Home Left

ଓଡ଼ିଆ ଫିଲ୍ମରେ ଗୀତ ଗାଇବେ ରାପର୍‌ ଦୁଲେ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କଳାହାଣ୍ଡିର ରାପର ଦୁଲେ ରକର୍‌ ଓଡ଼ିଆ ଫିଲ୍ମରେ ଗୀତ ଗାଇବେ। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ରକର୍‌ଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ…

ସଲ୍‌ମାଙ୍କ ସ୍ପେଲ୍‌ ନିର୍ଣ୍ଣାୟକ: ସ୍ମୃତି

ଶାରଜା, ୧୧।୧୧(ପି.ଟି.)- ଚଳିତ ବର୍ଷର ମହିଳା ଟି୨୦ ଚ୍ୟାଲେଞ୍ଜ୍‌ରେ ବାଜି ମାରିଛି ଟ୍ରେଲ୍‌ ବ୍ଲେଜର୍ସ। ସୋମବାର ଅନୁଷ୍ଠିତ ଫାଇନାଲରେ ଗତ ୨ ବର୍ଷର ଚାମ୍ପିୟନ ସୁପରନୋଭାସକୁ ୧୬ ରନରେ ହରାଇ ପ୍ରଥମଥରପାଇଁ ଚାମ୍ପିୟନ ହୋଇଛି ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱାଧୀନ ଏହି ଦଳ।…

ଜାତୀୟ ଚୟନକର୍ତ୍ତା ପଦ ପାଇଁ ଦରଖାସ୍ତ ଆହ୍ବାନ କଲା ବିସିସିଆଇ

ନୂଆଦିଲ୍ଲୀ,୧୧।୧୧(ପି.ଟି.): ଜାତୀୟ ଚୟନକର୍ତ୍ତା ପଦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆବେଦନ ପତ୍ର ଆହ୍ବାନ କରିଛି। ଜାତୀୟ ସିନିୟର ଚୟନ କମିଟିର ୩ଜଣ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ପୂରଣ ହେବାକୁ ଯାଉଛି। ନଭେମ୍ବର ୧୫ ଅର୍ଥାତ ରବିବାରକୁ ଦରଖାସ୍ତ ପଠାଇବାର…

କମୁଛି ସଂକ୍ରମଣ: ଭୁବନେଶ୍ୱରରେ ଆଜି ଚିହ୍ନଟ ହେଲେ ୬୩ ଆକ୍ରାନ୍ତ; ୪୮ ଲୋକାଲ କେସ୍‌

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ମଙ୍ଗଳବାର ସହରରେ ୬୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୯୮୩୭କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌…

ଦୀପିକାଙ୍କ ଫିଲ୍ମରେ ରାନୁ ମଣ୍ଡଳ ଗାଇବେ ଗୀତ, ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଦେଲେ ଏଭଳି ବାର୍ତ୍ତା

ବମ୍ବେ: ଦୀର୍ଘଦିନର ବିରତି ପରେ ଫେରୁଛନ୍ତି ସୋସିଆଲ ମିଡ଼ିଆ ସେନ୍‌ସେଶନ ରାନୁ ମଣ୍ଡଳ। ସେ ଅଭିନେତ୍ରୀ ଦିପିକା ଚିଖଲିୟାଙ୍କ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତରେ କଣ୍ଠଦାନ କରିବେ। ଅଭିନେତ୍ରୀଜଣଙ୍କ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଚଳଚ୍ଚିତ୍ରଟି ସରୋଜିନୀ ନାଇଡ଼ୁଙ୍କ ବାୟୋପିକ୍‌। ଏଥିରେ ଦୀପିକା…

ପ୍ରେମିକଙ୍କୁ ବିବାହ କରିବା ଜିଦ୍‌ରେ ହୋଡିଂ ଉପରେ ଚଢ଼ିଗଲେ ନାବାଳିକା: ଆଉ ତା’ ପରେ…

ଇନ୍ଦୋର: ପ୍ରଥମେ ଜଣଙ୍କୁ ହୃଦୟ ଦେଇ ବସିଲେ। ନାବାଳିକା ସତ୍ତ୍ୱେ ବିବାହ କରିବାକୁ ଜିଦ୍‌ ଧରିଲେ। ହେଲେ ତାଙ୍କ ମା’ ଏହାକୁ ଗ୍ରହଣ କରି ନ ଥିଲେ। ପରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଘଟଣାଟି ଇନ୍ଦୋରର ପରଦେଶିପୁରା…

