Home Left

ଅକ୍ଷୟ କୁମାରଙ୍କୁ ଏମିତି ଉପହାର ଦେଲେ କପିଲ ଶର୍ମା, ଦର୍ଶକ ହେଲେ ଆଶ୍ଚର୍ଯ୍ୟ

ବଲିଉଡର ଖିଲାଡି ଅକ୍ଷୟ କୁମାର ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବମ୍‌’ର ପ୍ରମୋସନରେ ଏବେ ବ୍ୟସ୍ତ ଅଛନ୍ତି। ଚଳିତ ସପ୍ତାହରେ ଅକ୍ଷୟ ଟିଭି ଶୋ’ ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବେ। ଅକ୍ଷୟ କୁମାରଙ୍କ ସହ କିଆରା ଆଡଭାନୀ ଏବଂ…

ପ୍ରଦୂଷଣ ଯୋଗୁ ବଢିଛି ୧୫ ପ୍ରତିଶତ କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ,୨୮ ।୧୦: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହାରି ଭିତରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି ଏହି କରୋନା ମହାମାରୀ ଯୋଗୁ । ଏବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରଦୂଷଣ ଯୋଗୁ…

କରୋନାରେ ୧୨ ଜୀବନ ଗଲା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୨…

ମେହେବୁବାଙ୍କ ତ୍ରିରଙ୍ଗା ବୟାନକୁ ନେଇ ବର୍ଷିଲେ ସଞ୍ଜୟ

ମୁମ୍ବାଇ,୨୮ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ତ୍ରିରଙ୍ଗାକୁ ନେଇ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ଶିବସେନା ପ୍ରବକ୍ତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ମେହେବୁବାଙ୍କ ମନ୍ତବ୍ୟର କଡା ସମାଲୋଚନା କରିଛନ୍ତି…

ପଦ୍ମଫୁଲ ଚିହ୍ନ ଥିବା ମାସ୍କ ପିନ୍ଧି ଭୋଟ ଦେବାକୁ ଗଲେ ମନ୍ତ୍ରୀ, ଉଠିଲା ବିବାଦ

ପାଟନା,୨୮।୧୦: କରୋନା ସମୟରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର ୭୧ଟି ଆସନରେ ମତଦାନ ଚାଲିଛି। ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ଏମଥ ଟକ୍କର ଚାଲିଛି। ମତଦାନ ଚାଲିଥିବାବେଳେ ଭାଜପା ନେତା ତଥା ମନ୍ତ୍ରୀ ପ୍ରେମ କୁମାର ଭାଜପାର ଚିହ୍ନ…

ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦେଶରେ ସଂକ୍ରମଣ ମାମଲା ପ୍ରାୟ ୩୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୮୯୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୦୮…

ଜନ୍ମଦିନରେ ଏଭଳି କାରନାମା କଲେ ଏହି ଖେଳାଳି

ପାଟନା,୨୮।୧୦: ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ୮୮ ରନ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଏହି ଦିନ ୱାର୍ଣ୍ଣର ନିଜର ୩୪ତମ ଜନ୍ମଦିନ ପାଳନ କରୁଥିଲେ। ତାଙ୍କ ଜନ୍ମଦିନରେ ସେ କେବଳ ଅର୍ଦ୍ଧଶତକୀୟ ଇନିଂସ ଖେଳି ନ ଥିଲେ,…

ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ପାଟନା,୨୮ ।୧୦: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବୁଧବାର ସକାଳୁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଜିଲାର ୭୧ ଆସନ ପାଇଁ ମତଦାନ କରାଯାଉଛି । କରୋନା ସଂକ୍ରମଣ ପରେ ବି…

ସୁଶାନ୍ତଙ୍କ ଭଉଣୀଙ୍କୁ ଗିରଫ ଭୟ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି। ସିବିଆଇ ଏବେ ମାମଲାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟର କାରଣ ଜାଣିବା ପାଇଁ ତାଙ୍କ ଭଉଣୀମାନେ ମଧ୍ୟ ଦିନରାତି ଏକଜୁଟ ହୋଇଛନ୍ତି। କିନ୍ତୁ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଏବଂ…

ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨୮ା୧୦: ଶ୍ରୀମନ୍ଦିରରେ ସୋମବାର ବିଜୟା ଦଶମୀ ନୀତି ପାଳିତ ହୋଇଛି। ଦ୍ୱାରଫିଟା, ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ରତ୍ନସିଂହାସନରେ ବିରାଜିତ ଦାରୁବିଗ୍ରହଙ୍କ ସୁନାବେଶ କରାଯାଇଥିଲା। କୋଭିଡ୍‌ କଟକଣା ପାଇଁ କୌଣସି ଶ୍ରଦ୍ଧାଳୁ ଏହି ବେଶ ଦର୍ଶନ କରିପାରି…

ଦାଦାବଟି ମାଗି ୬ ସାମ୍ବାଦିକ ଗିରଫ

ଭୁବନେଶ୍ୱର,୨୮ ା୧୦ (ବ୍ୟୁରୋ): ରାଜଧାନୀରେ ଛାଇ ଗଲେଣି ନକଲି ସାମ୍ବାଦିକ। ଛତୁ ଫୁଟିଲା ପରି ଓ୍ବେବ୍‌ ପୋଟାଲ ଖୋଲି ବସିଛନ୍ତି। ବେକରେ ଆଇକାର୍ଡ ପକାଇ, ଗାଡ଼ିର ଆଗ ପଛ ପ୍ରେସ୍‌ ଲେଖି ସହର ସାରା ପଇଁତରା ମାରୁଛନ୍ତି। ଲୋକଙ୍କୁ ବୁମ୍‌ର ଭୟ…

ପ୍ରଥମେ ହେବ ସାତପାହାଚ ଦ୍ୱାର

ପୁରୀ ଅଫିସ,୨୮ା୧୦: ଶ୍ରୀମନ୍ଦିରର ୮ଟି ଦ୍ୱାର ହେବ ରୁପା ଛାଉଣି। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଓ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭ ଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri