Home Left

ସଞ୍ଜୟଙ୍କ ପ୍ରଶଂସାରେ ଆଲିୟା

ଆଲିୟା ଭଟ୍ଟଙ୍କ ମୁହଁରେ ଏବେ ସଞ୍ଜୟ ଲୀଲା ଭଁସାଲିଙ୍କ ପ୍ରଶଂସା। ଏହାର କାରଣ ହେଉଛି ସଞ୍ଜୟଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଗାଙ୍ଗୁବାଈ କାଠିୟାଓ୍ବାଡି’ ସିନେମାରେ ଆଲିୟା ନାୟିକା ସାଜିଛନ୍ତି। ଏବେ ସେ ଯୁଆଡେ ଯାଉଛନ୍ତି ସଞ୍ଜୟଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।…

ଖୁସି ମନ

ଏକ ଭଲ ମାନସିକ ସ୍ଥିତି ମଣିଷର କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ, ଏହା ଯେକୌଣସି କାର୍ଯ୍ୟ ଲାଗି ଉର୍ଜା ଯୋଗାଇଥାଏ। ହେଲେ କେବେ କେବେ ଦୁଃଖ, ଚିନ୍ତା ଭଳି ଅନେକ କାରଣ ଭାରାକ୍ରାନ୍ତ କରିଦିଏ ମନକୁ। ଆଉ ଧୀରେ ଧୀରେ ମନ ଭିତରେ…

ପୁରୁଣା ପୋଷାକ ନୂଆଲୁକ୍‌

ନୂଆ ପୋଷାକ ପିନ୍ଧିବାକୁ, ଫ୍ୟାଶନେବଲ ଲାଗିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁବେଳେ ନୂଆ ନୂଆ ପୋଷାକ କିଣିବା ସମ୍ଭବ ନୁହେଁ, ଏହା ବଜେଟ୍‌ ବିରୋଧୀ। ତେଣୁ ପୁରୁଣା ଆଉଟ୍‌ ଫିଟ୍‌କୁ ମିକ୍ସମ୍ୟାଚ କରି ଜଣେ ଚାହିଁଲେ ନୂଆ ଲୁକ୍‌ ପାଇପାରିବେ।…

ବିବାଦରେ ଫସିଥିଲେ ପଦ୍ମିନୀ

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ପଦ୍ୱିନୀ କୋହ୍ଲାପୁରୀ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ଶିଶୁ କଳାକାର ଭାବେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ପଦ୍ମିନୀ ଆଜିବି ସକ୍ରିୟ ରହିଛନ୍ତି । ୨୦୧୯ରେ ସଞ୍ଜୟ ଦତ୍ତ ଓ…

ଟସ୍‌ ଜିତିଲା ସିଏସ୍‌କେ, ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ଦୁବାଇ,୧।୧୧: ରବିବାର ଚଳିତ ଆଇପିଏଲ୍‌ର ଶେଷ ମ୍ୟାଚ୍‌ ଖେଳୁଛି ଚେନ୍ନାଇ ସୁପର କିଙ୍ଗସ। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ପଞ୍ଜାବ ପାଇଁ କର ବା ମର…

ପ୍ଲାଷ୍ଟିକ୍‌ ଷ୍ଟ୍ରରେ ତିଆରି ସମୁଦ୍ର ଜୁଆର

ପ୍ଲାଷ୍ଟିକ ଆବର୍ଜନା ଦିନକୁ ଦିନ ବଢିବାକୁ ଲାଗିଛି। କେବଳ ସ୍ଥଳ ଭାଗରେ ନୁହେଁ ସମୁଦ୍ରରେ ବି ଏହାର ପରିମାଣ ବଢିବାକୁ ଲାଗିଲାଣି। ତେବେ କାନାଡାର ସ୍ଥପତି ଭନ୍‌ ଓଙ୍ଗ ଏହି ପ୍ଲାଷ୍ଟିକ ଆବର୍ଜନାକୁ ଭିନ୍ନ ଉପାୟରେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି।…

ଲେମ୍ବୁପାଣିର ଉପକାରିତା

ଲେମ୍ବୁ ପାଣି କେବଳ ଖରାଦିନ ନୁହେଁ ,ପ୍ରତିଦିନ ପିଇଲେ ବି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସୁନ୍ଦର ଚେହେରା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲେମ୍ବୁ ବହୁତ ଉପକାରୀ। ପ୍ରତିଦିନ ଲେମ୍ବୁପାଣି ସେବନ କଲେ ଆମକୁ କ’ଣ କ’ଣ ଉପକାର ମିଳିବ…

ସଲମାନଙ୍କ ପାଇଁ ଘର ଛାଡିଥିଲେ ଐଶ୍ୱର୍ଯ୍ୟା !

ମୁମ୍ବାଇ: ବଲିଉଡ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ସମସ୍ତଙ୍କର ଖୁବ୍ ପସନ୍ଦ । ନୀଳନୟନା ଭାବେ ପରିଚିତା ଏହି ନାୟିକାଙ୍କ ସୌନ୍ଦର୍ଯ୍ୟ ଅନେକଙ୍କୁ ଆକର୍ଷିତ କରେ । ବଲିଉଡ୍‌ରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଥିବା ଐଶ୍ୱର୍ଯ୍ୟା ଏବେ କିଛିବର୍ଷ ହେବ ଫିଲ୍ମ…

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ। ଚେନ୍ନାଇ ସୁପର କିଙ୍ଗ୍ସର ବିଫଳତା ମଧ୍ୟରେ ଧୋନୀଙ୍କ ଏହା…

ଜୁଆଆଡ୍ଡାରେ ଚଢ଼ାଉ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ, ଆଇଆଇସି ଗୁରୁତର

ଦାରିଙ୍ଗିବାଡ଼ି/ବ୍ରାହ୍ମଣୀଗାଁ,୧ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ ପାଇଁ ଯାଇଥିବା ବେଳେ ପୋଲିସ ଗାଡ଼ିକୁ ଅଟକାଇ ଅତର୍କିିତ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିରେ ଆଇଆଇସି ରଞ୍ଜିତ କୁମାର…

ମୁସଲମାନ୍‌ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ପଢ଼ିଲେ ନମାଜ: ଶୁଣାଇଲେ ରାମଚରିତ ମାନସ

ମଥୁରା,୧।୧୧: ଦିଲ୍ଲୀରୁ ସଦ୍‌ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍‌ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଛନ୍ତି। ଏହା ସହିତ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ରାମଚରିତ ମାନସର ଚୌପାଇ ପାଠ କରି ଶୁଣାଇଛନ୍ତି। ଏହା ସହିତ ଉପସ୍ଥିତ…

ମଞ୍ଚ ନାଟକର ନିଆରା ରୂପକାର

ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଦକ୍ଷତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri