ସେନାରେ ଭର୍ତ୍ତି ହେବା ପାଇଁ ତିଆରି କରୁଥିଲେ ନକଲି କରୋନା ରିପୋର୍ଟ, ଗୋଟିଏ ଭୁଲ ପାଇଁ ପଡ଼ିଲେ ଧରା
ଚଣ୍ଡିଗଡ଼,୬।୩: ହରିୟାଣାର ଫତେହାବାଦରେ ସେନାରେ ଭର୍ତ୍ତି ହେବା ପାଇଁ କରୋନାର ନକଲି ରିପୋର୍ଟ ତିଆରି କରାଯାଉଥିବା ମାମଲା ସାମ୍ନାକୁ ଆସିଛି। ଫତେହାବାଦର ରାତିୟା ସହରର ଏକ ଫଟୋଷ୍ଟେଟ ଦୋକାନରେ କରୋନାର ନକଲି ରିପୋର୍ଟ ତିଆରି ହେଉଥିଲା। ଏହି ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗ…
ଶିମିଳିପାଳରେ ଅଣାୟତ୍ତ ହେଲା ନିଆଁ, ଚିନ୍ତାରେ ପରିବେଶବିତ୍
ବାରିପଦା ଅଫିସ,୬।୩: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହୋଇଥିବା ବେଳେ ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଛି। ନାସା ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ, ଶିମିଳିପାଳ କୋର୍ ଓ ବୋଫର ଅଞ୍ଚଳରେ ପ୍ରାୟ ୧୧୨ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଜଳୁଥିବା…
ପିତାଙ୍କ ସାମ୍ନାରେ ପୁଅକୁ ଗିଳିଲା କୁମ୍ଭୀର, ପେଟ ଚିରି ବାହାର କରାଗଲା ମୃତଦେହ
ଜାକର୍ତ୍ତା,୬।୩: ଇଣ୍ଡୋନେସିଆରେ ଏକ କୁମ୍ଭୀର ୮ ବର୍ଷର ଶିଶୁକୁ ଗିଳି ଦେଇଥିଲା। ଘଟଣା ପରେ ୨୬ ଫୁଟ ଲମ୍ବର ଏହି କୁମ୍ଭୀରକୁ ଧରାଯାଇ ତା’ ପେଟ ଚିରି ଶିଶୁର ମୃତଦେହ ବାହାର କରାଯାଇଥିଲା। ମୃତ ଶିଶୁର ନାମ ଦିମସ ମୁଲକାନ। ସେ…
ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ବିଏସ୍ଏଫ୍ ଯବାନ
କୋରାପୁଟ,୬।୩(ସ୍ବ.ପ୍ର.): କୋରାପୁଟ ଜିଲାର ଜଲାପୁଟସ୍ଥିତ ବିଏସ୍ଏଫ୍ ୧୫ ବାଟାଲିଅନରେ କାର୍ଯ୍ୟରତ ଯବାନ ଶନିବାର ନିଜ ସର୍ଭିସ ବନ୍ଧୁକରୁ ଗୁଳିଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯବାନଙ୍କ ନାମ ହେଲା ଇନ୍ଦ୍ର ସିଂହ। ତାଙ୍କ ଘର ରାଜସ୍ଥାନ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାରୁ…
ଭାଜପା ବିଧାୟକଙ୍କ ଜନ୍ମଦିନ ପାର୍ଟିରେ ଫୁଟିଲା ଗୁଳି, ୨ ମୃତ
ଭୋପାଲ,୬।୩: ଭାଜପା ବିଧାୟକଙ୍କ ଜନ୍ମ ଦିନ ପାର୍ଟିରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ଦାମୋହ ଜିଲା ବନୱର ଗ୍ରାମରେ ଏହି ଘଟଣା ଘଟିଛି। ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାଠ ଫାଳିଆରେ…
ଶାଢ଼ି ପୂରୁଣା ହେବା ପରେ ଫୋପାଡି ଦେଉଛନ୍ତି କି ? ଏମିତି କରିପାରିବେ ବ୍ୟବହାର
