Posted inଜାତୀୟ

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୮।୨: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଜରାଟ ସମ୍ପ୍ରଦାୟକୁ ସମ୍ବୋଧିତ କରି ଆଜାଦ କହିଛନ୍ତି, ନରେନ୍ଦ୍ର ମୋଦିଙ୍କଠାରୁ ଲୋକମାନେ ଶିଖିବା ଆବଶ୍ୟକ, ଯିଏ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସେ ତାଙ୍କର ମୂଳ କଥା ମନେ ରଖିଛନ୍ତି ଏବଂ ଗର୍ବର ସହିତ ନିଜକୁ ‘ଚା-ୱାଲା’ କହିଛନ୍ତି। ଯଦିଓ ନରେନ୍ଦ୍ର ମୋଦିଙ୍କ ସହ ମୋର ରାଜନୈତିକ ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ, କିନ୍ତୁ ପ୍ରଧାନମନ୍ତ୍ରୀ ଜଣେ ନମ୍ର ବ୍ୟକ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିଦିନ ତଳେ ଗୃହରେ ଗୁଲାମ ନବୀ ଆଜାଦଙ୍କ ବିଦାୟ ସମ୍ବୋଧନରେ ଭାବପ୍ରବଣ ହୋଇଥିଲେ। ରାଜ୍ୟ ସଭାରେ ବିରୋଧୀଦଳର ନେତା ଭାବରେ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହେବା ସମୟରେ ମୋଦି ପ୍ରାୟ ୧୩ ମିନିଟର ବିଦାୟ ଅଭିଭାଷଣ ଦେଇଥିଲେ। ଏହି ସମୟରେ ମୋଦିଙ୍କ ଆଖିରେ ଲୁହ ଆସିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ପାଲଟିବ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି

ମୁମ୍ବାଇ,୧୩।୧୦: ଦିନେ ଲୋକପ୍ରିୟ ଥିବା ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ଗୋଟିଏ ବର୍ଷ ପରେ ଇତିହାସ ପାଲଟିବ। ଆସନ୍ତା ୨୦୨୦ ଜୁନ୍‌ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରିମିୟର...

ପଶୁଙ୍କ ପାଇଁ ଆସିଲା କୋଭିଡ୍‌ ଟିକା

ନୂଆଦିଲ୍ଳୀ,୧୧।୬: ହରିୟାଣାର ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚର ରିସର୍ଚ୍ଚ (ଆଇସିଏଆର୍‌) ଏବଂ ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର (ଏନ୍‌ଆର୍‌ସି) ମିଳିତ ଭାବେ ପଶୁଙ୍କ ପାଇଁ କରୋନା ଭାକ୍ସିନ...

ସୋନିଆ-ସ୍ମୃତିଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ,୨୮।୭: ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସି ଯାଇଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର...

ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜିଅନ୍ତା ଦଗ୍ଧ

  ନୂଆଦିଲ୍ଲୀ,୨୩।୧୧: ବୁଲଗେରିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ହାଇୱେରେ ଅବସ୍ଥିତ ଉତ୍ତର ମାସିଡୋନିଆର ଏକ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୫ ଜଣ...

ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ

ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍‌ ହେବ ନାହିଁ।...

୨୦୨୪ରେ କେନ୍ଦ୍ରରେ କ୍ଷମତାକୁ ଆସିବେ ଅଣ-ଭାଜପା ସରକାର: ବିଏସପି ଏମ୍‌ପି…

ନୂଆଦିଲ୍ଲୀ,୧୪।୧୧ : ଆମରୋହାର ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏମ୍‌ପି ଦାନିଶ ଅଲି ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ...

ରେଲଓ୍ବେର ବଡ଼ କାର୍ଯ୍ୟାନୁଷ୍ଠାନ, ୧୯ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର…

ନୂଆଦିଲ୍ଲୀ, ୧୨।୫ : ରେଲୱେ ବୋର୍ଡ ଗୋଟିଏ ଦିନରେ ୧୯ ଜଣ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି। ସେମାନଙ୍କୁ ସ୍ବେଚ୍ଛାକୃତ ଅବସର...

ପୋଲିସକୁ ଆକ୍ରମଣ ପରେ ମହିଳାଙ୍କ ହାତ ବାନ୍ଧି ବସାଇ ଦେଲେ

ଗୟା,୧୭।୨: ବାଲି ଖଣି ଅକ୍‌ଶନ ପ୍ରକ୍ରିୟାରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରୁଥିବା ପୋଲିସ କର୍ମୀଙ୍କୁ ପଥର ମାଡ଼ କରିଥିଲେ ଗ୍ରାମବାସୀ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ...

Advertisement
Archives

Model This Week