ବିନା ଚାଳକରେ ବୋମା ବର୍ଷା କରିବ ଟ୍ୟାଙ୍କ

ମସ୍କୋ,୧।୩: ଧୀରେଧୀରେ ଯୁଦ୍ଧକୁ ଆଧୁନିକ କରାଯିବାର ପ୍ରୟାସ ଜାରି ରହିଛି। ଏହି ମର୍ମରେ ରଷିଆ ଏହାର ଟି-୧୪ ଆର୍ମଟା ଟ୍ୟାଙ୍କକୁ ସ୍ବୟଂଚାଳିତ କରିବା ଲାଗି ଯୋଜନା କରୁଛି। ଏଣିକି ଏହି ଟ୍ୟାଙ୍କ ବିନା ଚାଳକରେ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ଉପରେ ବୋମା ବର୍ଷା କରିବ। ଟ୍ୟାଙ୍କକୁ ରିମୋର୍ଟ ଦ୍ୱାରା ନିୟନ୍ତ୍ରିତ କରାଯିବ। ଏହାଦ୍ୱାରା ପେଟ୍ରୋଲ ଅବା ଡିଜେଲ ସଞ୍ଚୟ ହେବା ସହିତ ଚାଳକ ଯୁଦ୍ଧ କ୍ଷେତ୍ରରୁ ଦୂରରେ ରହି ସୁରକ୍ଷିତ ରହିବେ। ସେହିପରି ଏହି ଟ୍ୟାଙ୍କ ଏକାଧିକ ଟାଗେର୍ଟ ଲକ୍‌ କରିବାକୁ ସକ୍ଷମ ହେବ। ଘଣ୍ଟାକୁ ୮୦ କିଲୋମିଟର ବେଗରେ ଗତି କରୁଥିବା ଏହି ଟ୍ୟାଙ୍କର ଓଜନ ୫୫ ଟନ୍‌ ରହିଛି। ପୃଥିବୀରେ ପ୍ରଥମ ଥର ପାଇଁ ରଷିଆ ସୈନ୍ୟ ବାହିନୀରେ ଏଭଳି ସ୍ବୟଂଚାଳିତ ଟ୍ୟାଙ୍କ ସାମିଲ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ: ଖର୍ଚ୍ଚ ହେବ ୧୦୨୧ କୋଟି…

ଲଣ୍ଡନ,୪।୫ : ବ୍ରିଟେନରେ ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଛି। କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନରେ ୬ ମେ ଶନିବାରରେ ରାଜ୍ୟାଭିଷେକହେବ। ରାଣୀ...

ଜାହ୍ନବୀଙ୍କୁ ମରଣୋତ୍ତର ମାଷ୍ଟର ଡିଗ୍ରୀରେ ସମ୍ମାନୀତ କରିବ ୟୁନିଭର୍ସିଟି

ଓ୍ବାଶିଂଟନ,୧୬।୯: ଆମେରିକାରେ ଭାରତୀୟ ମୂଳବାସିନ୍ଦା ଜାହ୍ନବୀ କାଣ୍ଡୁଲାଙ୍କର ଏକ କାର ଧକ୍କାରେ ମୃତ୍ୟୁ ହୋଇଛି। ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛନ୍ତି। ଏହି...

ସୁନ୍ଦରୀ ମହିଳାଙ୍କୁ ଦେଖି ଗାଡି ଅଟକାଇଲେ ଟ୍ରାଫିକ ପୋଲିସ: ଚାଲାଣ କାଟି ଲେଖିଲେ ‘ଆଇ ଲଭ୍‌ ୟୁ’

ଉରୁଗୁୟେ,୮।୬: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ସାଧାରଣତଃ ଚାଲାଣ କଟାଯାଇଥାଏ। କେବେ କେବେ ଦ୍ରୁତ ଗତିରେ ଗାଡି ଚଳାଇବା, ସିଟ୍‌ ବେଲ୍ଟ ନ ବାନ୍ଧିବା, ନିଶାସକ୍ତ ଅବସ୍ଥାରେ...

ନଭେମ୍ବରରେ ଭାରତରେ କରୋନା ଟିକା ଦେବ ରୁଷିଆ

ମସ୍କୋ,୧୨ା୮: କରୋନା ଭୂତାଣୁ ପାଇଁ ଏକ ସଫଳ ଟିକା ପ୍ରସ୍ତୁତ କରିଥିବା ରୁଷିଆ ମଙ୍ଗଳବାର ଘୋଷଣା କରିଛି। ଏହି ଟିକା ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଉଥିବା...

ଓହିଓ ଫୁଟବଲ୍‌ ମ୍ୟାଚ୍‌ରେ ଫୁଟିଲା ଗୁଳି

ଓ୍ବାଶିଂଟନ୍‌, ୮।୧୦: ଆମେରିକାର ଓହିଓରେ ଶନିବାର ଏକ ଅଘଟଣ ଘଟିଛି। ଏକ ଫୁଟବଲ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମ ବାହାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣଙ୍କୁ ଗୁଳି...

ଭାରତକୁ ପୁଟିନ୍‌ଙ୍କ ନୂଆବର୍ଷ ଶୁଭେଚ୍ଛା

ମସ୍କୋ, ୩୧ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କ୍ରେମ୍‌ଲିନର ବନ୍ଧୁ ରାଷ୍ଟ୍ର ଭାରତ ସମେତ ତୁର୍କୀ, ସିରିଆ, ଭେନେଜୁଏଲା ଏବଂ ଚାଇନାକୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି।...

ଉଚ୍ଚ ରକ୍ତଚାପ ଦୂର କରେ ସଙ୍ଗୀତ

ଉଚ୍ଚ ରକ୍ତଚାପ ବା ହାଇପର୍‌ ଟେନସନ୍‌ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍‌ରୋଗ, କିଡ୍‌ନୀ ସମ୍ଯଯା, ଷ୍ଟ୍ରୋକ୍‌ ଏବଂ ଅନେକ ଗମ୍ଭୀର ରୋଗର...

ଚାଇନା ନୁହେଁ ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ଦେଶ

ନୂଆଦିଲ୍ଲୀ,୧୯।୪: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚାଇନା ନୁହେଁ। ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁୂ ଅଧିକ ଜନବହୁଳ ଦେଶ। ଚଳିତ ବର୍ଷ ଆରମ୍ଭରେ...

Advertisement
Archives

Model This Week