ଲୋକମାନେ ପୂରୁଣା ଶାଢ଼ିରେ ଅନେକ ଘରକରଣା ସାମଗ୍ରୀ ତିଆରି କରନ୍ତି। କିନ୍ତୁ, ଆପଣ କେବେ ଶାଢ଼ିରେ ତିଆରି ଦଉଡି ଦେଖିଛନ୍ତି କି? ଯଦି ଆପଣ ଦେଖି ନାହାଁନ୍ତି, ତେବେ ବର୍ତ୍ତମାନ ଦେଖନ୍ତୁ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ…
ବିଜୟ ସହ ରେକର୍ଡ କଲେ କୋହଲି, ଏହି ଅଷ୍ଟ୍ରେଲିୟ ଅଧିନାୟକଙ୍କୁ…
ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ଚମକିଛି ଭାରତୀୟ ଟିମ୍। ଦଳ ଇଂଲଣ୍ଡକୁ ଗୋଟିଏ ପାଳି ଏବଂ ୨୫ ରନ୍ ବ୍ୟବଧାନରେ ପରାଜିତ କରି ୩-୧ରେ ସିରିଜ ବିଜେତା ହୋଇଛି। ଏଥିସହ ଅଧିନାୟକ ବିରାଟ କୋହଲି ନିଜ ନାମରେ ଏକ ରେକର୍ଡ…
ଆଜି ଭୁବନେଶ୍ୱରରୁ ୬ ଆକ୍ରାନ୍ତ ଚିହ୍ନଟ: ୫ ସୁସ୍ଥ
ଭୁବନେଶ୍ୱର,୬।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୨ ଲୋକାଲ କେସ ରହିଛନ୍ତି। ସହିପରି ଆଜି ଭୁବନେଶ୍ୱରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ…
ଭାରତ ନଂ-୧
ନୂଆଦିଲ୍ଲୀ,୬।୩: ଅହମ୍ମଦାବାଦରେ ଶନିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଗୋଟିଏ ପାଳି ଏବଂ ୨୫ରନ୍ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଛି ଭାରତ। ଏହି ଜିତ୍ ପରେ ଦଳ ଆଇସିସି ଟେଷ୍ଟ ଟିମ୍ ର଼୍ୟାକିଂର ଶୀର୍ଷସ୍ଥାନରେ ସ୍ଥିତି…
ବିବାହିତା ଭଉଣୀଙ୍କୁ ୪୦ ହଜାର ଟଙ୍କାରେ ବିକି ଦେଲେ ଭାଇ
ପାଟଣା,୬।୩: ବିହାରର ଭାଗଲପୁର ନାଥନଗର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ନିଜ ଭାଇ ୪୦ ହଜାର ଟଙ୍କାରେ ବିକ୍ରି କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣା ସହ ଜଡିତ ଭିଡିଓ ଶୁକ୍ରବାର ଭାଇରାଲ ହୋଇଛି। ଭିଡିଓରେ…
ଭାବି ସ୍ବାମୀଙ୍କୁ ଲୁଙ୍ଗିରେ ଦେଖିବାକୁ ଚାହାନ୍ତି ବଲିଉଡ୍ର ଏହି ଅଭିନେତ୍ରୀ, ବିବାହ ଯୋଜନା ବିଷୟରେ କହିଲେ ଏମିତି
ଆଜି ହେଉଛି ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ଜନ୍ମଦିନ। ଚଳିତବର୍ଷ ମାର୍ଚ୍ଚ ୬ରେ ସେ ୨୩ ବର୍ଷରେ ପଦାର୍ପଣ କରିଛନ୍ତି। ଜାହ୍ନବୀ ହେଉଛନ୍ତି ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ। ୨୦୧୮ରେ ସେ ଫିଲ୍ମ ‘ଧଡକ୍’ ମାଧ୍ୟମରେ ବଲିଉଡ୍…
ଫୁଲରେ କଙ୍କିକୁ ଦେଖି ଏମିତି ଡେଇଁଲା ବେଙ୍ଗ , ଆଉ ତା’ ପରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

