Posted inଫୁରସତ

ମୋତେ ବନ୍ଧୁକ ଦରକାର

ସୋସିଆଲ ମିଡିଆରେ ଜଣେ କୁନି ଶିଶୁର ଭିଡିଓ ତୀବ୍ର ବେଗରେ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ହସିହସି ଗଡ଼ିଯିବେ। ସେନାବାହିନୀ ଜଣେ ଯବାନ ରାସ୍ତା ପାର୍ଶ୍ୱରେ ଠିଆ ହୋଇଛନ୍ତି। ତାଙ୍କ ଅଣ୍ଟାରେ ଏକ ବନ୍ଧୁକ ଥିବା ଦେଖିବାକୁ ମିଳିଛି। ଏହା ଦେଖି ଶିଶୁଟି ତାଙ୍କ ନିକଟକୁ ଜୋର୍‌ରେ ଦୌଡ଼ିଯାଉଛି। ପାଖରେ ପହଞ୍ଚି ଯବାନଙ୍କଠାରୁ ବନ୍ଧୁକ ଆଣିବା ପାଇଁ ଜିଦ୍‌ କରୁଛି।

ଏହି ଭିଡିଓଟିକୁ ଟୁଇଟର ଏବଂ ଫେସବୁକ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ମୋତେ ବନ୍ଧୁକ ଦରକାର। ଯବାନ କୁନି ଶିଶୁଟିକୁ କହୁଛନ୍ତି ଚାଲ ମୁଁ ତୁମକୁ ଆଉ ଗୋଟିଏ ଦେବି। ସେତେବେଳେ ଶିଶୁଟି କାନ୍ଦି କାନ୍ଦି କହୁଛି ନା ମୋତେ ଏଇଟା ହିଁ ଦରକାର। ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ହସି ହସି ଗଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ ପାଇଁ ଲୋକେ ରାସ୍ତାରେ ଆଣ୍ଟେନା ଧରି ବୁଲୁଛନ୍ତି

ଯୋଜନାରୁ ଦୁର୍ନୀତି ଦୂର କରିବା ପାଇଁ ଏବେ ରାଶନ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି। ଏହା ସ୍ବାଗତଯୋଗ୍ୟ । କିନ୍ତୁ ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳର ନିଲମା ପଞ୍ଚାୟତ...

ବିଶ୍ୱର ସବୁଠାରୁ ଭୟଙ୍କର ଲ୍ୟାବ

କରୋନା ବା କୋଭିଡ-୧୯ ଭାଇରସକୁ ନେଇ ଚାଇନର ଏକ ଲ୍ୟାବ କନ୍ସିରେସି ଥିଓରିକୁ ନେଇ ଚର୍ଚ୍ଚାରେ ରହିଛି । ଉହାନ ସ୍ଥିତ ଏହି ଲ୍ୟାବକୁ ନେଇ...

ବନ୍ୟପ୍ରାଣୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ବନ୍ୟ ଜୀବଜନ୍ତୁ ତଥା ବୃକ୍ଷଲତା ପରିବେଶ ସନ୍ତୁଳନ ରକ୍ଷାକରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ବନ୍ୟଜୀବଙ୍କୁ ମଣିଷ ଅନବରତ ଧ୍ୱଂସ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ହେଉଛି।...

୮୬ ବର୍ଷୀୟ ବୃଦ୍ଧ ଦେଖାଇଲେ କମାଲ, ଯବାନ ବି ପଡ଼ିଯିବେ ପଛରେ

ଆମେରିକାର ନ୍ୟୁଜର୍ସିରେ ରହୁଥିବା ଜଣେ ୮୬ ବର୍ଷୀୟ ବୃଦ୍ଧ ଏମିତି କିଛି କରି ଦେଖାଇଛନ୍ତି ଯାହା ଯବାନ ମଧ୍ୟ କରିପାରିବେ ନାହିଁ। ଟୋନି ଡାଣ୍ଡେଓ ନାମକ...

ପାଣି ଛୁଇଁଦେଲେ ପଥର

ଡୋଡୋମା: ପୃଥିବୀର ଆଶ୍ଚର୍ଯ୍ୟଜନକ ହ୍ରଦ ସୂଚୀରେ ସର୍ବାଗ୍ରେ ରହିଛି ତାଞ୍ଜାନିଆର ‘ନାଟ୍ରୋନ୍‌’। ଏହି ଜଳାଶୟର ପାଣିକୁ ଛୁଇଁଲେ ପଥର ହୋଇଯିବ ବୋଲି ବିଶ୍ୱାସ ରହିଛି। ପାରିପାର୍ଶ୍ୱିକ...

ପ୍ରେମ ପାଇଁ ରକ୍ତପାନ

ଜର୍ମାନୀର ୩୨ ବର୍ଷୀୟ ଅଲବର୍ଟୋ, ଗର୍ଲଫ୍ରେଣ୍ଡ ଇଲାରିଆଙ୍କୁ ଫେସ୍‌ବୁକ୍‌ରୁ ସେବେ ଜାଣିବାକୁ ପାଇଥିଲେ ଯେବେ ସେ ତାଙ୍କ ସର୍କସ ପାଇଁ ଜଣେ ସହଯୋଗୀ ଆବଶ୍ୟକ ବୋଲି...

୪୨ ବର୍ଷ ଧରି ପରିବାରରେ କେହି ବି ଗ୍ରହଣ କରି ନାହାଁନ୍ତି ଯୌତୁକ

ଇନ୍ଦୋର,୨୪।୨: ବିବାହରେ କନ୍ୟା ଘର ପକ୍ଷରୁ ବରଙ୍କୁ ଉପହାର ସୂରୂପ ଯୌତୁକ ଦିଆଯାଇଥାଏ। ତେବେ ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଏକ ପରିବାର ଦୀର୍ଘ ୪୨...

ଚିକିତ୍ସା ସମୟରେ ଦୁଇ ରୋଗୀଙ୍କ ମଧ୍ୟରେ ହେଲା ପ୍ରେମ; ଆଉ ତା’ପରେ…

ଚଣ୍ଡିଗଡ,୮।୮:କୁହାଯାଏ ପ୍ରେମ ଏମିତି ଶବ୍ଦ, ତାହା କେତେବେଳେ କାହାକୁ ହୋଇଯାଏ ତାହା ଜଣାପଡେ ନାହିଁ। ହିମାଚଳ ପ୍ରଦେଶରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ହିମାଚଳର...

Advertisement


Archives

Model This Week