ପୁଣିଥରେ ବଲିଉଡ୍କୁ ଫେରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ: ଏଥିପାଇଁ କମ୍ କଲେ ୧୫ କିଲୋ ଓଜନ
‘ମିଟୁ’କୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଲମ୍ବା ବ୍ୟବଧାନ ପରେ ପୁଣିଥରେ ବଲିଉଡ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟକରି ତନୁଶ୍ରୀ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ସେ ନିଜର ୧୫ କିଲୋ ଓଜନ କମ୍ କରିଥିବା…
ଫାଇନାଲରେ ଅଧିନାୟକଙ୍କ ପାଇଁ ବଳିଦାନ ଦେଲେ ଏହି ଖେଳାଳି, ପରେ କହିଲେ ଏମିତି
ଆଇପିଏଲ୍ରେ ମୁମ୍ବାଇ ଲଗାତର ୨ୟ ଥର ପାଇଁ ବିଜୟମକୁଟ ପିନ୍ଧିଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରି ୫ଥର ଟାଇଟଲ୍ ବିଜୟ ହେବାରେ ସମର୍ଥ ହୋଇଛି ଏହି ଦଳ। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ରେ ଚାମ୍ପିୟନ…
ହାତୀଛୁଆର ଜନ୍ମଦିନ: ସାମିଲ ଥିଲେ ୧୫ ହାତୀ, ଭିଡିଓ ଭାଇରାଲ
କେରଳର କୋଟର ହାତୀ ପୁନର୍ବାସ କେନ୍ଦ୍ରରେ ଶ୍ରୀକୁଟୀ ନାମକ ଏକ ହାତୀଛୁଆ ଜନ୍ମଦିନ ପାଳନ କରିଛି। ବେଶ୍ ଧୂମ୍ଧାମରେ ପାଳନ କରାଯାଇଥିବା ଏହି ଉତ୍ସବରେ ୧୫ ହାତୀ ଏବଂ ମଣିଷମାନେ ମଧ୍ୟ ସାମିଲ ଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍…
ଅଙ୍ଗନଓ୍ବାଡି ପିଲାଙ୍କୁ ମିଳିବ ଚୁନାମାଛ
ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଅଙ୍ଗନଓ୍ବାଡି ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯାଉଥିଲା। ତେବେ ପୃଷ୍ଟି ପାଇଁ ସେମାନଙ୍କୁ ଅଣ୍ଡା, ଛତୁଆ ଦିଆଯାଉଥିବା ବେଳେ ଏହି ତାଲିକାରେ ବର୍ତ୍ତମାନ ଚୁନାମାଛ ସାମିଲ୍ ହେବାକୁ ଯାଉଛି। ଏଣିକି ଅଙ୍ଗନଓ୍ବାଡି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଗର୍ଭବତୀ, ପ୍ରସୂତୀ…
ମମତା ମଝିରେ କଣ୍ଟା ସାଜିଲା ଆଇନ, ପାଖରୁ ଛଡାଇ ନେଲା ନବଜାତକ
ଆଗ୍ରା,୧୧।୧୧: ମାତ୍ର କିଛି ଘଣ୍ଟାର ନିବିଡ଼ତା ପରେ କାହ୍ନାଠାରୁ ଅଲଗା ହେବା ଯଶୋଦାଙ୍କ ପାଇଁ ବେଶ୍ କଷ୍ଟଦାୟକ ଥିଲା। ଗତ ସୋମବାର ସାରେ ଆଗ୍ରାରେ ଏଭଳି କିଛି ଘଟଣା ଘଟିଛି। ଆଗ୍ରାର ଏକ ଫୁଟପାଥରେ ଶାଶୁ-ବୋହୂ ଏକ ନବଜାତ ଶିଶୁ ଉଦ୍ଧାର…
ରାଜଧାନୀର ୩ ମହଲା କୋଠାରେ ଝୁଲୁଛି ମୃତଦେହ
ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ୩ ମହଲା କୋଠାରେ ଝୁଲୁଛି ମୃତଦେହ। ରାଜଧାନୀ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ବୁଧବାର ସକାଳେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମୃତକ ଜଣଙ୍କ ହେଲେ ପିପିଲିର ଜାଜୁଲ୍ୟ ନାଥ(୫୭)। ଜାଜୁଲ୍ୟ ସହିଦସ୍ପୋଟିଂ ନିକଟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ…
ଆମେରିକାର ଅଭିଯୋଗ: କରୋନା ସମ୍ପର୍କିତ ସୂଚନା ପ୍ରସାର କରିବାରେ ଡବ୍ଲ୍ୟୁଏଚ୍ଓ ବିଫଳ
ଓ୍ବାଶିଂଟନ,୧୧।୧୧: ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ବିରୋଧରେ ଆମେରିକା ଗୁରୁତର ଅଭିଯୋଗ ଆଣିଛି। ଆମେରିକା କହିଛି ଯେ, କରୋନ ଭୂତାଣୁର ଉତ୍ପତ୍ତି ତଥା ଏସମ୍ପର୍କିତ ତଥ୍ୟ ପ୍ରସାର କରିବାରେ ଡବ୍ଲ୍ୟୁଏଚ୍ଓ ବିଫଳ ରହିଛି। ଚାଇନା ପାଖରେ ଏସମ୍ପର୍କିତ ତଥ୍ୟ ମହଜୁଦ୍ ଥିଲେ ମଧ୍ୟ ଜାଣିଶୁଣି…
ହାରିଗଲେ ଶିକ୍ଷା ମନ୍ତ୍ରୀ
ପାଟନା, ୧୧।୧୧: ବିହାର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ ଝଟ୍କା ଲାଗିଛି। ଗୋଟିଏ ପଟେ ତାଙ୍କ ଦଳ ଜେଡିୟୁ ଚଳିତ ନିର୍ବାଚନରେ ୨୮ଟି ଆସନ ହରାଇଥିବା ବେଳେ ଅନ୍ୟ ପଟେ ସରକାର ସାମିଲ ଥିବା ୩ ଜଣ ମନ୍ତ୍ରୀ ମଧ୍ୟ…
ଦଳକୁ ଚାମ୍ପିୟନ କରାଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ରହିଗଲା ଗୋଟିଏ ଦୁଃଖ
ଆଇପିଏଲ୍ ୨୦୨୦ ଜିତି ଟୁର୍ନାମେଣ୍ଟ ଇତିହାସରେ ସବୁଠାରୁ ସଫଳ ଦଳଭାବେ ମୁମ୍ବାଇ ଇଣ୍ଡିଆନ୍ସ ଏହାକୁ ମିଶାଇ ମୋଟ ୫ ଥର ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା। ୧୫୭…
ଭାଜପାକୁ ଟାର୍ଗେଟ କଲା ଶିବସେନା: ଚିରାଗଙ୍କୁ ଆଣି ନୀତିଶଙ୍କୁ ହରାଇବା ହିଁ ମୁଖ୍ୟ ରାଜନୀତି !
ମୁମ୍ବାଇ,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ଭାଜପା ଜାଣିଶୁଣି ଚିରାଗ ପାସଓ୍ବାନଙ୍କୁ ବିହାର ରାଜନୀତିରେ ପ୍ରବେଶ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହରାଇବା ହିଁ ଭାଜପାର…
ବିଜୟ ପରେ ସମସ୍ତଙ୍କଠାରୁ ଦୂରରେ ଛିଡ଼ା ହୋଇଥିଲେ ଅଧିନାୟକ ରୋହିତ ଶର୍ମା: ଜାଣନ୍ତୁ କାହିଁକି…
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ବିକେଟରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫,…
ଇତିହାସ ରଚିବେ ନୀତିଶ
ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟ ସହିତ ନୀତୀଶ କୁମାର ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ୭ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିହାରରେ ଆରଜେଡି ହଟାଇ ମୁଖ୍ୟମନ୍ତ୍ରୀ…
Archives


