କମ୍ ସମୟରେ ଶୀଘ୍ର ମେକ୍ଅପ୍
ଶୀଘ୍ର ମେକ୍ଅପ୍ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏଥିପାଇଁ ଆପଣଙ୍କୁ କେଉଁ ସବୁ ଦିଗପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ ସେନେଇ ଜାଣି ରଖନ୍ତୁ… ଶୀଘ୍ର ମେକ୍ଅପ୍ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ…
ଶୀତଦିନିଆ କିଚେନ ଗାର୍ଡେନ
କାହା ପାଇଁ ସମୟ କାଟିବାର ବାହାନା ତ କାହା ପାଇଁ ଖର୍ଚ୍ଚକାଟର ମନ୍ତ୍ର। ଆଉ କିଏ ଖୁସିରେ କରନ୍ତି ଗାର୍ଡେନିଂ। ଏମିତି ଅନେକ ବାହାନା ନେଇ ମହିଳାମାନେ କରୁଛନ୍ତି କିଚେନ୍ ଗାର୍ଡେନ୍। ଆଉ ଶୀତଦିନ ହୋଇଥିବାରୁ ଏବେ ଅଧିକାଂଶ ମହିଳା ନିଜ…
ଏୟାର ଇଣ୍ଡିଆ ୱାନରେ ପ୍ରଥମଥର ଯାତ୍ରା କଲେ ରାଷ୍ଟ୍ରପତି କୋବିନ୍ଦ
ନୂଆଦିଲ୍ଲୀ,୨୪ ।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦଙ୍କ ସହ ଏୟାର ଇଣ୍ଡିଆ ୱାନ ବି-୭୭୭ରେ ପ୍ରଥମଥର ଚେନ୍ନାଇ ଯାତ୍ରା କରିଛନ୍ତି । ରାଷ୍ଟ୍ରପତି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପୂଜା କରିବା ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି…
ବିଜେଡି ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସୋମବାର ବିଜୁ ଓ ଛାତ୍ର ବିଜୁ ଜନତା ଦଳର ସାଂଗଠନିକ ନିଯୁକ୍ତି ଦିଆଯାଇଛି। ଏ ନେଇ ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ…
ଡିଟିପିରେ ମିଳୁଛି କୁଜଙ୍ଗ ରାଜାଙ୍କ ହାତପଟ୍ଟା
କେନ୍ଦ୍ରାପଡା ଅଫିସ, ୨୪।୧୧: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ ଅଞ୍ଚଳର ଜମି ଜାଲିଆତି ଘଟଣା ବାହାରକୁ ଆସିଛି। ଗୋଟିଏ ପରିବାରର ୪ଟି ଜାତି ମାମଲାର ତଦନ୍ତ ସମୟରେ ଏହି ତଥ୍ୟ ଜଣାପଡ଼ିଛି। କୁଜଙ୍ଗ…
ସିଲ୍ ହେଲା ଆଉଏକ ନକଲି ଗୁଟ୍ଖା କାରଖାନା
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପୁରୁଣା ଆଇସ୍କ୍ରିମ ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ଗୁଟ୍ଖା ଓ ଜର୍ଦ୍ଦା କାରଖାନା। ବେଆଇନ ଭାବେ ହେଉଥିଲା କୋଟି କୋଟି ଟଙ୍କାର କାରବାର। ସୋମବାର ଜଗତପୁର ଥାନା ପୋଲିସ ଶିଳ୍ପାଞ୍ଚଳ ଫେଜ୍-୩ସ୍ଥିତ ଉକ୍ତ କାରଖାନାରେ ଚଢ଼ାଉ କରି ୫୦ ବସ୍ତା…
୧,୦୦୩ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି
ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ୧,୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ ୯୩୯ଟି ସିନିୟର ଏସ୍ଇଏସ୍ ପ୍ରଧାନଶିକ୍ଷକ ଓ ୬୪ଟି ଓଇଏସ୍-୨ ପ୍ରଧାନଶିକ୍ଷକ ପଦବୀ ରହିଛି। ତେବେ ଓଇଏସ୍-୨ ପ୍ରଧାନଶିକ୍ଷକ ପଦବୀଗୁଡ଼ିକ ଯଥାରୀତି ପୂରଣ କରାଯାଉଛି ବୋଲି…
ବିଧାନସଭାରେ ପାରିତ ହେଲା ୨ ବିଲ୍
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଓଡ଼ିଶା ସ୍ଥାନୀୟ ପାଣ୍ଠିରେ ହେରଫେର କରିଥିବା ଅଧିକାରୀଙ୍କୁ ଏଣିକି ଇଲେକ୍ଟ୍ରୋନିକ ମାଧ୍ୟମରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ। ଏହାର ଅବଧି ଶେଷ ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଅର୍ଥ ବିଭାଗ…
କେବିକେରେ ୧୫ରୁ ଅଧିକ ପିଲା ଥିଲେ ସ୍କୁଲ ରହିବ
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସ୍କୁଲ୍ ବନ୍ଦ ପ୍ରସଙ୍ଗରେ ଶେଷରେ ବିରୋଧୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ସିଡ୍ୟୁଲ ଏରିଆ ତଥା ଆଦିବାସୀ ଅଞ୍ଚଳ ଭଳି ରାଜ୍ୟର କେବିକେ ଅଞ୍ଚଳରେ ମଧ୍ୟ ୧୫ରୁ ଅଧିକ ପିଲା ଥିଲେ ସ୍କୁଲ୍ ରହିବ। ଏନେଇ ସୋମବାର ବିଧାନସଭାରେ…
ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି
ପୁରୀ ଅଫିସ, ୨୪।୧୧: ପୁରୀ ଟାଉନ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି। ଏ ନେଇ ସୋମବାର ପୋଲିସ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ଟାଉନ ପୋଲିସ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ଚୁଡ଼ଙ୍ଗ ସାହିର…
‘ଖୋର୍ଦ୍ଧାକୁ ଐତିହ୍ୟ ସହର ଘୋଷଣା କରାଯାଉ’
ଖୋର୍ଦ୍ଧା ଅଫିସ,୨୪।୧୧: ପାଇକ ସଂଗ୍ରାମ ଓଡ଼ିଆ ଜାତିର ଅସ୍ମିତା। ଇତିହାସକୁ ଭୁଲିଲେ ଐତିହ୍ୟ ନଷ୍ଟ ହୋଇଯିବ। ବ୍ରିଟିଶ୍ ସରକାରଙ୍କ ବିରୋଧରେ ୧୮୦୪ ରେ ଜୟୀ ରାଜଗୁରୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୁଦ୍ଧ, ୧୮୧୭ରେ ଗଣଯୁଦ୍ଧରେ ପରିଣତ ହୋଇଥିଲା। ସରକାର ବର୍ତ୍ତମାନ ପର୍ଯ୍ୟନ୍ତ…
ଆଞ୍ଜେଲ ଏଗ୍ରିଟେକ୍ ନିର୍ଦ୍ଦେଶକଙ୍କୁ ଗିରଫ କଲା ସିବିଆଇ
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଚିଟ୍ଫଣ୍ଡ୍ ଠକେଇ ମାମଲାରେ ଆଞ୍ଜେଲ ଏଗ୍ରିଟେକ କମ୍ପାନୀର ଡାଇରେକ୍ଟର ଏସ୍.କେ. ନାଜିବୁଲ୍ଲାଙ୍କୁ ସିବିଆଇ ପଶ୍ଚିମବଙ୍ଗରୁ ଗିରଫ କରିଛି। ଏହି କମ୍ପାନୀ ଓଡିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ୪୫୪.୫୪ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା। ନାଜିବୁଲ୍ଲା କୋଲକାତାସ୍ଥିତ…
Archives


