ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫସିଲେ ମେସି
ବାର୍ସିଲୋନା,୩ା୧୨- କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଅକାଳ ବିୟୋଗ ପରେ ବିଶ୍ୱର ବିଭିନ୍ନ କ୍ରୀଡ଼ାବିତ୍ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ହେଲେ ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାକୁ ମହଙ୍ଗା ପଡ଼ିଛି। ଓସାସୁନା ବିପକ୍ଷରେ ଗତ…
୨୦୨୦ରେ ଆତ୍ମହତ୍ୟା କରିଛନ୍ତି ଏହି ୫ ପ୍ରସିଦ୍ଧ କଳାକାର
୨୦୨୦ ମସିହା ଶେଷ ହେବାକୁ ବସିଲାଣି। ବର୍ଷର ଶେଷ ଅର୍ଥାତ୍ ଡିସେମ୍ବର ଆରମ୍ଭ ହୋଇଯାଇଛି। ମହାମାରୀ କରୋନା ଯୋଗୁ ଏହି ବର୍ଷ କାହାପାଇଁ ଭଲ ରହିନାହିଁ। ସମସ୍ତେ କରୋନା ଭୟରେ ଜୀବନ ବିତାଉଛନ୍ତି। ଚଳିତବର୍ଷ ସାଧାରଣ ଲୋକଙ୍କଠାରୁ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ…
ଅପସନ୍ଦ ସ୍ବାମୀଙ୍କୁ ବଦଳାଇପାରିବେ: ଏହି ଦେଶରେ ମହିଳାଙ୍କୁ ମିଳିଛି ଅଜବ ସ୍ବାଧୀନତା
ମୁସଲମାନ ସମ୍ପ୍ରଦାୟରେ ସ୍ତ୍ରୀ ଥିବା ବେଳେ ଜଣେ ପୁରୁଷ ଦ୍ୱିତୀୟ କିମ୍ବା ତୃତୀୟ ବିବାହ କରୁଥିବା ଆମେ ଦେଖିଛୁ। ଆମର ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ହୋଇଥାଏ। ତେବେ ଏଠାରେ କେବଳ ପୁରୁଷ ନୁହନ୍ତି, ମହିଳାଙ୍କୁ ମଧ୍ୟ ଅନ୍ୟ ପୁରୁଷ ସହ…
ଭିଜିଲାନ୍ସ ଜାଲରେ ମହିଳା ସିଡିପିଓ
ଧର୍ମଗଡ଼, ୩।୧୨(ଡି.ଏନ୍.ଏ.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କୋକସରା ସିଡିପିଓ ଜୟନ୍ତୀ ମହାନ୍ତି। ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବକେୟା ଦରମା କରାଇଦେବା ପାଇଁ ଜୟନ୍ତୀ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…
ପୁଣି ଲେଉଟିଲା କରୋନା: ବିବାହ ଉତ୍ସବରେ ଲୋକଙ୍କୁ ଏପରି କରାଯାଉଛି ସାନିଟାଇଜ୍
କରୋନା ଭାଇରସ ଯୋଗୁ ଅନେକ ଦେଶରେ ପୁଣିଥରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ତେଣୁ ୟୁରୋପର ଅନେକ ଦେଶ ସାଙ୍ଗକୁ ଇଂଲଣ୍ଡରେ ମଧ୍ୟ ପୁଣିଥରେ ଲକ୍ଡାଉନ୍ ଜାରି କରାଯାଇଛି। ସାରା ବିଶ୍ୱରେ ପ୍ରତିଦିନ ୭ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି।…
ବୟଫ୍ରେଣ୍ଡଙ୍କ ସହ ଯୋଗ କରି ଟ୍ରୋଲ୍ ହେଲେ ଏହି ଅଭିନେତ୍ରୀଙ୍କ ଭଉଣୀ
ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେଙ୍କ ନାଁ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି। ପୂର୍ବରୁ ଆଲାନାଙ୍କ ସୁନ୍ଦର ସୁନ୍ଦର ଫଟୋ ଯଦିଓ ଚର୍ଚ୍ଚା ହୋଇଛି ଏଥର ଚର୍ଚ୍ଚା ଟିକେ ନିଆରା। କାରଣ…
ଭେଣ୍ଟିଲେଟରରେ ଏହି ପ୍ରସିଦ୍ଧ ଅଭିନେତା: ମାଗିଲେ ଆର୍ଥିକ ସହାୟତା
ବର୍ଷ ୨୦୨୦ ସମସ୍ତଙ୍କ ପାଇଁ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ମହାମାରୀ କରୋନା ଯୋଗୁ ଅନେକ କଳାକାର ଚାକିରି ହରାଇ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତି ଜଣେ ଅଭିନେତା ହେଲେ ଶିବକୁମାର ବର୍ମା। ଅଭିନେତା ତଥା ସିନେ ଆଣ୍ଡ ଟିଭି…
ବିଏସ୍ଏନ୍ଏଲ୍ ଲଞ୍ଚ କଲା ୩ ମନଲୋଭା ପ୍ଲାନ: ଅନଲିମିଟେଡ୍ କଲିଂ ସହ ୭୫ଜିବିରୁ ଅଧିକ ଡାଟା ପାଇବେ ଗ୍ରାହକ !