ମୁମ୍ବାଇ ବିପକ୍ଷରେ ଦିଲ୍ଲୀର ଭାଗ୍ୟ ବଦଳାଇପାରନ୍ତି ଏହି ଅଲରାଉଣ୍ଡର: ଏହି ସ୍ବତନ୍ତ୍ରତା ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୩ର କ୍ୱାଲିଫାୟର-୨ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିଲେ ମାର୍କସ ଷ୍ଟୋଇନିସ୍‌। ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର ୩୮ ରନ୍‌ର ଆକ୍ରାମକ ଇନିଂସ ଖେଳିବା…

ଦିଲ୍ଲୀ ସହ ମୁମ୍ବାଇ ଫାଇନାଲ ମୁକାବିଲା: କେଉଁଠି, କିଭଳି ଦେଖିବେ ଏହି ମ୍ୟାଚ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ର-୨୦୨୦)ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ ଟିକେଟ ପାଇଥିଲା। ଅପରପକ୍ଷେ ଦିଲ୍ଲୀ ଦଳ ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଫାଇନାଲରେ…

ଷ୍ଟାରଡମ୍‌ ପାଇ ବଦଳିଗଲେ ଶେହନାଜ: ସାରାଜୀବନ ଝିଅଙ୍କ ମୁଁହ ଚାହିଁବେ ନାହିଁ ବୋଲି କହିଲେ ବାପା

ବମ୍ବେ: ବଦଳିଛି ସମୟ, ବଦଳିଛି ସମ୍ପର୍କର ପରିଭାଷା। କାଲି ଯେଉଁ ବାପା ଝିଅର ପ୍ରଶଂସା କରି ଥକୁ ନ ଥିଲେ, ସେ ଆଜି ଝିଅଙ୍କ ସହ ସାରାଜୀବନ କଥା ହେବେ ନାହିଁ ବୋଲି ଶପଥ ନେଇଥିବା କହିଛନ୍ତି। ବିଗ୍‌ବସ୍‌ ୧୩ ସିଜନ୍‌ରେ…

ଅର୍ଣ୍ଣବଙ୍କ ସପକ୍ଷରେ ବାହାରିଲେ ବଲିଉଡ୍‌ର କୁଇନ୍‌: କହିଲେ ଏଭଳି

ବମ୍ବେ: ପୁଣି ଥରେ ଚର୍ଚ୍ଚାରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ରିପବ୍ଲିକ ଟିଭି ଏଡିଟର-ଇନ-ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବାକୁ ପ୍ରତିବାଦ କରିଛନ୍ତି ସେ। ନିଜର ଟୁଇଟର ପୃଷ୍ଠାରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷ କରିଛନ୍ତି। ଟୁଇଟ୍‌…

ଘରକରଣା

ବଟରକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଚାହୁଁଥିଲେ ତାକୁ ଫ୍ରିଜରରେ ରଖନ୍ତୁ। ଫ୍ରିଜରେ ରଖନ୍ତୁ ନାହିଁ। ତେବେ ଏହାକୁ ଅଧିକ ଗନ୍ଧଥିବା କୌଣସି ଜିନିଷ ପାଖରେ ରଖନ୍ତୁ ନାହିଁ। କାରଣ ବଟର ଶୀଘ୍ର ଅନ୍ୟ ଜିନିଷର ଗନ୍ଧକୁ ଗ୍ରହଣ କରିନିଏ।…

କୋଇଲା କମ୍ପାନୀରେ କାମ କରୁଥିଲେ ଅମିତାଭ

ଟେଲିଭିଜନର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିକୁ ହୋଷ୍ଟ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ରେ ଅମିତାମ ପ୍ରତିଯୋଗୀଙ୍କ ସହ ନିଜ ବ୍ୟକ୍ତି ଜୀବନର କିଛି ଘଟଣା ଶେୟାର କରିଥାନ୍ତି। ନିକଟରେ ଶୋ’ର ଏକ ଏପିସୋଡରେ ରବିକାନ୍ତ ସାହୁ ନାମକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri