ରୁଷିଆ‌କୁ ଘାରିଛି ଜୈବିକ ଅସ୍ତ୍ର ନିଶା: ପୁରାତନ ଜୀବାଶ୍ମରୁ ସଂଗ୍ରହ କରୁଛି ଭୂତାଣୁ

ମସ୍କୋ,୧୭।୨: ପୃଥିବୀରେ କରୋନା ମହାମାରୀ ଆତଙ୍କ ଥମିନି। ଏପରିସ୍ଥଳେ ରୁଷିଆର ଗବେଷକ ପୁରାତନ ଭୂତାଣୁ ବିଷୟରେ ଗବେଷଣା ଆରମ୍ଭ କରିଛନ୍ତି। ସେମାନେ ୫୦ ବର୍ଷ ପୁରାତନ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବାଶ୍ମରୁ ଭୂତାଣୁ ବାହାର କରୁଛନ୍ତି। ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଗବେଷକ ସାଇବେରିଆରେ ବରଫରେ ପୋତି ହୋଇରହିଥିବା ହାତୀ, ଗଣ୍ଡା ଆଦିଙ୍କ ଜୀବାଶ୍ମ ସହିତ ପ୍ରାଗ୍‌ ଐତିହାସିକ ଯୁଗର ଘୋଡ଼ା, କୁକୁର, ଠେକୁଆ ଏବଂ ମୂଷା ଆଦିଙ୍କ ଜୀବାଶ୍ମ ସଂଗ୍ରହ ଜାରି ରହିଛି। ସଂଗ୍ରହ ହେଉଥିବା ଭୂତାଣୁ ଦ୍ୱାରା କରୋନା ଭଳି ମହାମାରୀ ଆଗାମୀ ଦିନରେ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନ ବିସ୍ଫୋରଣ: ୩ ଆହତ

କାବୁଲ,୮।୧୨: ଆଫନିସ୍ତାନର ଉତ୍ତରରେ ଥିବା କୁଣ୍ଡୁଜ ଅଞ୍ଚଳରେ ରବିବାର ରାସ୍ତା କଡରେ ଲଗାଯାଇଥିବା ଏକ ବୋମା ବିସ୍ଫୋରଣରେ ଅତି କମ୍‌ରେ ୩ ଜଣ ଆହତ ହୋଇଥିବା...

ଆତଙ୍କ ଖେଳାଉଛି ବାଇଡେନଙ୍କ କୁକୁର

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ପାଳିବାରେ ଭାରି ସଉକ। କିନ୍ତୁ ବାଇଡେନଙ୍କ ଏହି ସଉକ ଲୋକଙ୍କୁ କ୍ଷତି ପହଞ୍ଚାଉଛି। ଜୋ ବାଇଡେନଙ୍କ କୁକୁର...

ଆମେରିକାରେ ଆରମ୍ଭ ହେଲା ବାଇଡେନ ଯୁଗ

ଓ୍ବାଶିଂଟନ,୨୦।୧: ଆମେରିକା ୪୬ତମ ରାଷ୍ଟ୍ରପତି ଭାବେ ବୁଧବାର ଓ୍ବାଶିଂଟନ ଡିସି କ୍ୟାପିଟୋଲଠାରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ। ତାଙ୍କ ଡେପୁଟି କମଳା ହାରିସ ଉପରାଷ୍ଟ୍ରପତି...

ଚାଇନାକୁ ବିଭାଜନ ଉଦ୍ୟମ କଲେ ଦଳି ଦିଆଯିବ

କାଠମାଣ୍ଡୁ,୧୪ା୧୦(ପି.ଟି.): କୌଣସି ଶକ୍ତି ଚାଇନାକୁ ବିଭାଜନ ଉଦ୍ୟମ କଲେ ତାକୁ ଦଳି ଦିଆଯିବ ବୋଲି ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ରବିବାର ଚେତାବନୀ ଦେଇଛନ୍ତି। ଭାରତ ଗସ୍ତ...

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନୂଆ ଗର୍ଲଫ୍ରେଣ୍ଡ୍‌, ଜାଣନ୍ତୁ କିଏ

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ଅନେକ ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କ ରହିଛି। ଏବେ ଦାଉଦଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ମହଭୀଶ ହାୟାତ୍‌ଙ୍କ ସହ ଯୋଡା...

ଚନ୍ଦ୍ରପୃଷ୍ଠରେ ୩ ଖଣ୍ଡ ହୋଇ ପଡ଼ିଛି ବିକ୍ରମ ଲ୍ୟାଣ୍ଡର: ନାସା

ଓ୍ବାଶିଂଟନ,୩।୧୨: ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ୩ ଖଣ୍ଡ ହୋଇ ପଡ଼ି ରହିଥିବା ଆମେରିକା ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏନେଇ...

୧୭ ବର୍ଷ ଧରି ଚାଲିଥିବା ଯୁଦ୍ଧ ହେବ ଶେଷ: ଆମେରିକା-ତାଲିବାନ୍‌ ମଧ୍ୟରେ ୭ମ ପର୍ଯ୍ୟାୟ ଶାନ୍ତି ଆଲୋଚନା

ଦୋହା,୩୦।୬: ଆଫଗାନୀସ୍ତାନରେ ୧୭ ବର୍ଷ ଧରି ଜାରି ରହିଥିବା ଗୃହଯୁଦ୍ଧ ଶେଷ ହେବାର ସମ୍ଭାବନା ଦେଖାଦେଇଛି। ଏନେଇ ଆମେରିକା ଏବଂ ତାଲିବାନ୍‌ର ପ୍ରତିନିଧିସ୍ତରୀୟ ୭ମ ପର୍ଯ୍ୟାୟ...

ଶିକାର ହେଲେ ବିରଳ ଧଳା ଜିରାଫ

ନାଇରୋବି,୧୧।୩: ସାଧାରଣ ଜିରାଫଙ୍କଠାରୁ ଅଲଗା ଥିବା ଧଳା ଜିରାଫ ଓ ତା’ର ଛୁଆ ପ୍ରଥମ କରି ୨୦୧୭ ମସିହାରେ ଦେଖାଯାଇଥିଲେ। କେନିଆ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦେଖାଯାଇଥିବା...

Advertisement


Archives

Model This Week