Posted inଜାତୀୟ

ପଶ୍ଚିମବଙ୍ଗକୁ ଦୁର୍ଯ୍ୟୋଧନ, ଦୁଃଶାସନ ଦରକାର ନାହାନ୍ତି

ନୂଆଦିଲ୍ଲୀ,୧୯।୩ : ପଶ୍ଚିମବଙ୍ଗକୁ ଦୁର୍ଯ୍ୟଧନ, ଦୁଶାସନ ଦରକାର ନାହାନ୍ତି। ଏଭଳି କହି ଭାଜପାର ନେତୃତ୍ୱକୁ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବ ମେଦିନିପୁରର ଇଗ୍ରାଠାରେ ଏକ ରାଲିକୁ ସମ୍ବୋଧନ ଦେଇ ସେ କହିଛନ୍ତି, ଆମକୁ ଭାଜପା ଦରକାର ନାହିଁ। ଏହି ଦଳକୁ ବିଦାୟ ଦେବା। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ଦେଖିବାକୁ ଚାହୁଁନା। ଆଉ ଦଙ୍ଗାକାରୀ ଓ ଲୁଟେରା ଆମର ଦରକାର ନାହିଁ। ଆମେ ଦୁର୍ଯ୍ୟଧନ, ଦୁଶାସନ ଓ ମିର ଜାଫରଙ୍କୁ ମଧ୍ୟ ଚାହୁଁନା। ଗଦ୍ଦାର ଓ ଦେଶଦ୍ରୋହୀ ମିର ଜାଫର ଏବେ ଭାଜପାର ପ୍ରାର୍ଥୀ। ଏହା ଗୌରିକ ଦଳର ହତାଶାକୁ ଦର୍ଶାଉଛି।

ଆଉ କଂଗ୍ରେସ ଓ ସିପିଏମ୍‌କୁ ଭାଜପାର ବନ୍ଧୁ ଦଳ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ। ୨୯ ତାରିଖଠାରୁ ଆରମ୍ଭ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ ପର୍ଯ୍ୟାୟ ଅନୁଷ୍ଠିତ ହେବ। ମେ’ ୨ ତାରିଖରେ ଭୋଟଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଠି ହେର୍‌ଫେର୍‌ ଅଭିଯୋଗ: ଅଷ୍ଟ୍ରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲେ ଭାରତ ସରକାର

ନୂଆଦିଲ୍ଲୀ,୩୦।୧୨: ପାଣ୍ଠି ହେର୍‌ଫେର୍‌ ଅଭିଯୋଗ ଆସିବା ପରେ ଭାରତ ସରକାର ଅଷ୍ଟ୍ରିଆରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରେନୁପାଲଙ୍କୁ ଫେରାଇ ଆଣିଛନ୍ତିି। ରେନୁଙ୍କ କାର୍ଯ୍ୟକାଳ ପୂରଣ ହେବାର...

ଏଏପି ଛାଡ଼ିବେ ଅଲ୍‌କା ଲାମ୍ବା

ନୂଆଦିଲ୍ଲୀ, ୫ା୮(ପି.ଟି.): ଏଏପି ଉପରେ ଅସନ୍ତୁଷ୍ଟ ଥିବା ଚାନ୍ଦ୍‌ନିଚୌକ୍‌ ବିଧାୟକ ଅଲ୍‌କା ଲାମ୍ବା ଦଳ ଛାଡ଼ିବାକୁ ରବିବାର ଆଗ୍ରହ ପ୍ରକାଶ କରିଛନ୍ତି। ଜନସଭାରେ ସମର୍ଥକଙ୍କ ମତାମତ...

ଭାରତରେ ୫-ଜି ସୁବିଧା ମିଳିବାରେ ହେବ ବିଳମ୍ବ !

ନୂଆଦିଲ୍ଲୀ,୨।୬: ଭାରତରେ ୫-ଜି ସୁବିଧା ମିଳିବାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଦେଶରେ ମୋବାଇଲ୍‌ ଇନଫ୍ରାଷ୍ଟକଚର କାର୍ଯ୍ୟ ଧୀରେ ଧୀରେ ହେଉଥିବାରୁ ୨୦୨୦ ସୁଦ୍ଧା ମଧ୍ୟ...

ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ...

ରାଜସ୍ଥାନ ଝଡ଼ ଏବେ ପଞ୍ଜାବ ମୁହାଁ…

ନୂଆଦିଲ୍ଲୀ, ୧୩।୮: କଂଗ୍ରେସରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜସ୍ଥାନରେ ସଚିନ ପାଇଲଟ୍‌ଙ୍କୁ ନେଇ ଦେଖାଦେଇଥିବା ଝଡ଼ ଶାନ୍ତ ପଡ଼ିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ କୂଟନୀତି...

୫ ହଜାର ବର୍ଷର ଭାରତ-କାନ୍ଦାହାର ସମ୍ପର୍କ

ନୂଆଦିଲ୍ଲୀ, ୨୩ା୮: ଇତିହାସର ଆଫଗାନିସ୍ତାନ ବର୍ତ୍ତମାନଠାରୁ ଥିଲା ସମ୍ପୂର୍ଣ୍ଣ ଅଲଗା। ଦିନେ ଏହା ଗାନ୍ଧାର ଭାବେ ପରିଚିତ ଥିଲା ବୋଲି ଅଧ୍ୟୟନ କୁହେ। ବାସ୍ତବରେ ମଧ୍ୟ...

ମନ୍ଦିର ପରିସରରେ ମୋବାଇଲ ଫୋନ୍‌ ବ୍ୟବହାର ମନା : ହାଇକୋର୍ଟଙ୍କ ରାୟ…

ଚେନ୍ନାଇ,୩।୧୨ : ମାଡ୍ରାସ ହାଇକୋର୍ଟ ମନ୍ଦିର ପରିସର ମଧ୍ୟରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତାମିଲନାଡୁ ସରକାରଙ୍କ ଏଚଆର୍‌ ଆଣ୍ଡ ସିଇ...

ପରି ଚୌକ ମେଟ୍ରୋ ଷ୍ଟେଶନ ହେଲା ‘ପିଙ୍କ ଷ୍ଟେଶନ’: ମହିଳାଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୬।୩: ନଏଡା ସେକ୍ଟର ୭୬ ଓ ପରି ଚୌକ ମେଟ୍ରୋ ଷ୍ଟେଶନକୁ ‘ପିଙ୍କ ଷ୍ଟେଶନ’ ଭାବେ ନାମିତ କରାଯାଇଛି। ଶୁକ୍ରବାର ନଏଡା ମେଟ୍ରୋ ରେଲ କର୍ପୋରେଶନର...

Advertisement
Archives

Model This Week