କୋରାପୁଟରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୬୮୭୧କୁ ବୃଦ୍ଧି
କୋରାପୁଟ,୧୮।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ରବିବାର ଆଉ ୪୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭୧କୁ ବୃଦ୍ଧି ପାଇଛି। ଚିହ୍ନଟ ୪୧ ଜଣଙ୍କ ମଧ୍ୟରେ ପୁରୁଷ ୨୭ ଓ ମହିଳା ୧୪…
NEET ଟପ୍ପର ସୋଏବ୍ଙ୍କ ସହ ଫୋନ୍ରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନ୍ଇଇଟି(NEET) ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ ରବିବାର କଥା ହୋଇଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସୋଏବଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ…
ଫ୍ରୋଜନ ଫୁଡ ପ୍ୟାକେଟ ଉପରେ ଜୀବନ୍ତ କରୋନା ଭାଇରସ: ଚିନ୍ତାରେ ବିଶେଷଜ୍ଞ
ବେଜିଂ,୧୮ ।୧୦: ପୁଣିଥରେ ଚାଇନାର ଚିନ୍ତା ବଢାଇଛି କରୋନା ଭାଇରସ । ଚାଇନାର ସ୍ୱାସ୍ଥ୍ୟ ପ୍ରାଧିକରଣ କ୍ୱିଙ୍ଗଦାଓ ବନ୍ଦର ସହରରେ ଆୟୋଜିତ ସମୁଦ୍ର ମାଛର ଫ୍ରୋଜନ ଫୁଡ ପ୍ୟାକେଟର ବାହାର ଭାଗରେ ଜୀବିତ କରୋନା ଭାଇରସ ଥିବା ସ୍ପଷ୍ଟ କରିଛି ।…
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା: ୧୯ରେ ପ୍ରଥମ ମେରିଟ ଲିଷ୍ଟ
କୋରାପୁଟ,୧୮।୧୦(ସ୍ବ.ପ୍ର.): ଓଡ଼ଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ୟୁଜି ଓ ପିଜି ନାମ ଲେଖା ପାଇଁ ପୁର୍ବରୁ ପ୍ରବେଶିକା ପରୀକ୍ଷା ହୋଇଥିଲା। ତେବେ ଆସନ୍ତା ୧୯ ତାରିଖରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନାମ…
ଦେଶରେ ରୂପ ବଦଳାଇ ନାହିଁ କରୋନା ଭାଇରସ ତେଣୁ ସତର୍କତା ଜରୁରୀ: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୮ ।୧୦: ଦେଶରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନ କହିଛନ୍ତି ଏବେବି ଦେଶରେ କରୋନା ତା’ର ରୂପ ବଦଳାଇ ନାହିଁ । ତେଣୁ ଆମକୁ ସତର୍କ ରହିବାକୁ ପଡିବ…
‘ବଧାଇ ହୋ’ ପରେ ଆସୁଛି ‘ବଧାଇ ଦୋ’, ପ୍ରଥମଥର ନଜର ଆସିବେ ଏହି ଯୋଡ଼ି
ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍କାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ସିକ୍ବେଲ ‘ବଧାଇ ଦୋ’ ଆସନ୍ତା ଜାନୁୟାରୀରେ ଶୁଟିଂ ହେବ। ‘ବଧାଇ ହୋ’ର ସଫଳତାକୁ ଦେଖି ଏହାର ସିକ୍ବେଲ ପ୍ରସ୍ତୁତ କରାଯାଇଛି। ‘ବଧାଇ ହୋ’ର ଦୁଇବର୍ଷ ପରେ ନିର୍ମାତା ଏହାର…
ସ୍କୁଲ ପିଲାଙ୍କ ଉପରେ ଆତଙ୍କବାଦୀଙ୍କ ନଜର: ଡିଜିପି
