Advertisement

ମହାମାରୀ ସତ୍ତ୍ୱେ ଏହା ବିଶ୍ୱର ସବୁଠୁ ସୁଖୀ ଦେଶ

ହେଲସିଙ୍କି (ଫିନଲାଣ୍ଡ),୧୯।୩ : ବିଶ୍ୱର ସବୁଠୁ ସୁଖୀ ଦେଶ ମାନ୍ୟତା ପାଇଛି ଫିନଲାଣ୍ଡ। ମହାମାରୀ ସତ୍ତ୍ୱେ କ୍ରମାଗତ ଚତୁର୍ଥ ଥର ପାଇଁ ଫିନଲାଣ୍ଡ ବଜାୟ ରଖିଛି ଏହି ମାନ୍ୟତା। ୟୁଏନ୍‌ ପକ୍ଷରୁ ବାର୍ଷିକ ପ୍ରକାଶ ପାଉଥିବା ଓ୍ବାଲର୍‌ଡ ହାପିନେସ ରିପୋର୍ଟରେ ଏହା ଦର୍ଶାଯାଇଛି ।

୧୪୯ଟି ଦେଶର ନାଗରିକଙ୍କୁ ସେମାନଙ୍କ ଖୁସି, ଦେଶର ଜିଡିପି, ସାମାଜିକ ସମର୍ଥନ, ବ୍ୟକ୍ତିଗତ ସ୍ୱାଧୀନତା ଓ ଗତ ୩ ବର୍ଷରେ ଦେଶର ଦୁର୍ନୀତି ହାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହି ତାଲିକାରେ ପୂର୍ବ ଭଳି ୟୁରୋପିଆନ ଦେଶର ଆଧିପତ୍ୟ ରହିଛି। ଫିନଲାଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଡେନମାର୍କ। ଟପ୍‌-୫ରେ ସ୍ଥାନ ପାଇଥିବା ଅନ୍ୟ ଦେଶଗୁଡ଼ିକ ହେଲା ସୁଇଜରଲାଣ୍ଡ, ଆଇସ୍‌ଲାଣ୍ଡ ଓ ନେଦରଲାଣ୍ଡ। ନ୍ୟୁଜିଲାଣ୍ଡ ଗୋଟିଏ ସ୍ଥାନ ତଳକୁ ଖସି ନବମରେ ପହଞ୍ଚିଛି। ପୁଣି ଥରେ ଟପ୍‌-୧୦ରେ ସ୍ଥାନ ପାଇଥିବା ଦେଶ ମଧ୍ୟରେ ନ୍ୟୁଜିଲାଣ୍ଡ ଏକମାତ୍ର ଅଣ ଇଉରୋପୀୟ ଦେଶ।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ୍‌ର ୨ ଡୋଜ୍‌ ନେଇ ବି ସହରରେ ୪୦୦୦ ଜଣଙ୍କୁ କରୋନା…

ଓ୍ବାଶିଂଟନ,୨୩।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାକ୍ସିନ୍‌ ପ୍ରଦାନ କରାଯାଉଛି। ଆମେରିକାର ମାସାଚୁସେଟସ୍‌ ସହରରେ କରୋନା ଭାକ୍ସିନ୍‌ର ୨ ଡୋଜ୍‌ ନେବା ପରେ...

ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି ଜିନ୍‌ପିଙ୍ଗ୍‌, ଭିଏତ୍‌ନାମ ସୀମାରେ ଚାଇନା ଯୁଦ୍ଧପୋତ…

ବେଜିଂ, ୬।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କ...

ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍‌ ଜାରି...

ରାଗିଗଲେ ପ୍ରଧାନମନ୍ତ୍ରୀ: ଖବରଦାତାଙ୍କ ଉପରେ ସାନିଟାଇଜର୍‌ ସିଞ୍ଚିଲେ

ବ୍ୟାଙ୍କକ୍‌,୧୦।୩: ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ସଚା ନିଜ ବ୍ୟବହାରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଖବରଦାତାଙ୍କୁ ଉପରକୁ ରାଗିଯାଇ ସାନିଟାଇଜର୍‌...

କ୍ୱାରାଣ୍ଟାଇନ୍‌ରେ ଥିଲେ ଜିନ୍‌ପିଙ୍ଗ୍‌

ବେଜିଂ,୨୮।୯:  ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ନେଇ ଉଠିଥିବା ଗୁଜବ ଓ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଉଜ୍‌ବେକିସ୍ତାନର ସମରକନ୍ଦ ଏସ୍‌ସିଓ ସମ୍ମିଳନୀରୁ ଗତ ୧୬ ତାରିଖରେ...

ଜିନପିଙ୍ଗ ଶପଥ ଗ୍ରହଣ ଉତ୍ସବ ପାଇଁ ନିଜେ ସ୍ଥିର କରିଛନ୍ତି ନିୟମ…

ବେଜିଂ,୧୫।୧୦ : ଚାଇନା ରାଷ୍ଟ୍ରପତି ଭାବରେ ଶି ଜିନପିଙ୍ଗଙ୍କ ଶପଥ ଗ୍ରହଣ ପୂର୍ବରୁ କମ୍ୟୁନିଷ୍ଟ ପାର୍ଟି (ସିପିସି) ତାଙ୍କୁ ସମର୍ଥନ କରିବା ପାଇଁ ସମସ୍ତ ପ୍ରସ୍ତୁତି...

କ୍ୱିଭ୍‌ରୁ ରୁଷିଆ ସେନା ଫେରିବା ପରେ ମିଳିଲା ୯୦୦ରୁ ଊର୍ଦ୍ଧ୍ୱ ମୃତଦେହ

କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହେଲାଣି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ପ୍ରାୟ ସମସ୍ତ ବଡ ବଡ ସହରକୁ ଧ୍ୱଂସ...

ପ୍ରତି ନାଗରିକଙ୍କୁ ୨୦୦ ଡଲାର ଦେବ ତାଇଓ୍ବାନ…

ତାଇପେ,୫।୧ : ତାଇୱାନ ନୂଆ ବର୍ଷରେ ଏହାର ପ୍ରତ୍ୟେକ ନାଗରିକଙ୍କୁ ପ୍ରାୟ ୨୦୦ ଡଲାର (ପ୍ରାୟ ୧୬,୦୦୦ ଟଙ୍କା) ଦେବାକୁ ଯୋଜନା କରିଛି। ଏହା ଘୋଷଣା...

Advertisement
Archives

Model This Week