Home Left

ହସନପୁରରେ ତେଜପ୍ରତାପ ପଛୁଆ

ପାଟନା,୧୦।୧୧: ବିହାର ବିଧାନସଭା ନିର୍ବାଚନରେ ସମସ୍ତିପୁର ଜିଲାର ହସନପୁର ଆସନରେ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ପଛୁଆ ରହିଛନ୍ତି। ଜେଡ଼ିୟୁର ରାଜ କୁମାର ରାୟଙ୍କଠାରୁ ତେଜପ୍ରତାପ ପଛରେ ଅଛନ୍ତି। ସେହିପରି ଏଲଜେପି ପ୍ରାର୍ଥୀ ମନୀଷ କୁମାର ତୃତୀୟ ସ୍ଥାନରେ ରହିଛନ୍ତି।…

ହରିୟାଣାରେ କଂଗ୍ରେସ ଦେଖାଇଲା ଆଶା

ସୋନିପଥ,୧୦ ।୧୧: ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା । ବିଶେଷ କରି ବିହାର ବିଧାନସଭା ଉପରେ ସମସ୍ତଙ୍କ ନଜର ଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକୁ ନେଇ ମଧ୍ୟ ଚାଲିଛି…

କମଲା ହାରିସଙ୍କୁ ନେଇ ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ଭବିଷ୍ୟବାଣୀ ସତ ହେଲା

ଭାରତର ମୂଳ ବାସିନ୍ଦା କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଆମେରିକା ଇତିହାସରେ ଉପରାଷ୍ଟ୍ରପତି ପଦରେ ବସିଥିବା କମଲା ହେଉଛନ୍ତି ପ୍ରଥମ ମହିଳା। ତାଙ୍କର ଏହି ବିଜୟକୁ ସମଗ୍ର ବିଶ୍ୱ ପାଳନ କରୁଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ ତାଙ୍କୁ…

ଗୋଟିଏ ଗୋଡ ନାହିଁ, ତଥାପି ଜବରଦସ୍ତ ଫୁଟବଲ୍‌ ଖେଳୁଛନ୍ତି ଏହି କୁନି ଶିଶୁ

କୁହାଯାଏ, ଯଦି ଆଗ୍ରହ ଥାଏ ତେବେ କଠିନ କାମ ବି ସହଜ ହୋଇଯାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଉତ୍ସାହ ଏବଂ ଦୃଢ ସାହସକୁ ପାଥେୟ କରି ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିଛନ୍ତି। ଏଭଳି ନିଆରା…

ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌କୁ ଖାସ୍‌ ମନ୍ତ୍ର ଦେଲେ ସଚିନ ତେନ୍ଦୁଲକର

ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମଙ୍ଗଳବାର ଦଳ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଫାଇନାଲ ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଦଳକୁ ଏକ ସ୍ବତନ୍ତ୍ର ବାର୍ତ୍ତା…

ଦୀପାବଳିରେ ସିନେପ୍ରେମୀଙ୍କୁ ବଡ଼ ଉପହାର: ହଲ୍‌ରେ ଦେଖିପାରିବେ ଏହିସବୁ ସୁପରହିଟ୍‌ ଫିଲ୍ମ

ଦେଶରେ କରୋନାର ସବୁଠାରୁ ବଡ଼ ପ୍ରଭାବ ସିନେମା ଉପରେ ପଡ଼ିଛି। ପ୍ରତିବର୍ଷ ଦୀପାବଳି ଅବସରରେ ପ୍ରାୟତଃ ଫିଲ୍ମ ରିଲିଜ ପାଇଁ ନିର୍ମାତାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଇଥାଏ। କିନ୍ତୁ ଚଳିତବର୍ଷ ଥିଏଟରଗୁଡିକ ଖାଲି ପଡ଼ିଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କୁ ସିନେମା ହଲ୍‌ ଆଡକୁ…

