Posted inଫୁରସତ

ଶହଶହ ବିଷଧର ସାପଙ୍କ ସହ ବ୍ୟକ୍ତି, ଦେଖନ୍ତୁ ଏହି ଭୟଙ୍କର ଭିଡିଓ

କେତେକ ଲୋକ ସାପ ଦେଖି ଡରିଯାଇ ଚିତ୍କାର କରୁଥିବା ବେଳେ ଆଉ କିଛିଲୋକ ସାହସର ସହ ଏମାନଙ୍କୁ ଧରିଥାନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଅନେକ ସାପ ସହିତ ଖେଳୁଛନ୍ତି। ଭିଡିଓରେ ଦେଖାଯାଇଥିବା ସମସ୍ତ ସାପ ବିଷାକ୍ତ ପ୍ରଜାତିର।

ଜଣେ ବ୍ୟକ୍ତି ଗୋଟିଏ କୋଠରୀରେ ଶହଶହ ସାପ ପଡ଼ିଛନ୍ତି। ଏହି ସମସ୍ତ ସାପ ଅତ୍ୟନ୍ତ ବିପଜ୍ଜନକ। ଏହା କାମୁଡ଼ିବା ପରେ ମଣିଷ ବଞ୍ଚିବ ଆଶା କରାଯାଇ ନ ପାରେ। ଆକ୍ୱାଲେଡି ନାମକ ଏକ ଟୁଇଟର ଆକାଉଣ୍ଟରେ ଏହି ଭିଡିଓ ଶେୟାର କରାଯାଇଛି।
ଏହି ଭିଡିଓ ଦେଖିବା ପରେ ଲାଗୁଛି ଯେ, ଏହି ବ୍ୟକ୍ତି ଅନେକ ବିଷଧର ସାପ ମଧ୍ୟରେ ଫସି ରହିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବ୍ୟକ୍ତି ସାପମାନଙ୍କ ମଧ୍ୟରେ ନିର୍ଭୟରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ...

ଶ୍ରଦ୍ଧାଞ୍ଜଳି ଓ ସଂକଳ୍ପର ଦିନଟିଏ

ପ୍ରତିବର୍ଷ ୩୦ ଜାନୁୟାରୀରେ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ଜାତିର ପିତା ତଥା ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ଶହୀଦ ଦିବସ ଭାବେ...

କାଗଜ ଦବାଇଲେ ଚାର୍ଜ ହେବ ମୋବାଇଲ

ଆମେରିକୀୟ ବୈଜ୍ଞାନିକମାନେ ଏପରି ଏକ ଉପକରଣ ତିଆରି କରିଛନ୍ତି ଯାହା ସମ୍ପୂର୍ଣ୍ଣ ରୂପେ କାଗଜରେ ତିଆରି ହୋଇଛି। ଏହାକୁ ଦବାଇବା ଦ୍ୱାରା ବିଦ୍ୟୁତ ବାହାରୁଛି। ବୈଜ୍ଞାନିକମାନେ...

ପ୍ରତି ୨୭୦ ଲକ୍ଷ ବର୍ଷରେ ମହାବିନାଶ

ନ୍ୟୁୟର୍କ: ମରଣଶୀଳ ପୃଥିବୀର କଠୋର ବାସ୍ତବତା ହେଉଛି ମୃତ୍ୟୁ। ଏହି ନିୟମରେ ବନ୍ଧା ସମଗ୍ର ଜୀବଜଗତ। ହେଲେ ଏପରି ବି ସମୟ ଆସେ, ଯେତେବେଳେ ପୃଥିବୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଦୂର ହେବ ଖାଦ୍ୟ ସମସ୍ୟା

ଅଧିକାଂଶ ଲୋକଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବା ପସନ୍ଦ ଆସିଥାଏ। ଏହି ଯାତ୍ରା ଟ୍ରେନ୍‌ ଯୋଗେ କରିବାକୁ ବି ବହୁ ଲୋକ ପସନ୍ଦ କରିଥାନ୍ତି। ତେବେ...

ବିନା ସୁରକ୍ଷାରେ ଧରନ୍ତି ମହୁମାଛି

ମହୁମାଛି ଯାହାକୁ କାମୁଡିଛି ସେ ଜାଣିଛି ତା’ର ଯନ୍ତ୍ରଣା କିଭଳି। ସେଥିପାଇଁ ତ ମହୁଫେଣା ଭାଙ୍ଗିବାବେଳେ ଲୋକେ ସ୍ବତନ୍ତ୍ର ସୁଟ୍‌ ପିନ୍ଧିବା ସହ ହାତରେ ଗ୍ଲୋଭ୍‌ସ...

ପ୍ରଥମ ରୋବୋ ପୋଲ୍‌ ଡ୍ୟାନ୍ସର

ପ୍ୟାରିସ: ରୋବୋ ପଢାଉଛି। ରୋବୋ ରିଶେପ୍‌ସନିଷ୍ଟ ଭାବେ କାମ କରୁଛି , ମହାକାଶକୁ ବି ଏଇ ନିକଟରେ ଯାଇଛି। ଏବେ ନୂଆ କରି ଫ୍ରାନ୍ସର ଷ୍ଟ୍ରିପ୍‌...

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର...

Advertisement


Archives

Model This Week