ଶ୍ରୀନଗର, ୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସ୍କୁଲ ପିଲାଙ୍କ ଉପରେ ନଜର ରଖୁଥିବା ଡିଜିପି ଦିଲବାଗ୍ ସିଂ ସୂଚନା ଦେଇଛନ୍ତି। ସ୍କୁଲ ପିଲାଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ୍ କରାଇବା ଲାଗି ସେମାନେ ଉଦ୍ୟମ କରୁଛନ୍ତି। ଶୋପିଆନ୍ ଏବଂ ପୁଳଓ୍ବାମାରେ ଥିବା ମଦ୍ରାସାଗୁଡ଼ିକରେ ଏଭଳି…
ବିହାର, ମଧ୍ୟପ୍ରଦେଶ ଭୋଟର ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ବିଡେନଙ୍କ ଟିପ୍ପଣିକୁ ମନେ ରଖନ୍ତୁ: ଚିଦାମ୍ବରମ
ନୂଆଦିଲ୍ଲୀ,୧୮ ।୧୦: କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ବିହାର, ମଧ୍ୟପ୍ରଦେଶ ଓ ଦେଶର ଅନ୍ୟ ରାଜ୍ୟର ଜନତାଙ୍କୁ ଅପିଲ କରି କହିଛନ୍ତି, ଭୋଟ ଦେବା ସମୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନଙ୍କ ‘ବିଭାଜନ ବଦଳରେ…
ନୂତନବର୍ଷ ଆରମ୍ଭରେ ଉପଲବ୍ଧ ହେବ କରୋନା ଟିକା: ୧୦ ବର୍ଷ ପର୍ଯ୍ୟନ୍ତ ରହିବ ଏହାର ପ୍ରଭାବ
ନୂଆଦିଲ୍ଲୀ,୧୮ା୧୦: କରୋନା ଭୂତାଣୁରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହା ପାଇଁ ପ୍ରସ୍ତୁତ ଟିକା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ବୋଲି ଆଇସିଏମ୍ଆରର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି। ଏହି ପରିବର୍ତ୍ତନକୁ ସେ ‘ଡ୍ରଫ୍ଟସ’ (ସାମାନ୍ୟ ପରିବର୍ତ୍ତନ) ବୋଲି କହିଛନ୍ତି।…
ସେଲ୍ଫି ଏବେ ନୁହେଁ ଅନେକ ଆଗରୁ
ଆଜିର ସମୟରେ ସେଲଫି ଶବ୍ଦଟି କାହା ପାଇଁ ଅଜଣା କି ଅଶୁଣା ନୁହେଁ। ବିଶେଷକରି ଯୁବପିଢ଼ିଙ୍କ ପାଇଁ ଏହା ଏକ ଅତି ପରିଚିତ ଶବ୍ଦ। କେହିକେହି ତ ଆଜିର ସମୟକୁ ସେଲ୍ଫିର ଯୁଗ ବୋଲି ବି କହିଥାନ୍ତି। ଟେକ୍ନୋଲୋଜିର ବିକାଶ ସହିତ…
ଘରକୁ ସଜାନ୍ତୁ ଏମିତି
ସୁଖଶାନ୍ତିରେ ରହିବା ପାଇଁ ଖାଲିଘରଟିଏ କରିଦେଲେ ହେବ ନାହିଁ। ଘରର ରଙ୍ଗ ଆସବାବପତ୍ର ଓ କେଉଁଠି କେଉଁ ଜାଗାରେ ରଖିବେ ସେସବୁ ମଧ୍ୟ ଜରୁରୀ। ଯାହା ଘରକୁ ଆକର୍ଷଣୀୟ କରିବା ସହିତ ମନକୁ ବି ଶାନ୍ତି ଦେଇଥାଏ… ଓ ଧଳାର କମ୍ବିନେସନ୍…
ଦୀର୍ଘ ୮ ମାସ ପରେ ବାଂଲାଦେଶରୁ ଭାରତକୁ ମିଳିବ ବିମାନ ସେବା
ଢାକା,୧୮ ।୧୦: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିଲେ ବି ଏବେ ସାରା ବିଶ୍ୱରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି । ଭାରତରେ ଟ୍ରେନ୍ ସେବା ଧିରେ ଧିରେ ସ୍ୱାଭାବିକ ହେଉଥିବା ବେଳେ ବିମାନ ସେବାକୁ ବି ସ୍ୱାଭାବିକ କରିବାକୁ…
Archives


