ମାର୍ଚ୍ଚ ୧ରୁ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୪।୨: କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହି ଟିକା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ବୁଧବାର ସୂଚନା ଦେଇଛନ୍ତି।

ଏହା ପୂର୍ବରୁ କରୋନା ଯୋଦ୍ଧାମାନଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିଲା। ବର୍ତ୍ତମାନ କୋନ୍ଦ୍ର ସରକାର ଏହି କ୍ଷେତ୍ରରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ବୋଲି ସବୁଜ ସଙ୍କେତ ଦେଇଛନ୍ତି। ଭାରତରେ କରୋନା ଟିକାକରଣ କାର୍ଯ୍ୟ ବିଶ୍ୱର ଦ୍ରୁତ ଗତିରେ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି। ଯାହା ଆପ୍‌ରେ ରେକର୍ଡ ରହିଛି। ଦେଶ ବର୍ତ୍ତମାନ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଏଣ୍ଟ୍ରି କରିବାକୁ ଉଦ୍ୟମ ଚଳାଇଛି ଟେସଲା, ଖୁବ୍‌ଶୀଘ୍ର ପୀୟୁଷ ଗୋୟଲଙ୍କ ସହ ମ୍ୟାନେଜ୍‌ମେଣ୍ଟ କରିବ ଆଲୋଚନା

ନୂଆଦିଲ୍ଲୀ,୨୫।୭: ଏଲନ ମସ୍କଙ୍କ ଇଲେକ୍ଟ୍ରିିକ କମ୍ପାନୀ ଟେସଲା ଦୀର୍ଘ ଦିନ ଧରି ଭାରତରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି। ତେବେ କେନ୍ଦ୍ର ସରକାରଙ୍କ କଠୋର...

ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉପଲବ୍ଧ ରହିଛି:ପାଶ୍ୱାନ

ନୂଆଦିଲ୍ଲୀ,୧୩।୪: ସାଧାରଣ ବଣ୍ଟନ ବ୍ୟବସ୍ଥା ଦ୍ୱାରା ସରକାର ୮୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରଦାନ କରୁଥିବା ଖାଦ୍ୟଶସ୍ୟର ଅଭାବ ଏବେ ନାହିଁ। ପିଡିଏସ୍‌ରେ ପ୍ରଦାନ କରାଯାଉଥିବା...

ଘରେ ରହି ଖୁସି ମନାଉଛନ୍ତି ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବୁଧବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ନିଜର ୨ମାସର ଝିଅ...

ଭାରତ ନିର୍ମିତ ଆଉ ଏକ କଫ ସିରପକୁ ଅସୁରକ୍ଷିତ ବୋଲି କହିଲା ଡବ୍ଲୁଏଚଓ

ଜେନେଭା/ନୂଆଦିଲ୍ଲୀ,୨୬।୪: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ମଙ୍ଗଳବାର କହିଛି ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ ଆଉ ଏକ କଫ ସିରପ ମାର୍ଶଲ ଦ୍ୱିପ ଓ ମାଇକ୍ରୋନେସିଆରେ ଦୂଷିତ...

ଆତଙ୍କବାଦୀଙ୍କ ଉପରେ ଚାଲିବ ଯୋଗୀଙ୍କ ଆଇନ, ଉତ୍ତରପ୍ରଦେଶ ଜେଲ୍‌ରେ ୨୬ ଆତଙ୍କବାଦୀ…

ଲକ୍ଷ୍ନୌ,୨୩।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣାର ବୃଦ୍ଧିକୁ ରୋକିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଜମ୍ମୁ-କଶ୍ମୀରର ଜେଲରେ ବନ୍ଦୀ ଥିବା ‘ଏ’ ଏବଂ ‘ବି’...

‘ଚନ୍ଦ୍ରଯାନ-୨’ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ହାଇଦ୍ରାବାଦ୍‌, ୧୨।୬: ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ। ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ...

ହାତରୁ ଗଲା ମୁଖ୍ୟମନ୍ତ୍ରୀ ପଦ, ଏବେ ଘର ଛାଡିଲେ ଦେବେନ୍ଦ୍ର-ଅମୃତା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନସିପି ମିଳିତ ଭାବେ ସରକାର ଗଢିଛନ୍ତି। ଉଦ୍ଧବ ଠାକ୍‌ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର...

ବାପାଙ୍କୁ ମୁଖାଗ୍ନି ଦେଲାବେଳେ ଚେତା ବୁଡ଼ିଗଲେ ଚିରାଗ ପାଶ୍ୱାନ

ପାଟନା, ୧୦।୧୦: ଦିଗଂବତ କେନ୍ଦ୍ରମନ୍ତ୍ରୀ ତଥା ବିହାରର ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ର ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶନିବାର...

Advertisement
Archives

Model This Week