୧୪ ଫୁଟ୍‌ ଉଚ୍ଚରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଲେ

ଓ୍ବାଶିଂଟନ,୧।୪: ଆମେରିକା-ମେକ୍ସିକୋ ସୀମାରେ ୧୪ ଫୁଟ୍‌ ବିଶିଷ୍ଟ କାନ୍ଥ ଉପରୁ ଦୁଇ ଇକ୍ୱାଡର ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଇଛନ୍ତି ଦୁର୍ବୃତ୍ତ। ସେମାନଙ୍କୁ ଆମେରିକାର କଷ୍ଟମ ଓ ସୀମା ସୁରକ୍ଷା (ସିବିପି) ଅଧିକାରୀ ଉଦ୍ଧାର କରିଛନ୍ତି। ଜଣଙ୍କ ବୟସ ୫ ବର୍ଷ ହୋଇଥିବାବେଳେ ଅନ୍ୟ ଶିଶୁକନ୍ୟାର ବୟସ ୩ ବର୍ଷ।

ମେକ୍ସିକୋ ସୀମାରୁ ସ୍ମଗଲରମାନେ ମଙ୍ଗଳବାର ସନ୍ଧ୍ୟାରେ ସାଣ୍ଟା ଟେରେସା ଠାରେ ଦୁଇ ଶିଶୁକନ୍ୟାଙ୍କୁ ଫୋପାଡି ଦେଇଥିଲେ। ଏ ଘଟଣା ଦୋଷୀମାନଙ୍କୁ ଚିହ୍ନଟ କରିବା ଲାଗି ମେକ୍ସିକୋ ଅଧିକାରୀଙ୍କ ସହାୟତା ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱିଭ୍‌ ଉପାନ୍ତରୁ ରୁଷିଆ ବେଦଖଲ

କ୍ୱିଭ୍‌, ୨୩ା୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଙ୍ଗଳବାର ୨୭ ଦିନରେ ପହଞ୍ଚିଥିବା ବେଳେ ଲଢ଼େଇ ଥମିବାର କୌଣସି ଉପାୟ ବାହାରିପାରିନାହିଁ। ଉଭୟ ପକ୍ଷଙ୍କ ପ୍ରତିନିଧି ପୂର୍ବରୁ ସ୍ଥଗିତ...

ଭାରତୀୟ ବାୟୁସେନା ବିମାନର ଲକ୍ଷ୍ୟ ଚ୍ୟୁତ ନ ହୋଇଥିଲେ କାର୍ଗିଲ ଯୁଦ୍ଧରେ ପରଭେଜଙ୍କ ଘଟିଥାନ୍ତା ମୃତ୍ୟୁ…

ଇସଲାମାବାଦ,୫।୨ : ପାକିସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ତଥା ଆର୍ମି ଜେନେରାଲ ପରଭେଜ ମୁଶରଫଙ୍କ ଦୁବାଇରେ ଦେହାନ୍ତ ହୋଇଛି। ୭୯ ବର୍ଷ ବୟସରେ ମୁଶରଫ ଦୁବାଇର...

ରୁଷିଆ ସୈନ୍ୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଭାବ, ଉତ୍ପାଦନ ପାଇଁ ଶିଳ୍ପ ସଂସ୍ଥାଙ୍କୁ ଅନୁରୋଧ କଲେ ପୁଟିନ…

ମସ୍କୋ,୨୪।୧୨ : ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଖରେ ଧୀରେଧୀରେ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଭ୍ଲାଡିମିର ପୁୂଟିନ ଦେଶର ପ୍ରତିରକ୍ଷା ଶିଳ୍ପସଂସ୍ଥାଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର...

ବାଇଡେନ୍‌ଙ୍କୁ ଟ୍ରମ୍ପ୍‌ଙ୍କ କଟାକ୍ଷ: ସ୍ଥାନ ହିଁ ସବୁକିଛି

ଓ୍ବାଶିଂଟନ୍‌, ୨୧ା୯: ବ୍ରିଟେନ୍‌ ସମ୍ରାଜ୍ଞୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟରେ ଯୋଗଦେବା ସମୟରେ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୧୪ ନମ୍ବର ଧାଡ଼ିରେ ବସିବା ନେଇ...

ବାଲାକୋଟ ଷ୍ଟ୍ରାଇକ୍‌ ଏବଂ ଏଫ୍‌ଏଟିଏଫ୍‌ ଭୟ: ପିଓକେରେ ୧୧ ଆତଙ୍କବାଦୀ ଶିବିର ବନ୍ଦ

ଇସଲାମାବାଦ୍‌,୧୦।୬: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଏବଂ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାକ୍ସ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ଭୟ ପାକିସ୍ତାନକୁ ଘାରିଛି। ତେଣୁ ଗତ କିଛିମାସ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ...

ତାଲିବାନ କବ୍‌ଜାରେ ୮୫% ଆଫଗାନିସ୍ତାନ

କାବୁଲ, ୧୦।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାବେଳେ ସେଠାର ଉଗ୍ରପନ୍ଥୀ ସଂଗଠନ ତାଲିବାନ ପୁଣିଥରେ ସକ୍ରିୟ ହୋଇଉଠିଛି। ଏହାର ସଦସ୍ୟମାନେ ବିଭିନ୍ନ ଅଞ୍ଚଳ ଉପରେ...

ହସିବା, ପିଇବା ଉପରେ ବ୍ୟାନ

ପିୟଙ୍ଗୟାଙ୍ଗ,୧୭।୧୨: ଉତ୍ତର କୋରିଆ ଭାବେ ଜଣାଯାଉଥିବା ଡେମୋକ୍ରାଟିକ୍‌ ପିପୁଲ୍ସ ରିପବ୍ଲିକ ଅଫ୍‌ କୋରିଆର ନାଗରିକଙ୍କ ହସିବା, ପିଇବା ଓ ଶପିଂ ଉପରେ ବ୍ୟାନ ଲଗାଯାଇଛି। ଶୁକ୍ରବାର...

ଗର୍ଲଫ୍ରେଣ୍ଡଙ୍କ ଜନ୍ମଦିନ ପାଇଁ କୋଭିଡ୍‌ ନିୟମ ଭାଙ୍ଗିଲେ ଏହି ପ୍ରସିଦ୍ଧ ଖେଳାଳି

ଜୁଭେଣ୍ଟସ,୨୯।୧: ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଭାଇରସ ଯୋଗୁ ଯାତାୟତ ଉପରେ ଲାଗିଥିବା କଟକଣାକୁ ଭଙ୍ଗ କରିଛନ୍ତି। ଇଟାଲିର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା...

Advertisement
Archives

Model This Week