ଭିଜିଲାନ୍ସ, ବନ ବିଭାଗର ମିଳିତ ଚଢ଼ାଉ: ୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ
ଖୋର୍ଦ୍ଧା ଅଫିସ,୧୦।୧୧: ବାଲିପାଟଣା ବନାଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ମଙ୍ଗଳବାର ସକାଳୁ ଖୋର୍ଦ୍ଧା ବନଖଣ୍ଡ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଯନ୍ତ୍ରାଂଶ, କାଠ ଏବଂ ୨ ଟ୍ରାକ୍ଟର ଜବତ…
ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ଗିରଫ
କଟକ ଅଫିସ, ୧୦।୧୧: ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ରଞ୍ଜିତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗିଥିଲେ। ଏ ନେଇ ବ୍ୟବସାୟୀ ଜଣଙ୍କ ପୋଲିସର ଦ୍ୱାରସ୍ଥ…
ଲାଲ୍ ସିଂ ଚଡ୍ଡାରେ ଶାହାରୁଖ!
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ଏବେ ଶୁଟିଂ ଚାଲିଛି । ଏଥିରେ ମୁଖ୍ୟ ଭୂମିକାରେ ଆମିର ଖାଁ ଓ କରିନା କପୁର ଖାଁ ନଜର ଆସିବେ । ମିଳିଥିବା ସୂଚନାରୁ…
ଏମିତି ପିନ୍ଧନ୍ତୁ ଲେହେଙ୍ଗା
ଲେହେଙ୍ଗା ଡିଜାଇନ୍ ଏପରି ହୋଇଥାଏ ଯେ ଥରେ ପିନ୍ଧିବା ପରେ ଏହାକୁ ପୁଣି ଥରେ ପିନ୍ଧିଲେ ରିପିଟ୍ କରିବା ଭଳି ମନେ ହେବ। କିନ୍ତୁ ଲେହେଙ୍ଗାକୁ ବିଭିନ୍ନ ଢଙ୍ଗରେ ପିନ୍ଧିଲେ ତାହା ନୂଆ ଡିଜାଇନ୍ ଭଳି ମନେହେବ। ତେଣୁ ଲେହେଙ୍ଗାକୁ କିପରି…
ଖୁସି ଖବର: କ୍ରିକେଟ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ୍ ଆସିପାରିବେ ଦର୍ଶକ
ସିଡନୀ,୧୦।୧୧: କରୋନା ଯୋଗୁ କ୍ରିକେଟ ପ୍ରଶଂସକମାନେ ଦୀର୍ଘ ଦିନ ହେବ ଟିଭିରେ ମ୍ୟାଚ୍ ଉପଭୋଗ କରୁଛନ୍ତି। ତେବେ କରୋନା ଅବଧି ପରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କ ପାଇଁ ଷ୍ଟାଡିୟମର ଦ୍ୱାର ଖୋଲିବାକୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପ୍ରସ୍ତୁତ ହେଉଛି। ଆଇପିଏଲ୍…
ବଲିଉଡ୍ରେ ୧୩ ବର୍ଷ
ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ । ବି ଟାଉନରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆଜିକୁ ଠିକ୍ ୧୩ ବର୍ଷ ପୂର୍ବେ ସେ ବଲିଉଡ୍ରେ ଏଣ୍ଟ୍ରି କରିଥିଲେ । ପ୍ରଥମେ କନ୍ନଡ ଫିଲ୍ମରେ ନିଜର…
୨୦ରୁ ବିଧାନସଭା ଶୀତ ଅଧିବେଶନ: ପୂର୍ବରୁ ହେବ କୋଭିଡ୍ ଟେଷ୍ଟ
ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। କରୋନା କଟକଣାକୁ ଦୃଷ୍ଟିରେ ରଖି ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ଏ ନେଇ ବାଚସ୍ପତି କହିଛନ୍ତି, ପୂର୍ବ ଅଧିବେଶନ ଭଳି ଏଥର…
ପିତୃତ୍ୱ ଛୁଟି ଆବେଦନ କଲେ କୋହଲି, ଧୋନୀଙ୍କ ବଳିଦାନକୁ ମନେ ପକାଇଦେଲେ ପ୍ରଶଂସକ
ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବ। ସ୍ତ୍ରୀ ଅନୁଷ୍କାଙ୍କୁ ସମୟ ଦେବା ପାଇଁ କୋହଲି ଗସ୍ତ ମଝିରେ ଭାରତ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। କୋହଲି ଅଷ୍ଟ୍ରେଲିଆରେ…
ଦାଉଦ ଇବ୍ରାହିମ୍ଙ୍କ ସମ୍ପତ୍ତି ନିଲାମ
ନୂଆଦିଲ୍ଲୀ,୧୦।୧୧: ଅଣ୍ଡର ଓ୍ବାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କର ସମ୍ପତ୍ତି ନିଲାମ ହୋଇଛି। ଦିଲ୍ଲୀର ଦୁଇ ଆଇନଜୀବୀଙ୍କୁ ଦାଉଦ୍ଙ୍କର ୬ ସମ୍ପତ୍ତି ମିଳିଛି। ସେଥିମଧ୍ୟରୁ ଆଇନଜୀବୀ ଅଜୟ ଶ୍ରୀବାସ୍ତବଙ୍କୁ ୨ଟି ଏବଂ ଭୂପେନ୍ଦ୍ର ଭରଦ୍ୱାଜଙ୍କୁ ୪ଟି ସମ୍ପତ୍ି ମିଳିଛି। ଦାଉଦ୍ଙ୍କ ୪, ୫…
ବିହାର ବିଧାନସଭା ନିର୍ବାଚନ ଫଳାଫଳ: କରୋନା ପାଇଁ ବଢିଛି ଇଭିଏମ୍ ସଂଖ୍ୟା, ବିଳମ୍ବରେ ଆସିବ ଚୁଡାନ୍ତ ଫଳାଫଳ
ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏନ୍ଡିଏ ବିଜୟୀ ହେବ ବୋଲି ଅନୁମାନ ଲଗାଯାଇଛି । ଏହାସହ ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରନ୍ତି ବୋଲି ମଧ୍ୟ ଆଲୋଚନା…
ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ଶାନ୍ତି ଦିଏ ଏସବୁ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସୁଖମୟ ଜୀବନଯାପନ ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନର ସମସ୍ତ ଦୁଃଖ ଦୂର କରିପାରିବ। ସେ କହିଛନ୍ତି ଯେ, ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ତିନୋଟି ଜିନିଷ…
ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ
ଜୟପୁର, ୧୦।୧୧(ନି.ପ୍ର.): କୋରାପୁଟ -ଜୟପୁର ମଝିରେ ମାନବାର ଷ୍ଟେଶନ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଏଥିଯୋଗୁ ଟ୍ରେନ୍ର ୧୨ଟି ବଗି ଲାଇନ୍ଚ୍ୟୁତ ହୋଇଯାଇଛି। ଛତିଶଗଡ଼ କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଟ୍ରେନ୍ଟି ଯାଉଥିଲା। ତେବେ ଲାଇନ୍ଚ୍ୟୁତର…
Archives


