ଶକ୍ତିହୀନତା ଦୂର କରେ କୀଟରୁ ପ୍ରସ୍ତୁତ ଏହି ଔଷଧ

ହିମାଳୟ ଅଞ୍ଚଳରେ ଏକ ବିଶେଷ ପ୍ରକାରର ଔଷଧ ମିଳିଥାଏ। ଅନ୍ତର୍ଜାତୀୟ ବଜାରରେ ଏହା କିଲୋଗ୍ରାମ ପ୍ରତି ୬୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଏହି ଔଷଧ ଭାରତ, ନେପାଳ ଏବଂ ଚାଇନାର କେତେକ ଅଞ୍ଚଳରେ ମିଳିଥାଏ ଏହା ହିମାଳୟରେ ସ୍ବାସ୍ଥ୍ୟ ବୃଦ୍ଧିକାରୀ ଔଷଧ ଭାବରେ ମଧ୍ୟ ଜଣାଶୁଣା। ଭାରତ ବ୍ୟତୀତ ଏହା ବିଶ୍ୱର ଅନ୍ୟାନ୍ୟ ଦେଶରେ କ୍ୟାପରପିଲ ଫଙ୍ଗସ୍‌ ଭାବରେ ମଧ୍ୟ ଜଣାଶୁଣା।
ଭାରତ ଏବଂ ଚାଇନାର ଲୋକେ କୁହନ୍ତି, ଏହି ଔଷଧ ଏକ କୀଟରୁ ପ୍ରସ୍ତୁତ ହୋଇଥାଏ। ଯାହା ଶକ୍ତିହୀନତାକୁ ଦୂର କରିଥାଏ। ଏହା ଚା’ କିମ୍ବା ସୁପ୍‌ ତିଆରିରେ ବ୍ୟବହୃତ ହୁଏ। କିନ୍ତୁ ବିଜ୍ଞାନ ଏହାକୁ ସତ୍ୟ ବୋଲି ଗ୍ରହଣ କରି ନାହିଁ। କୁହାଯାଏ, ଏହି ଔଷଧ କିଡ୍‌ନୀ ଏବଂ ଶ୍ୱାସ ରୋଗ ପାଇଁ ବହୁ ଲାଭଦାୟକ। ଯଦିଓ ୨୦୦୧ ମସିହାରେ ନେପାଳରେ ଏହି ଔଷଧକୁ ନିଷେଧ କରାଯାଇଥିଲା। ଏହି କୀଟ ଶୀତଦିନେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଉଦ୍ଭିଦ ରସରୁ ବାହାରିଥାଏ। ଯାହା ମେ-ଜୁନ୍‌ରେ ଶେଷ ହୁଏ। ଏହା ଛଅ ମାସ ପର୍ଯ୍ୟନ୍ତ ଚାଲିଥାଏ। ଏହି କୀଟପତଙ୍ଗମାନେ ମରିବା ପରେ ପାହାଡ଼ରେ ଥିବା ଘାସ ଏବଂ ଉଦ୍ଭିଦ ମଧ୍ୟରେ ରହିଥାନ୍ତି। ଚାଇନାରେ ଏହି ଔଷଧର ଚାହିଦା ସର୍ବାଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଚାହୁଁଛନ୍ତି କି? ବାସ୍ତୁ ସାହାଯ୍ୟରେ କରନ୍ତୁ ସମାଧାନ

ଜୀବନରେ ଆଗକୁ ବଢ଼ିବାକୁ ହେଲେ ମନରେ ଆତ୍ମବିଶ୍ୱାସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସର ଅଭାବ ଥାଏ, ତେବେ ସେ କୌଣସି ଗନ୍ତବ୍ୟ...

ଦିନରେ ଅଧିକ ନିଦ ଲାଗିଲେ..

ଦିନତମାମ ଆମେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ ରଖିଥାଉ। ତେଣୁ ସେହି ଅନୁସାରେ ରାତିରେ ଆବଶ୍ୟକ ପରିମାଣର ଶୋଇବା ନିହାତି ଦରକାର। ନ ହେଲେ ଆମେ...

ଏପରି ଲୋକଙ୍କୁ ଅମୃତଭଣ୍ଡା ଖାଇବା ମନା

ଅମୃତଭଣ୍ଡା ଖାଇଲେ ଶରