Posted inଫୁରସତ

ସ୍ତ୍ରୀ ଝଗଡ଼ା କରିବାରୁ ସ୍ବାମୀ କଲେ ଏମିତି

ପ୍ରତିଷ୍ଠିତ ବ୍ୟବସାୟୀ ହର୍ଷ ଗୋୟନିକା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିବେ ଜଣେ ବ୍ୟକ୍ତି ଅଜବ ଉପାୟରେ ନିଜର କାନ ବନ୍ଦ କରୁଛନ୍ତି। ଭିଡିଓ ଦେଖିଲେ ମନକୁ ପ୍ରଶ୍ନ ଆସିବ ଏମିତି କାହିଁକି ସେ କାନ ବନ୍ଦ କରୁଛନ୍ତି। ଭିଡିଓରେ ହର୍ଷ ମଧ୍ୟ କ୍ୟାପଶନ ଲେଖିଛନ୍ତି। ସେ ଲେଖିଛନ୍ତି, ‘ଦୁନିଆର ସବୁଠୁ ଭାଗ୍ୟବାନ ବ୍ୟକ୍ତି’। ଯେତେବେଳେ ଏହି ବ୍ୟକ୍ତିଙ୍କ ସହ ତାଙ୍କ ସ୍ତ୍ରୀ ଝଗଡ଼ା କରନ୍ତି ସେ କାନକୁ ଏହିପରି ଢଙ୍ଗରେ ବନ୍ଦ କରି ଦିଅନ୍ତି। ଆପଣମାନେ ମଧ୍ୟ ଯଦି ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ। ଶାନ୍ତି ମିଳିବ। ହର୍ଷଙ୍କ ଏହି ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ଏହି ଫଟୋ ଦେଖି ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ସହ ହୋଟେଲରେ ରହିବାକୁ ଯାଇଥିଲେ ମହିଳା, ହଠାତ୍‌ ଆସିଲେ ସ୍ବାମୀ: ଆଉ ତା’ପରେ

ଅମୃତସର,୬।୪: ପଞ୍ଜାବର ଅମୃତସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହୋଟେଲରେ ଜଣେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି।...

ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା

ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ...

ଅଜା ଆଈ ହେଲେ ବରକନିଆ, ନାତି ନାତୁଣୀ ସାଜିଲେ ବରଯାତ୍ରୀ

ଉତ୍ତରପ୍ରଦେଶ ଆମେଠିର ଏକ ବିବାହ ନିକଟରେ ବେଶ୍‌ ଚର୍ଚ୍ଚାରେ ଥିଲା। ଏଠାରେ ଏକ ଦମ୍ପତି ୨୮ ବର୍ଷ ପର୍ଯ୍ୟନ୍ତ ବିନା ବିବାହରେ ଏକାଠି ରହିବା ପରେ...

ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାର ଫଳ

ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳୁଥିବା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାର ଭିଜୁଆଲ ଆର୍ଟସର ପ୍ରଫେସର ଓ୍ବାନ କେନ୍‌ ଏମିତି ଏକ...

ପିଅ ରମ୍‌, ଖାଅ ଅଧାସିଝା ଅଣ୍ଡା, ହେବ ନାହିଁ କରୋନା: କଂଗ୍ରେସ କାଉନସିଲର ବତାଇଲେ ଏହି ଫର୍ମୁଲା

ମାଙ୍ଗାଲୋର ,୧୭।୭-ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକେ ବି...

ବିବାହକୁ ନିମନ୍ତ୍ରଣ କରି ସାଙ୍ଗରେ ଚେୟାର, ସାଣ୍ଡଓ୍ବିଚ୍‌ ଆଣିବାକୁ କହିଲେ ଦମ୍ପତି

ସୋସିଆଲ ମିଡିଆରେ ଏକ ବିବାହ ନିମନ୍ତ୍ରଣ ପତ୍ର ଭାଇରାଲ ହେବାରେ ଲାଗିଛି। ଅତିଥିମାନେ ବିବାହରେ ଯୋଗଦେବେ କି ନାହିଁ ସେନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଜଣାଇବା...

ଅକ୍ଷତ

ପୂଜା ପାର୍ବଣ ସମୟରେ ଯାହା ସବୁଠୁ ଆବଶ୍ୟକ ତାହା ହେଉଛି ତିଳତଣ୍ଡୁଳ। ତିଳ ତଣ୍ଡୁଳ ବିନା ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜା ଆରାଧନାର କୌଣସି ମାନେ ରହେନାହିଁ।...

କୁକୁରକୁ ପାନେ ଦେଲା ମାଙ୍କଡ଼, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କୁକୁର ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ। ସେହିପରି ମାଙ୍କଡ଼ର ଚାଲାକ ବୁଦ୍ଧି ଏବଂ ଚାଲିଚଳନରୁ ଏହା ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଏ। କୁକୁର ମଣିଷର...

Advertisement
Archives

Model This Week