ଜୁଆଆଡ୍ଡାରେ ଚଢ଼ାଉ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ, ଆଇଆଇସି ଗୁରୁତର
ଦାରିଙ୍ଗିବାଡ଼ି/ବ୍ରାହ୍ମଣୀଗାଁ,୧ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ ପାଇଁ ଯାଇଥିବା ବେଳେ ପୋଲିସ ଗାଡ଼ିକୁ ଅଟକାଇ ଅତର୍କିିତ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିରେ ଆଇଆଇସି ରଞ୍ଜିତ କୁମାର…
ମୁସଲମାନ୍ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ପଢ଼ିଲେ ନମାଜ: ଶୁଣାଇଲେ ରାମଚରିତ ମାନସ
ମଥୁରା,୧।୧୧: ଦିଲ୍ଲୀରୁ ସଦ୍ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଛନ୍ତି। ଏହା ସହିତ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ରାମଚରିତ ମାନସର ଚୌପାଇ ପାଠ କରି ଶୁଣାଇଛନ୍ତି। ଏହା ସହିତ ଉପସ୍ଥିତ…
ମଞ୍ଚ ନାଟକର ନିଆରା ରୂପକାର
ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଦକ୍ଷତା…
ଭାଜପା ଟଙ୍କା ଦେଲେ ନେଇଯାଅ ହେଲେ ଭୋଟ ଦିଅନି: କମଲନାଥ
ଭୋପାଳ,୧ ।୧୧: ମଧ୍ୟପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ । ରବିବାର ହେଉଛି ପ୍ରଚାରର ଶେଷ ଦିନ । ଏହାପରେ ଶାସକ ବିରୋଧିଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ବନ୍ଦ ହୋଇଯିବ । ହେଲେ ଏହା ପୂର୍ବରୁ…
କରୋନା ଆତଙ୍କ: ୪ ଲକ୍ଷ ନାବିକ ୧୬ ମାସ ଧରି ଘର ଠୁଁ ଦୂରରେ
ମାନିଲା,୧।୧୧: ପୃଥିବୀରେ ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ବିଭିନ୍ନ ଦେଶର ୪ ଲକ୍ଷରୁ ଅଧିକ ନାବିକ ୧୬ ମାସ ଧରି ଘରକୁ ଫେରି ନାହାନ୍ତି। ନାବିକଙ୍କ ସମେତ ବହୁ ଅଧିକାରୀ ଏବଂ ବନ୍ଦର କର୍ମଚାରୀ ଅଟକି ରହିଛନ୍ତିି। ସେମାନେ ବନ୍ଦର ତଥା…
ଏହି କ୍ରିକେଟରଙ୍କ ପ୍ରେମରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା
ମୁମ୍ବାଇ: ସୁନୀଲ ସେଟ୍ଟୀ ଏବଂ ମାନାଙ୍କ ଝିଅ ଆଥିୟା ଏବେ ପ୍ରେମରେ ପଡ଼ିଛନ୍ତି।୨୦୧୫ରେ ନିଖିତ୍ଲ ଆଡଭାନୀଙ୍କ ରୋମାଣ୍ଟିକ୍ ଆକ୍ସନ ଫିଲ୍ମ ‘ହିରୋ’ରେ ଡେବ୍ୟୁ କରିଥିଲେ ଆଥିୟା। ଫିଲ୍ମଟି ୧୯୮୩ରେ ସୁଭାଷ ଘାଇଙ୍କ ସମାନ ନାମର ଫିଲ୍ମ। ଆଥିୟା ଏହି ଫିଲ୍ମରେ ସରୋଜ…
ବିରୋଧ ସତ୍ତ୍ୱେ ଗିଲଗିଟ୍-ବଲ୍ଟିସ୍ତାନକୁ ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଲେ ଇମ୍ରାନ୍ ସରକାର
ଇସଲାମାବାଦ,୧।୧୧: ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ଏସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଥିବା ସେ କହିଛନ୍ତି। ସରକାର ଏହି ଅଞ୍ଚଳର ବିକାଶ…
ବରଗଡ଼ରେ ପୁଣି ୯୯ ନୂଆ କରୋନା ଆକ୍ରାନ୍ତ, ଏମାନଙ୍କ ମଧ୍ୟରେ ଅଛନ୍ତି ୬ ଶିଶୁ
ବରଗଡ଼ ଅଫିସ,୧ା୧୧: ବରଗଡ଼ ଜିଲାରେ ରବିବାର ପୁଣି ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରେ ୬ ଶିଶୁଙ୍କ ସମେତ ୩୩ ମହିଳା ଓ ୬୬ ପୁରୁଷ ଅଛନ୍ତି। ନୂଆ ପଜିଟିଭ୍ଙ୍କୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…
ଇଣ୍ଟରନେଟରେ ଭାଇରାଲ ହେଉଛି ୪ ବର୍ଷ ଝିଅର ଭିଡିଓ: ମୋଦି କଲେ ପ୍ରଶଂସା
ନୂଆଦିଲ୍ଲୀ,୧ ।୧୧: ଏବେ ସୋସିଆଲ ମିଡିଆରେ ଜଣେ ୪ ବର୍ଷ କୁନି ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଅନେକ ଲୋକ ପସନ୍ଦ କରୁଛନ୍ତି । ୟୁଟ୍ୟୁବରେ ଭିଡିଓଟି ଆସିବା ପରେ ଏହା ଏତେ ସୁନ୍ଦର ହୋଇଛି…
ଜାଲ୍ ନୋଟ୍ କାରବାର: ୨ ଜଣଙ୍କୁ ଗିରଫ କଲା ପୋଲିସ
ପଦ୍ମପୁର,୧ା୧୧(ଡି.ଏନ୍.ଏ.): ଉଦ୍ରକ ଜିଲାରେ ନକଲି ଜର୍ଦ୍ଦା, ନକଲି ମସଲା , ନକଲି ବିଶାକ୍ତ ମଦର ବ୍ୟାପକ କାରବାର ପୋଲିସର ନିଦ ହଜାଇ ଦେଇଥିବା ବେଳେ ନକଲି ନୋଟ୍ ଜବତ ଘଟଣା ପୋଲିସ ମୁଣ୍ଡବିନ୍ଧାର କାରଣ ସାଜିଛି । ବାସୁଦେବପୁର ଅଞ୍ଚଳ ଗୁଆଗତିଆ…
କରୋନା ସଂକ୍ରମଣର ଭୟ କମ୍
କରୋନା ପାଇଁ ବେଶ୍ କିଛି ଦିନର ଲକ୍ ଡାଉନ୍, ସଟ୍ ଡାଉନ୍ ପରେ ଏବେ ପରିସ୍ଥିତିରେ ଟିକେ ସୁଧାର ଆସିଥିବାରୁ ପୁଣିଥରେ ଭ୍ରମଣପ୍ରିୟ ଲୋକେ ବୁଲିବାକୁ ମନ ବଳାଇଲେଣି। ତେବେ ସତ୍ତର୍କତା ଅବଲମ୍ବନ କରି ବୁଲିଲେ ସଂକ୍ରମଣର ଭୟ ଟିକେ କମ୍…
ଅଜବ ଫେସ୍ ମାସ୍କ
କରୋନା ମହାମାରୀ ତଥା ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ତେବେ ଏହି ମାସ୍କର ବ୍ୟବହାରକୁ ଆଉ ଟିକେ ଟ୍ରେଣ୍ଡି କରିବା ପାଇଁ ଆଜିକାଲି ମାର୍କେଟରେ କେତେ ନୂଆ ନୂଆ ଡିଜାଇନ୍ର…
Archives


