ପୁଣି ଜେଫ୍‌ ବେଜୋସ ହେଲେ ବିଶ୍ୱର ୧ ନମ୍ବର ଧନୀ

ଓ୍ବାଶିଂଟନ,୧୭।୨: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲା ସିଇଓ ଏଲୋନ ମସ୍କଙ୍କୁ ପଛରେ ପକାଇ ବେଜୋସ ଏହି ପଦବୀ ହାସଲ କରିଛନ୍ତି। ଟେସଲା ଇନ୍ସର ଶେୟାରଗୁଡିକ ମଙ୍ଗଳବାର କମିଯାଇଥିବାରୁ ମସ୍କ ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ରିପୋର୍ଟ ଅନୁଯାୟୀ, ଜେଫ ବେଜୋସଙ୍କ ମୋଟ ସମ୍ପତ୍ତି ହେଉଛି ୧୯୧ ମିଲିୟନ ଡଲାର ଅର୍ଥାତ୍‌ ପ୍ରାୟ ୧୪.୧୦ ଲକ୍ଷ କୋଟି। ବେଜୋସ ଗତ ତିନି ବର୍ଷରୁ ଅଧିକ ସମୟ ଧରି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ଜାନୁୟାରୀ ୨୦୨୧ରେ, ମସ୍କ ତାଙ୍କୁ ପଛରେ ପକାଇ ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ବେଜୋସଙ୍କ ସମ୍ପତ୍ତି ମସ୍କ ଠାରୁ ୯୫.୫ କୋଟି ଡଲାରରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ଧର୍ମଘଟ: ରାଜ୍ୟରେ ୧୦୦ କୋଟିର କାରବାର କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଶ୍ରମିକ ଧର୍ମଘଟ ପ୍ରଭାବ ଯୋଗୁ ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅନ୍ୟ ସବୁ ସ୍ଥାନରେ ଆଂଶିକ ବନ୍ଦ ରହିଥିବା...

ଋଣଜାଲରେ ବିକାଶଶୀଳ ରାଷ୍ଟ୍ର

ନୂଆଦିଲ୍ଲୀ/ବେଜିଂ,୨୩ା୭: ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଦେଉଥିବା ଋଣର ଅଧା ହେଉଛି ହିଡେନ କେଡିଟ୍ସ (ଲୁକ୍କାୟିତ କରଜ)। ହାଭାର୍ଡ ୟୁନିଭର୍ସିଟିର ଜଣାଶୁଣା ଋଣ ବିଶେଷଜ୍ଞ କାର୍ମେନ ରିନ୍‌ହାର୍ଟ...

ଗ୍ବାଦରରେ ନୌସେନା ଘାଟି ଗଢ଼ୁଛି ଚାଇନା

ଗ୍ବାଦର,୪ା୬: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ବାଦର ବନ୍ଦରରେ ଚାଇନା ଗୋପନରେ ଏକ ହାଇ ସିକ୍ୟୁରିଟି କମ୍ପାଉଣ୍ଡ ନିର୍ମାଣ କରୁଛି। ଏହାକୁ ଚାଇନା ନୌସେନା ଘାଟି ଭାବେ...

କରୋନା ଭାଇରସ ସଂକ୍ରମଣ ପରେ ପ୍ରଥମଥର ଉହାନ ଗଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୦।୩: ଚାଇନା ହୁବଇ ଅଞ୍ଚରେ ଥିବା ଉହାନ ସହର କରୋନା ଭାଇରସ ଯୋଗୁ ଅଧିକ ପ୍ରଭାବିତ ହୋଇଥିଲା। କରୋନା ଭାଇରସ ସଂକ୍ରମଣରେ ଉହାନରେ ସର୍ବାଧିକ ବ୍ୟକ୍ତିଙ୍କ...

ଭାରତ ସହ ଏକାଠି କାମ କରିବ ଆମେରିକା

ଓ୍ବାଶିଂଟନ,୩୦ା୫(ପି.ଟି.): ଭାରତ ଆମେରିକାର ବଡ ସହଯୋଗୀ ଓ ଭାଗୀଦାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଅନେକ ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନ ନୂଆଦିଲ୍ଲୀ ସହ ଘନିଷ୍ଠ...

ଗତ ମାସରେ ଟ୍ୟୁନିସିଆରୁ ଆସିଥିଲେ ଆତଙ୍କବାଦୀ

ପ୍ୟାରିସ୍‌,୩୧ା୧୦(ଆଇଏଏନ୍‌ଏସ୍‌): ଫ୍ରାନ୍ସର ନିସ୍‌ସ୍ଥିତ ନୋର୍ଟେ ଡେମ୍‌ ଚର୍ଚ୍ଚରେ ଛୁରାମାଡ଼ କରି ୩ ଜଣଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଜଣେ ଟ୍ୟୁନିସିଆ ନାଗରିକ। ୨୧ ବର୍ଷୀୟ ଇବ୍ରାହିମ୍‌...

୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାର୍ଲେଜି

ନୂଆଦିଲ୍ଲୀ,୧୦।୬: ପ୍ରମୁଖ ବିସ୍କୁଟ କମ୍ପାନୀ ପାର୍ଲେଜି ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଗତ ବର୍ଷ କମ୍ପାନୀ ଚାପରେ ରହିଥିବା କହିଥିଲା। ଫଳରେ...

ଦୋହଲିଯିବ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ

ମୁମ୍ବାଇ, ୧୫। ୪ : କରୋନା ଭାଇରସ ପ୍ରଭାବକୁ କମାଇବା ଲାଗି ସରକାର ଗତ ୨୧ ଦିନ ଧରି ସାରା ଦେଶକୁ ଲକ୍‌ଡାଉନ କରି ରଖିଥିଲେ।...

Advertisement


Archives

Model This Week

Why Dharitri