ସାଢେ ୩ କୋଟିର ପ୍ରକଳ୍ପ ଦିଶାହୀନ

ପୁରୀ ଅଫିସ, ୧୦।୧୧: ଓଡ଼ିଶା ହସ୍ତଶିଳ୍ପୀ ଓ ହସ୍ତକଳାର ବିକାଶ ହେବ। ହସ୍ତଶିଳ୍ପୀଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆସିବ। ଦେଶ ବିଦେଶରେ ଓଡ଼ିଆ କାରିଗରଙ୍କ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ସହଜରେ ପହଞ୍ଚତ୍ ପାରିବ। ପୁରୀକୁ ବି ପର୍ଯ୍ୟଟକଙ୍କ ଆଗମନ ବଢିବ। ଯାତ୍ରୀ,…

ଗୁଜରାଟରେ ଭାଜପା ଆଗୁଆ

ଅହମଦାବାଦ,୧୦।୧୧: ଗୁଜରାଟ ଉପ ନିର୍ବାଚନରେ ଭାଜପା ଆଗୁଆ ରହିଛି ରାଜ୍ୟର ୮ଟି ବିଧାନସଭା ଆସନ ମଧ୍ୟରୁ ୭ଟିରେ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ଅପର ପକ୍ଷରେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି। ରାଜ୍ୟରେ ଶାସକ ଭାଜପା ଭଲ ସ୍ଥିତିରେ ରହିଥିବା…

ଏହି ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ପୃଥ୍ବୀ ଶ’

ଭାରତୀୟ ଦଳର ଯୁବ ବ୍ୟାଟ୍ସ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ଶ ନିଜର ୨୧ତମ ଜନ୍ମଦିନ ପାଳନ କରିଛନ୍ତି। ଏବେ ୟୁଏଇରେ ଆଇପିଏଲରେ ବ୍ୟସ୍ତ ଥିବା ଶ’ଙ୍କୁ ଅନେକ ପ୍ରଶଂସକ ଏବଂ ସାଥୀ ଖେଳାଳି ଜନ୍ବଦିନ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ତାଙ୍କର ଜଣେ ଖଶସ୍‌…

ଶିବଙ୍କ ଆଗରେ କମଲ ନଇଁବା ନିଶ୍ଚିତ: ସଙ୍କଟ ମୁକ୍ତ ଭାଜପା ସରକାର

ଭୋପାଳ,୧୦।୧୧: ମଧ୍ୟପ୍ରଦେଶ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସମ୍ମୁଖରେ କଂଗ୍ରେସର କମଲନାଥଙ୍କୁ ନିଶ୍ଚିତ ନଇଁବାକୁ ପଡ଼ିବ ବୋଲି ପ୍ରାଥମିକ ଫଳାଫଳରୁ ଜଣାପଡୁଛି। ରାଜ୍ୟରେ ଉପ ନିର୍ବାଚନ ହୋଇଥିବା ୨୮ଟି ଆସନ ମଧ୍ୟରୁ ଭାଜପା ୧୮ ଆସନରେ ଆଗୁଆ ରହିଛି।…

ଆଇପିଏଲ୍‌ରେ ଏହି ଦଳର ଅଂଶବିଶେଷ ଥିଲେ ତେଜସ୍ବୀ ଯାଦବ

ବିହାର ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ ନୀତିଶ ଓ ଏନଡିଏକୁ ପଛରେ ପକାଇ ଦେଇଛି ଆରଜେଡିର ତେଜସ୍ବୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ। ତେବେ ଏହି ଟ୍ରେଣ୍ଡ ଯଦି ଲାଗି ରହେ ତେବେ ବିହାର ଆଗାମୀ…

ଓଡ଼ିଶାରେ ହେଉ ୫ ବିମାନବନ୍ଦର

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): କେନ୍ଦ୍ର ସରକାର ଆଞ୍ଚଳିକ ଯୋଗାଯୋଗକୁ ବ୍ୟାପକ କରିବା ସହ ସମସ୍ତଙ୍କ ପାଇଁ ଆକାଶପଥକୁ ସୁଗମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ଅର୍ଥନୈତିକ ଅଭିବୃଦ୍ଧି ନେଇ ଉଡ଼ାଣ ଯୋଜନାରେ ଦେଶରେ ୧୦୦ ଏୟାରଷ୍ଟ୍ରିପକୁ ବିକଶିତ କରିବାକୁ ଯୋଜନା କରିଛନ୍ତି। ଓଡ଼ିଶାରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri