Posted inଜାତୀୟ

ଖୁବଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ଦିଦି

କୋଲକାତା,୧୩ ।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବ୍‌ଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଜଣାପଡିଛି । ମାର୍ଚ୍ଚ ୧୫ରୁ ଅର୍ଥତ୍ ମାତ୍ର ୨ ଦିନ ପରେ ପୁଣି ସେ ବିଭିନ୍ନ ସ୍ଥାନରେ ନିର୍ବାଚନ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ସାରିଲାଣି । ଗୋଟିଏ ଦିନ ପୂର୍ବରୁ ହ୍ୱିଲ ଚେୟାରରେ ବସୁଥିବା ମମତା ୧୫ ମାର୍ଚ୍ଚକୁ ପୁରୁଲିୟା, ୧୬ ମାର୍ଚ୍ଚରେ ବାଙ୍କୁରା ଓ ୧୭ ମାର୍ଚ୍ଚରେ ଝାରଗ୍ରାମରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ମମତା ନନ୍ଦିଗ୍ରାମରେ ପ୍ରର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ଓ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୋଟିଏ ଦିନ ପୂର୍ବରୁ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ସହ ହ୍ୱିଲ ଚେୟାରେ ବସି ନିର୍ବାଚନ ପ୍ରଚାର କରିବେ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଅମିତ ଶାହାଙ୍କୁ ଭେଟିଲେ ଡୋଭାଲ

ନୂଆଦିଲ୍ଲୀ,୨।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ଓ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଗୁରୁବାର ଭେଟିଛନ୍ତି।...

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

ଭାଜପାରୁ ପ୍ରାର୍ଥୀ ହେବା ସନ୍ନିଙ୍କର ଭଲ ନିଷ୍କତ୍ତି: ହେମା ମାଳିନୀ

ମୁମ୍ବାଇ,୨୯।୪: ପଞ୍ଜାବ ଗୁରୁଦାସପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ବଲିଉଡ୍‌ ନାୟକ ସନ୍ନି ଦେଓଲ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏହାକୁ ନେଇ ମତ ରଖିଛନ୍ତି...

ଲକ୍‌ଡାଉନ୍‌ରେ ଘରେ ରହିବାକୁ ଲୋକଙ୍କୁ ବୁଝାଉଛନ୍ତି ଯମରାଜ: ବାହାରେ ବୁଲିଲେ ବାନ୍ଧିନେବ ମୃତ୍ୟୁଦୂତ !

ହାଇଦ୍ରାବାଦ୍‌ ,୨।୪: ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ସଚେତନତା ଅଭାବରୁ ବହୁ ଲୋକ ଏହାକୁ...

ଦେଶର ଅର୍ଥବ୍ୟବସ୍ଥା ଆଇସିୟୁରେ: ଚିଦାମ୍ବରମ୍‌

ନୂଆଦିଲ୍ଲୀ,୮।୨: ଦେଶର ଅର୍ଥବ୍ୟବସ୍ଥା ଅତି ସଙ୍କଟ ଜନକ ସ୍ଥିତିରେ ଆଇସିୟୁରେ ଭର୍ତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗରିବଙ୍କ ବିରୋଧୀ। ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି...

ଡେଙ୍ଗୁ ସମୀକ୍ଷା ପାଇଁ ରଜତ ଆନେଜା ଆମିକସ୍‌ କ୍ୟୁରୀ ନିଯୁକ୍ତ…

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଡେଙ୍ଗୁ ରୋକିବାରେ...

ଲକ୍ଷ୍ନୌରେ କରୋନା ମୃତ୍ୟୁ ସଂଖ୍ୟା ଲୁଚାଯାଉଛି

ଲକ୍ଷ୍ନୌ, ୧୪ା୪- ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ରାଜଧାନୀ ଲକ୍ଷ୍ନୌର କରୋନା ସ୍ଥିତି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଲକ୍ଷ୍ନୌରେ କୋଭିଡ୍‌ ୧୯ କାରଣରୁ ସରକାରୀ ସ୍ତରରେ...

ଲୋକତନ୍ତ୍ରରେ ହିଂସା ଦୁର୍ଭାଗ୍ୟପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଲୋକତନ୍ତ୍ରରେ ଏଭଳି ହିଂସା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଟୁଇଟ୍‌ କରି...

Advertisement
Archives

Model This Week