାଙ୍କ ଡେଲିଭରୀ ଡେଟ୍ ଜଣାଇଲେ ବିରାଟ!
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ ଶେୟାର ମଧ୍ୟ କରୁଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ…
ହାଓଡା ବ୍ରିଜ୍
ଅନେକ ଭାଷାଭାଷୀର ଚଳଚ୍ଚିତ୍ରରେ ଆପଣମାନେ ହାଓଡ଼ା ବ୍ରିଜ୍ର ଚିତ୍ର ଦେଖିଥିବେ ନିଶ୍ଚିତ। କଲିକତା ସହରରେ ରହିଥିବା ଏହି ବ୍ରିଜ୍ର ଆଶ୍ଚର୍ଯ୍ୟଜନକ ନିର୍ମାଣ ଶୈଳୀ କେବଳ ଆମ ଦେଶ ନୁହେଁ ବିଦେଶୀ ପର୍ଯ୍ୟଟକଙ୍କୁ ବି ଆକର୍ଷିତ କରିଥାଏ। ଆସନ୍ତୁ ଜାଣିବା ଏହା ସମ୍ପର୍କରେ…
ଇଲେକ୍ଟ୍ରୋନିକ୍ ସାମଗ୍ରୀ କିଣୁଥିଲେ
ବର୍ତ୍ତମାନ ବିଭିନ୍ନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଆମ ସମସ୍ତଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଲଟିଗଲାଣି। ଏସବୁ ବିନା କୌଣସି କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ମନେହେଉଛି। ତେଣୁ ଏସବୁ ବହୁମାତ୍ରାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ସାମଗ୍ରୀ କିଣିବା…
ରହିବନି ଭୟ
ଅନେକ ଯୁବତୀଯୁବକ ଅଛନ୍ତି ଯେଉଁମାନଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ କିମ୍ବା ଜନସମାଗମରେ କିଛି କହିବାକୁ ଭୟ ଲାଗିଥାଏ, ଯାହାକୁ ମେଡିକାଲ ସାଇନ୍ସରେ ଗ୍ଲୋସୋଫୋବିଆ ବୋଲି କୁହାଯାଇଥାଏ। ଅନେକ ଯୁବତୀଯୁବକ ଏହି ଫୋବିଆ ଯୋଗୁ ଗୀତ, ଅଭିନୟ, ବକ୍ତବ୍ୟ ଆଦିରେ ଦକ୍ଷତା ଥିଲେ ସୁଦ୍ଧା…
ପ୍ରବଳ ବର୍ଷିବ: ୧୬ ଜିଲାକୁ ୟେଲୋ ୱାର୍ନିଂ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ୧୬ଟି ଜିଲାରେ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେରଖି ଯାଜପୁର, କେନ୍ଦ୍ରାପଡ଼ା ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ମୟୂରଭଞ୍ଜ, ଙ୍କୋନାଳ, ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ମାଲକାନଗିରି,…
ମ୍ୟାଚ୍ ହାରିବା ପରେ ଏମିତି କରି ସମସ୍ତଙ୍କ ହୃଦୟ ଜିତିଲେ ଜାଡେଜା
ଶାରଜା,୧୮।୧୯: ଆଇପିଏଲ ୨୦୨୦ର ଏକ ମ୍ୟାଚ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓପନର୍ ଶିଖର ଧାଓ୍ବନଙ୍କ ଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଏହି ମ୍ୟାଚ୍ରେ…
ଏହି ଖେଳାଳି ପ୍ରସ୍ତୁତ କରିପାରିବେ କରୋନା ଟିକା, କାହିଁକି ଏମିତି କହିଲେ ସେହ୍ବାଗ
ଆଇପିଏଲ୍ ୨୦୨୦ରେ ରାଜସ୍ଥାନ ରୟାଲ୍ସର ରାହୁଲ ଟଓ୍ବୋଟିଆ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡଂରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମଧ୍ୟ ସେ ଜଲଓ୍ବା ଦେଖାଇଛନ୍ତି। ତାଙ୍କ ପ୍ରଦର୍ଶନ ଦେଖି ପୂର୍ବତନ ଭାରତୀୟ ବିସ୍ଫୋରକ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କରୋନା
ଭବାନୀପାଟଣା,୧୮।୧୦(ଡି.ଏନ୍.ଏ.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ପଜିଟିଭ୍ ଚିହ୍ନଟ ହେବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ସେ ସୁସ୍ଥ ଓ ଫିଟ୍…
ଏଫ୍ଆଇଆରର ଜବାବ ଦେଲେ କଙ୍ଗନା!
