ଦାମୀ ଡ୍ରେସ ପିନ୍ଧି ଚର୍ଚ୍ଚାରେ ଜାହ୍ନବୀ

ମୁମ୍ବାଇ: ‘ଧଡକ’ ଫିଲ୍ମରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ଲକ୍ଷେ ଦିଲ୍ କି ଧଡକନ ପାଲଟି ଯାଇଛନ୍ତି । ବଲିଉଡ୍ ନାୟିକା ଶ୍ରୀଦେବୀଙ୍କ ଏହି ଲଳନା ଏବେ ଦର୍ଶକଙ୍କର ପସନ୍ଦର ନାୟିକା ପାଲଟି ଯାଇଛନ୍ତି । ଶେଷଥର ପାଇଁ ନେଟ୍‌ଫ୍ଲିକ୍ସରେ ‘ଗୁଞ୍ଜନ ସାକ୍ସେନା-ଦ କାରଗିଲ ଗର୍ଲ’ ମୁଭିରେ ନଜର ଆସିଥିଲେ ଜାହ୍ନବୀ । ଏଥିରେ ତାଙ୍କ ଦମଦାର ଆକ୍ଟିଂ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏବେ ସେ ତାଙ୍କ ଅପକମିଂ ଫିଲ୍ମ ‘ରୁହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କ କୋ-ଷ୍ଟାର ରାଜକୁମାର ରାଓଙ୍କ ସହ ‘ରୁହି’ର ପ୍ରମୋଶନ କରୁଥିବା ବେଳେ ସ୍ପଟ ହୋଇଥିଲେ । ଏହି ସମୟରେ ସେ ଯେଉଁ ଡ୍ରେସ୍ ପିନ୍ଧିଥିଲେ ଏବେ ତାକୁ ନେଇ ଚର୍ଚ୍ଚା ଯୋର ଧରିଛି । ସେ ଷ୍ଟ୍ରାପଲେସ୍ ସିଲ୍କ ନିୟୋନ ଡ୍ରେସ୍ ପିନ୍ଧିଥିବା ବେଳେ ଏହାର ଦାମ କୁଆଡେ ୩,୮୦୦ ଡଲାର ବା ୨.୨୪ ଲକ୍ଷ ବୋଲି କୁହାଯାଉଛି । ତେବେ ସେ ଯଦି ଡେଟିଂରେ ଯିବାକୁ ଚାହୁଁଥିବେ ଏହି ଡ୍ରେସ୍ ତାଙ୍କ ପାଇଁ ପରଫେକ୍ଟ ବୋଲି ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ...

କିଛି ଭୁଲ ହୋଇଯିବା ଭୟରେ ଏହି ଅଭିନେତାଙ୍କ ସହ ହୋଟେଲରେ ରହିବାକୁ ଡରିଥିଲେ ଅରୁଣା

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ତାଙ୍କ ସହ...

୩୬ ହଜାର ଫୁଟ ଉପରେ ଫିଲ୍ମର ଘୋଷଣା କଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ଅନୁପମ ଖେର ତାଙ୍କର ୫୧୯ ତମ ଫିଲ୍ମ କରିବାକୁ ଯାଉଛନ୍ତି । ଏହାର ଘୋଷଣା ସେ ୩୬ ହଜାର ଫୁଟ...

‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଆସିପାରନ୍ତି ଅଜୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌କୁ ନେଇ ବେଶ୍‌ କିଛିଦିନ ହେବ ଫରହା ଖାଁ ଓ ରୋହିତ ସେଟ୍ଟୀ ମୁଖ୍ୟ ଅଭିନେତାଙ୍କୁ ଖୋଜି...

ସେହି ଚାରି ବର୍ଷ…

ଥରେ ମନେପକାନ୍ତୁ ନା ସୁପରଡୁପର ହିଟ୍‌ ଫିଲ୍ମ ‘ବାହୁବଲୀ’କୁ। ଏହି ଫିଲ୍ମଟି ପ୍ରଭାସଙ୍କୁ କେତେ ମାଇଲେଜ ଦେଇଥିଲା ତାହା କହିବା ବାହୁଲ୍ୟ। ହେଲେ ଫିଲ୍ମ ଶୁଟିଂ...

ଯେତେବେଳେ କାଟ୍ରିନାଙ୍କୁ କରୀନା କହିଥିଲେ ଭାଉଜ, ଏମିତି ଥିଲା ରଣବୀରଙ୍କ ଚେହେରା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନାଙ୍କ ନାମ ଭିକି କୌଶଲଙ୍କ ସହ ଦୀର୍ଘ ସମୟ ଧରି...

‘୮୩’ ଫ୍ଲପ ହେବା ପରେ ବି ରଣବୀରଙ୍କ ହାତରେ ୫ ବାୟୋପିକ ଅଫର୍‌

ମୁମ୍ବାଇ: ବଲିଉଡ୍ ନାୟକ ରଣବୀର ସିଂ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘୮୩’ ୨୪ ଡିସେମ୍ବରରେ ରିଲିଜ୍ ହୋଇଛି । ଯାହା...

ଓଟିଟି ଡେବ୍ୟୁ ପାଇଁ ପ୍ରସ୍ତୁତ କରିନା, ଶେୟାର କଲେ ବିହାଇଣ୍ଡ ଦ ସିନ୍ସ ଫଟୋ

ମୁମ୍ବାଇ: ବଲିଉଡ ନାୟିକା କରିନା କପୁର ଖାଁ କିଛିଦିନ ହେବ ତାଙ୍କ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ ସେ ତାଙ୍‌କ...

Advertisement
Archives

Model This Week