ସିଜନ୍‌-୨ ସହ ଫେରୁଛି ଏସବୁ ହିଟ୍‌ ଶୋ’

ବମ୍ବେ: ଆଜିକାଲି ଟ୍ରେଣ୍ଡରେ ରିମେକ୍‌। କେବଳ ବଲିଉଡ୍‌ରେ ନୁହେଁ ବରଂ ଟେଲିଭିଜନଜଗତରେ ଏହାର କ୍ରେଜ୍‌ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଦର୍ଶକଙ୍କ ମନ ଜିଣିଥିବା ଅନେକ ଶୋ’ର ରିମେକ୍‌ ଦେଖିବାକୁ ମିଳିଛି। ‘କସୌଟି ଜିନ୍ଦେଗୀ କେ’ ରୁ ଆରମ୍ଭ କରି ‘ସାଥ ନିଭାନା ସାଥୀୟା’ ଭଳି ଧାରାବାହିକ ପୁଣି ଥରେ ପରଦାକୁ ଆସିଛି। ଏହି କ୍ରମରେ ନବେ ଦଶକର ଲୋକପ୍ରିୟ ଆଉ ଛଅଟି ଧାରାବାହିକ ଛୋଟ ପରଦାକୁ ଫେରିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଟେଲିଭିଜନ ଶୋ’ ‘ବାଗଲେ କି ଦୁନିଆ-ନୟେ ପିଢ଼ୀ ନୟେ କିସ୍ସେ’ର ପ୍ରିମିୟର ଫେବୃୟାରୀ ୮ରେ ହେବାକୁ ଯାଉଛି। ସେହିଭଳି ‘ମନ କି ଆବାଜ ପ୍ରତିଜ୍ଞା’ନଅ ବର୍ଷ ପରେ ପୁଣିଥରେ ପରଦାକୁ ଆସୁଛି। ‘ସସୁରାଲ ସିମର କା’, କୁଛ ରଙ୍ଗ ପ୍ୟାର୍‌ କେ ଐସେ ଭି’, ‘କ୍ୟୁ କି ସାସ୍‌ ଭି କଭି ବହୁ ଥି’, ‘କାହାନୀ ଘର ଘର କି’ ଆଦିକୁ ନୂଆ କାହାଣୀ ସହ ଦର୍ଶକଙ୍କୁ ଭେଟି ଦେବାକୁ ନିର୍ମାତାମାନେ ଯୋଜନା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ଦେଶକଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଅନନ୍ୟା!

ମୁମ୍ବାଇ: ବଲିଉଡର ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଅନନ୍ୟା ପାଣ୍ଡେ । ଅଗଷ୍ଟ ୨ରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ ।...

ନୂଆ ଲୁକ୍‌ରେ ନଜର ଆସିଲେ ଶାହିଦ୍‌ କପୁର

କରୋନା ଲକ୍‌ଡାଉନ ସକାଶେ ବନ୍ଦ ରହିଥିଲା ଶାହିଦ୍‌ କପୁରଙ୍କ ଫିଲ୍ମ ‘ଜର୍ସି’ର ସୁଟିଂ। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇସାରିଛି। ଏ ନେଇ...

ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୯।୪: ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ୟାମସୁନ୍ଦର କାଲାଣିଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ...

ମରାଠି ଡେବ୍ୟୁ: ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିବାରେ କୌଣସି କମି ରଖି ଥାଆନ୍ତି । ଏବେ ଅଭିନେତା ବଲିଉଡରୁ ସିଧା...

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସମସ୍ତ ଫଟୋକୁ ଜୁମ୍‌ କରି ଦେଖିଥାନ୍ତି ସଲମାନ୍‌

ବଲିଉଡ୍‌ର ସବୁଠୁ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ସଲମାନ୍‌ ଖାନ୍‌। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ୍‌ ଫିଲ୍ମରେ...

ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭଲପାଇ ବସିଥିଲେ ବୈଜୟନ୍ତୀ

ମୁମ୍ବାଇ: ବୈଜୟନ୍ତୀ ମାଲା ବାଲି। ୭୦ ଦଶକର ଆଗଧାଡିର ବଲିଉଡ୍‌ ନାୟିକା। ଆଜି ସେ ୮୩ ବର୍ଷରେ ପାଦ ରଖିଛନ୍ତି ସତ ହେଲେ ଏବେବି ସେ...

ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ କଟ୍ରିନାଙ୍କ ସାନ ଯା’; ଉଡାଇସାରିଛନ୍ତି ସୈଫଙ୍କ ହୋସ୍‌…

ବମ୍ବେ: ନିକଟରେ ହାତକୁ ଦୁଇ ହାତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ। ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ଉଭୟ ଏବେ ହନିମୁନ୍‌ରୁ...

ଏହି ଅଭିନେତ୍ରୀଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରିଥିଲେ ଗୋବିନ୍ଦା; ହେଲେ ନା ନା କହି ନେନେଙ୍କ…

ବମ୍ବେ: ଆଜି ବି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ। ୯୦ ଦଶକରେ ସେ ଆଗଧାଡ଼ିର ଅଭିନେତ୍ରୀ...

Advertisement
Archives

Model This Week