ମୁମ୍ବାଇ: ବଲିଉଡ୍ର ଚର୍ଚ୍ଚିତ ନାୟିକା କଙ୍ଗନାଙ୍କ ସମୟ ଏବେ ଭଲ ଚାଲିନାହିଁ । ଶନିବାରଠାରୁ ନବରାତ୍ରୀ ଆରମ୍ଭ ହୋଇଥିଲା ବେଳେ କଙ୍ଗନାଙ୍କ ଆଇନ ଯୁଦ୍ଧ ବି ତାଙ୍କ ପଛରେ ପଡିଯାଇଛି । ବାନ୍ଦ୍ରା କୋର୍ଟ କାଷ୍ଟିଙ୍ଗ ଡାଇରେକ୍ଟର ସାହିଲ ଅଶରଫ ସୟଦଙ୍କ…
ରିଲିଜ ହେଲା ଲକ୍ଷ୍ମୀ ବମର ‘ବୁର୍ଜ ଖଲିଫା’ ଗୀତ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଓ କିୟାରା ଆଡଭାନିଙ୍କ ଅଭିନୀତ ‘ଲକ୍ଷ୍ମୀ ବମ’ ଫିଲ୍ମର ଯେଉଁ ଗୀତକୁ ଦର୍ଶକେ ଆଗ୍ରହର ସହ ଅପେକ୍ଷା କରିଥିଲେ ଶେଷରେ ତାହା ରିଲିଜ ହୋଇଛି । ‘ବୁର୍ଜ ଖଲଫା’ ଗୀତ ରିଲିଜ୍ ହେବାର…
ଅନ୍ୟକୁ କୁହନ୍ତୁ ନାହିଁ ଏହି ୪ ଟି କଥା: ଜାଣନ୍ତୁ କେଉଁ ସମ୍ପର୍କରେ କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଜୀବନର ଅନେକ ଦିଗ ଉପରେ ବର୍ଣ୍ଣନା କରିଛନ୍ତି। ତାଙ୍କ ନୀତି ଗ୍ରହଣ କରି ଜଣେ ଖୁସିରେ ଜୀବନଯାପନ କରିପାରିବ। ଏଥି ସହିତ ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ, କିଛି କଥା…
ଆକାଶରେ ଏହି ଭୟଙ୍କର ଦୃଶ୍ୟ ଦେଖି ଡରି ଯାଇଥିଲେ ଗ୍ରାମବାସୀ, ପରେ ଜଣାପଡ଼ିଲା ପ୍ରକୃତ କାରଣ
ଲକ୍ଷ୍ନୌ,୧୮ା୧୦: ଉତ୍ତରପ୍ରଦେଶର ଏକ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା। ଗ୍ରାମବାସୀ ଲୁହା ଆକୃତିର କିଛି ଜିନିଷ ଆକାଶରେ ଉଡୁଥିବାର ଦେଖି ଭୟଭୀତ ହୋଇପଡ଼ିଥିଲେ। ସେମାନେ ଭାବିଥିଲେ ଯେ, ଗାଁକୁ ଏଲିଅନ ଆସିଛି। ଖବର ଅନୁଯାୟୀ, ଶନିବାର ସକାଳେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡା…
Archives