ନୂଆଦିଲ୍ଲୀ,୩।୧୨: ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ୩ ନୂଆ ପୋଷ୍ଟପେଡ୍ ପ୍ଲ୍ାନ ବଜାରକୁ ଆସିଛି। କମ୍ପାନୀ ପକ୍ଷରୁ ଏହାର ଦାମ ଯଥାକ୍ରମେ ୧୯୯,୭୯୮,୯୯୯ ରଖାଯାଇଛି। ଏହି ପ୍ଲାନରେ ଗ୍ରାହକଙ୍କୁ ଅସୀମିତ କଲ୍ର ସୁବିଧା ସହ ଅନ୍ୟ ଲାଭ ମିଳିବ। ୧୯୯ ଟଙ୍କାର ପ୍ଲାନରେ…
ଟି-୨୦ ସିରିଜରେ ଧଓ୍ବନଙ୍କ ସହ ପଡ଼ିଆକୁ ଓହ୍ଲାନ୍ତୁ କେ.ଏଲ୍ ରାହୁଲ: ଗାଭାସ୍କର
ନୂଆଦିଲ୍ଲୀ,୩।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଏବେ ଟି-୨୦ ସିରିଜ ଉପରେ ସମସ୍ତଙ୍କ ନଜର। ୨-୧ରେ ଭାରତ ସିରିଜ ହାରିବା ପରେ ଏବେ ଟି-୨୦ରେ ଜିତ୍ ହାସଲ କରୁ ବୋଲି ଆଶା ରଖିଛନ୍ତି ପ୍ରଶଂସକ। ଏପରିସ୍ଥଳେ ଦଳର…
ଶାଢ଼ି ପିନ୍ଧି ବ୍ୟାକ୍ଫ୍ଲିପ୍ ମାରିଲେ ଯୁବତୀ, ଭିଡିଓ ଦେଖିଲେ ଚକିତ ହେବେ
ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଶାଢ଼ି ପିନ୍ଧିଥିବା ଏହି ଯୁବତୀ ଜଣକ ‘ବ୍ୟାକ୍ଫ୍ଲିପ୍’ ମାରି ରେକର୍ଡ ସୃଷ୍ଟି କରିଛନ୍ତି। ଲୋକେ ଯୁବତୀଙ୍କ ଏହି ପ୍ରତିଭା ଦେଖି ଖୁବ୍…
ଆସନ୍ତା ବର୍ଷ ଆଇପିଏଲ୍ରେ ଏଣ୍ଟ୍ରି କରିବେ ୨ ନୂଆ ଟିମ୍ ! ବିସିସିଆଇ ବୈଠକରେ ନିଆଯାଇପାରେ ନିଷ୍ପତ୍ତି
ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଆଇପିଏଲରେ ୨ ନୂତନ ଦଳ ଭାଗ ନେଇପାରନ୍ତି। ବିସିସିଆଇ ନିଜର ବାର୍ଷିକ ବୈଠକ(ଏଜିଏମ୍)ର ଏଜେଣ୍ଡାରେ ନୂଆ ଦଳକୁ ସାମିଲ କରିବାର ମୁଦ୍ଦା ସ୍ଥାନିତ କରିଛି। ଏଥିନେଇ ୨୪ ଡିସେମ୍ବରରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଚୂଡ଼ାନ୍ତ…
ଘରେ ଶାନ୍ତି ଏବଂ ଧନବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ
ସାଧାରଣତଃ ସମସ୍ତେ ଚାହିଁଥାନ୍ତି ପରିବାରରେ ହସଖୁସିରେ ରହିବା ପାଇଁ। ଘରେ ହସ ଏବଂ ଖୁସିର ବାତାବରଣ ରହିଲେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଅନେକଙ୍କ ପରିବାରରେ ସର୍ବଦା କଳିତକରାଳ ଲାଗି ରହିଥାଏ। ଯେଉଁଥିପାଇଁ ବାସ୍ତୁଦୋଷ ରହିଥାଏ ବୋଲି ଜ୍ୟୋତିର୍ବିଦ୍ମାନେ କୁହନ୍ତି। ତେଣୁ…
Archives


