ବିବାହ ସମୟରେ କନ୍ୟାଦାନ ପାଇଁ ମନା କରିଥିଲେ ଦିୟା, ନିଜେ କଲେ ଖୁଲାସା

ମୁମ୍ବାଇ : ଫେବୃୟାରୀ ୧୫ରେ ଅଭିନେତ୍ରୀ ଦିୟା ମିର୍ଜା ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସକାଳେ ଦିୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ବିବାହ ସମୟର କିଛି କଥା ଖୋଲାଖୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ବିବାହରେ କନ୍ୟାଦାନ ଉତ୍ସବ ହୋଇ ନ ଥିଲା କି ବିଦାୟ ହୋଇ ନ ଥିଲା। ସେ ନିଜେ ଏହି ନିଷ୍ପତ୍ତି ନେଇଥିଲେ ବୋଲି ପ୍ରଶଂସକମାନଙ୍କୁ କହିଛନ୍ତି।

ସେ କ୍ୟାପଶନ ଲେଖିଛନ୍ତି, ପରିବର୍ତ୍ତନର ସମୟ ଆସିଛି। ତାଙ୍କର ବୈଦିକ ବିବାହ ସମାରୋହ ଜଣେ ମହିଳା ପୂଜକଙ୍କ ଦ୍ୱାରା କରାଯାଇଛି। ଖାଲି ଏଥିକି ନୁହେଁ, ସେ କହିଛନ୍ତି ମହିଳାମାନେ ନିଜେ ନିଜର ନିୟମ ଗଢ଼ିବା ଦରକାର। ସମୟ ଥିଲା, ଏବେ ପରିବର୍ତ୍ତନର ସମୟ ଆସିଛି। ନାରୀ ହେଉଛନ୍ତି ଶକ୍ତି, ସାହସ ଏବଂ ବିଶ୍ୱାସର ପ୍ରତୀକ।

କନ୍ୟାଦାନକୁ ନେଇ ଦିୟା କହିଛନ୍ତି, ପିତାଙ୍କ ଦ୍ୱାରା ଗୋଟିଏ ଝିଅକୁ ସ୍ବାମୀ ସହ ପଠାଯାଇଥାଏ। ଯାହା ଦୂରେଇ ଦେବାର ଏକ ପରମ୍ପରା। ସେହିପରି ବିଦାୟ ସମୟ ମଧ୍ୟ କଷ୍ଟଦାୟକ। ବାପଘରୁ ଝିଅଟିକୁ ସବୁଦିନ ବିଦାୟ ନେବାକୁ ପଡ଼େ। ଯାହା ଆହୁରି କଷ୍ଟଦାୟକ। ତେଣୁ ସେ ଏହି ଦୁଇଟି ଉତ୍ସବ ପାଇଁ ନିଜେ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନର ନୂଆ ମାଲିକାଣୀ ଆନେ

ବ୍ୟାଙ୍କକ୍‌: ଥାଇଲାଣ୍ଡର ଟ୍ରାନ୍ସଜେଣ୍ଡର ମହିଳା ବ୍ୟବସାୟୀ ଆନେ ଜାକାପୋଙ୍ଗ ଜାକ୍ରାଜୁଟାଟିପ୍‌ ୨୦ ନିୟୁତ ଡଲାର ମୂଲ୍ୟରେ ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନ୍‌ କିଣି ଇତିହାସ ସୃଷ୍ଟି କରିଛନ୍ତି।...

ଏହି ହିରୋଇନ୍‌ଙ୍କ ସହ ଖେଳିଲେ ଭାଙ୍ଗିଯିବ ପରିବାର, ଯନ୍ତ୍ରଣା ବାଣ୍ଟିଲେ ଅଭିନେତ୍ରୀ

ପିଲାମାନଙ୍କର ଲାଳନପାଳନ ପାଇଁ ଉଭୟ ମାତାପିତାଙ୍କ ଆବଶ୍ୟକ, ମାତ୍ର ଅନେକ ପିଲା ଏହି ସୁଖରୁ ବଞ୍ଚିତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ରେଣୁକା...

ବାପି ଦାଙ୍କୁ ଶେଷ ସମ୍ମାନ ଜଣାଇଲେ ସେଲିବ୍ରିଟି…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ...

ବନ୍ଧୁକ ଆଣ, ମୋ ପୂରା ପରିବାରକୁ ଗୁଳି ମାରିଦିଅ: କାହିଁକି ଏମିତି କହିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଫସିଯାଇଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ହିଁ ତାଙ୍କ ପୁଅକୁ ହତ୍ୟା କରିଥିବା...

ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ରାଜନେତା

ରାଜ୍ୟସଭା ସଦସ୍ୟ ଅମର ସିଂଙ୍କ ୬୪ ବର୍ଷ ବୟସରେ ଗତ ଶନିବାର ନିଧନ ଘଟିଛି। ବଲିଉଡ୍‌ କାଳାକାରଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ ଥିଲା।...

ଅଭିନେତ୍ରୀଙ୍କ ପିଲାଦିନର ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଲିଆ ଅଧିକାଂଶ ସମୟ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ...

ଭଉଣୀଙ୍କ ହାତ ଛାଡିଲେ ସୋନୁ!

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ମଙ୍ଗଳବାର ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।...

ଭାଇରାଲ ହେଲା ଅଜୟଙ୍କ ନୂଆ ଫିଲ୍ମର ଫାଷ୍ଟ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ମୋଷ୍ଟ ଆୱେଟେଡ ମୁଭି ଭୋଲାର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ନୂଆ ବର୍ଷରେ ଏହି ଫାଷ୍ଟ...

Advertisement
Archives

Model This Week