ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇ ଧରାପଡ଼ିଲେ ସାଧୁ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ,୨୧।୨: କନ୍ଧମାଳ ଜିଲା ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରିଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ସାଧୁଙ୍କୁ ପୋଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ସାଧୁ ଜଣକ ହେଲେ ମହାଦେବ ମହାରାଜ। ପୋଲିସ ତାଙ୍କୁ ରାୟଗଡ଼ା ଚାଟିକଣାରୁ ଧରିବାରେ ସଫଳ ହୋଇଛି। ପୂର୍ବରୁ ସ୍ବାମୀଙ୍କ ସହ ଅଭିଯୁକ୍ତ ମହାଦେବଙ୍କ ମତାନ୍ତର ଥିବା କନ୍ଧମାଳ ଏସ୍‌ପି ସୂଚନା ଦେଇଛନ୍ତି। ଏପରି କି ମହାଦେବ ଚକାପାଦ, ଜଲେଶପଟ୍ଟା ଆଶ୍ରମରେ କାମ କରିଥିବା ସେ କହିଛନ୍ତି। ସୂଚନା ଯୋଗ୍ୟ, କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦଙ୍କ ମୋବାଇଲ ନମ୍ବରକୁ କେହି ଜଣେ ଫୋନ କରି ହୀନ୍ଦିରେ ହତ୍ୟା ଧମକ ଦେଇଥିଲେ। ଏନେଇ ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି ତଦନ୍ତ ଆରମ୍ଭ କରିଥିଲା। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ରାୟଗଡ଼ା ଚାଟିକଟାରେ ଚଢାଉ କରି ଅଭିଯୁକ୍ତ ମହାଦେବଙ୍କୁ ଧରିବାରେ ସଫଳ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ରାଶନକାର୍ଡ ଦାବି: ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହୋ-ହାଲ୍ଲା

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ଦୀର୍ଘ ମାସର ନୀରବତା ପରେ ପୁଣି ରାଶନ କାର୍ଡ ତାତି ଦେଖିବାକୁ ମିଳିଛି l ଗଞ୍ଜାମ ଜିଲା ଦାମୋଦରପୁର ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା...

କଟକରୁ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୯-କଟକ ସହରରୁ ଆଜି ଆଉ ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌...

ଯନ୍ତ୍ରୀରେ ମାଓବାଦୀ-ପୋଲିସ ଗୁଳିବିନିମୟ ଘଟଣା: ଜଣେ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୭।୧୧।(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ତୋଟାଗୁଡା ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ହାଡକୋର...

୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ

ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍‌ କଟକଣା ମଧ୍ୟରେ ଏହି ପୂଜା...

ଭିଜିଲାନ୍ସ ଜାଲରେ ଏନ୍‌ଏଚ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୂଆପଡା ଅଫିସ,୯ା୧୦: ନୂଆପଡ଼ା ଜିଲା ଗୋହିରାପଦର ଗ୍ରାମ ନିକଟରେ ଏକ ପେଟ୍ରୋଲ ପମ୍ପ ସ୍ଥାପନ ସକାଶେ ଏନଓସି (ନୋ ଅବଜେକ୍ସନ ସାର୍ଟିଫିକେଟ) ପ୍ରଦାନ ପାଇଁ ୨୦...

ନବୀନଙ୍କ ପଞ୍ଚମ ପାଳିକୁ ପୂରିଲା ବର୍ଷେ: ଆଗକୁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ୨୦୧୯ ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପଞ୍ଚମଥର ରାଜ୍ୟ ଶାସନର ଡୋରି ଧରିଥିଲେ । ଶୁକ୍ରବାର ବିଜେଡି ସରକାରର...

୧୦ ମାସରେ ୪୦ ହତ୍ୟା

ଭୁବନେଶ୍ୱର,(ବ୍ୟୁରୋ)/: କଟକ ଅଫିସ,୨୬ା୧୧ଚୋରି, ଡକାୟତି, ରାହାଜାନି ଓ ହତ୍ୟା ତଥା ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବ୍ୟବସ୍ଥା ରହିଛି। ଏନେଇ କମିଶନରେଟ ପୋଲିସ...

ଆଜି ସିଆଇଏସ୍‌ସିଇ ଫଳ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ) ଦଶମ ଓ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌(ଆଇଏସ୍‌ସି) ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ଏ...

Advertisement
Archives

Model This Week