ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍: ୬ ତାଲିବାନ୍ ଆତଙ୍କବାଦୀ ମୃତ
କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୬ ତାଲିବାନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନିସ୍ତାନ ଏୟାର ଫୋର୍ସ ପକ୍ଷରୁ କୁହାଯାଇଛି। ଜାରି ଜିଲାରେ ଥିବା ତାଲିବାନ ଆତଙ୍କବାଦୀ ଶିବିର…
ବାଇଡେନ୍ଙ୍କ ନୂଆ କ୍ୟାବିନେଟ ଘୋଷଣା
ୱାଶିଂଟନ,୨୪ ।୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ୍ କାର୍ଯ୍ୟଭାର ଗ୍ରହଣ କରିବାକୁ ଥିଲେ ସୁଦ୍ଧା ଏବେଠାରୁ ସେ କ୍ୟାବିନେଟର ରୂପରେଖ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି…
ବିଏମ୍ଡବ୍ଲ୍ୟୁ କାରରେ ମଇଳା ଉଠାଉଛନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଝାରଖଣ୍ଡର ରାଞ୍ଚିରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ବିଳାସପୂର୍ଣ୍ଣ କାର ବିଏମ୍ଡବ୍ଲ୍ୟୁରେ ରାସ୍ତାରୁ ମଇଳା ବୋହି ନେଉଥିବା ଦେଖିବାକୁ ମିଳିଛି। ରାଞ୍ଚିର ଏହି ଯୁବ ବ୍ୟବସାୟୀ ଜଣଙ୍କ ହେଲେ ପ୍ରିନ୍ସ ଶ୍ରୀବାସ୍ତବ। ବିଏମ୍ଡବ୍ଲ୍ୟୁ କାରରେ ଅଳିଆ…
ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିଜର ଆଙ୍ଗୁଳି କାଟିଲେ ପ୍ରଶଂସକ
ଜେହାନାବାଦ,୨୪।୧୧: ନିକଟରେ ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ନିଜର ଖୁସି ଜାହିର କରୁଛନ୍ତି। କିଏ ପୂଜାର୍ଚ୍ଚନା କରୁଛି ତ ଆଉ କିଏ ମିଠା ବଣ୍ଟନ କରି…
ସଲମାନ୍ଙ୍କ ପାଇଁ ସ୍କୁଲରେ ଦଣ୍ଡ ଭୋଗିଥିଲେ ବାପା ସଲିମ: ଜାଣନ୍ତୁ କାହିଁକି….
ଦବଙ୍ଗ ଷ୍ଟାର ସଲମାନ ଖାନ୍ଙ୍କ ବାପା ତଥା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସ୍କ୍ରିପ୍ଟ ରାଇଟର ସଲିମ ଖାନ୍ ଇତିମଧ୍ୟରେ ୮୫ ବର୍ଷର ହୋଇଯାଇଛନ୍ତି। ୨୪ ନଭେମ୍ବର, ୧୯୩୫ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ସଲିମଙ୍କର ଆଜି ହେଉଛି ଜନ୍ମଦିନ। ୧୯୬୪ ମସିହାରେ…
ପରୀ ହତ୍ୟାକାଣ୍ଡ ଘଟଣା: ନ୍ୟାୟ ନ ମିଳିବାରୁ ବିଧାନସଭା ସମ୍ମୁଖରେ ମା’ ବାପାଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର/ନୟାଗଡ଼ ଅଫିସ,୨୪।୧୧(ବ୍ୟୁରୋ): ନୟାଗଡ଼ ସଦର ଥାନା ଯଦୁପୁର ଗ୍ରାମରେ ପ୍ରାୟ ୪ମାସ ତଳେ ଘଟିଥିବା ପରୀ (୫) ନାମକ ଶିଶୁକନ୍ୟା ହତ୍ୟା ଘଟଣାରେ ଏଯାଏ ତାଙ୍କ ପରିବାରକୁ ନ୍ୟାୟ ମିଳି ନାହିଁ । ପୋଲିସ ଓ ଜିଲା ପ୍ରଶାସନ ଉପରେ ଅସନ୍ତୋଷ…
ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ସେନା
ନୂଆଦିଲ୍ଲୀ,୨୪ ।୧୧: ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ଲ୍ୟାଣ୍ଡ ଆଟାକ ଭର୍ସନର ମଙ୍ଗଳବାର ଭାରତୀୟ ସେନା ସଫଳ ପରୀକ୍ଷଣ କରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ସେନା ମଙ୍ଗଳବାର ଆଣ୍ଡମାନ ନିକୋବର ଦ୍ୱୀପରୁ କ୍ରୁଜ କ୍ଷେପଣାସ୍ତ୍ରର ସଫଳ…
ଚନ୍ଦ୍ର ମୁହାଁ ଚାଙ୍ଗ୍ ଇ-୫
ବେଜିଂ,୨୪।୧୧: ଚାଇନାର ମହାକାଶ ଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହେନାନ୍ ପ୍ରଦେଶର ଓ୍ବେନ୍ଚାଙ୍ଗ୍ ମହାକାଶ କେନ୍ଦ୍ରରୁ ଚାଙ୍ଗ୍ ଇ-୫ ଯାନ ମାର୍ଚ୍ଚ-୫ ରକେଟ ଦ୍ୱାରା ମଙ୍ଗଳବାର ଭୋର୍ ୪ଟା ୩୦ରେ ଉତ୍କ୍ଷେପଣ କରାଯାଇଛି। ଏହା ଚନ୍ଦ୍ରରୁ ମାଟି ସମେତ…
ପରଲୋକରେ ଟେଲି ଅଭିନେତା
ମୁମ୍ବାଇ,୨୪।୧୧: ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ ବା ସିରିୟଲ୍ ଜଗତ ପାଇଁ ଏକ କଳାବର୍ଷ ପାଲଟିଛି। ୨୦୨୦ କେତେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଂଶକଙ୍କଠାରୁ ଛଡ଼ାଇନେଇଛି। ଇତିମଧ୍ୟରେ ଜଣାଶୁଣା ଟେଲି ଅଭିନେତା ତଥା ‘ସସୁରାଲ ସିମର କା’ ଫେମ୍…
ଦାରିଙ୍ଗବାଡ଼ିରେ ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ
ଦାରିଙ୍ଗବାଡ଼ି,୨୪।୧୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ଶୀତ ଅନୁଭୁତ ହୋଇଛି। ମଙ୍ଗଳବାର ସକାଳ ୮ଟାରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା…
କର୍କଟରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା
ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସିଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ଚିକିତ୍ସିତ ହେଉଥିବା ତାମିଲନାଡୁର…
ଗାଜର, ଧନିଆପତ୍ର ରୁଟି
ଆବଶ୍ୟକ ସାମଗ୍ରୀ ଗାଜର- ଅଧା କପ୍ (କୋରା), ଧନିଆ ପତ୍ର- ଅଳ୍ପ (କଟା), ଚାଉଳ ଗୁଣ୍ଡ- ଅଳ୍ପ, ସୋୟା ଅଟା- ଚଉଠ କପ୍, ହଳଦୀ ଗୁଣ୍ଡ- ଅଧା ଚାମଚ, ଘିଅ ଓ ତେଲ ଆବଶ୍ୟକ ଅନୁସାରେ, ଲୁଣ ସ୍ବାଦ ଅନୁସାରେ। ପ୍ରଣାଳୀ:…
Archives


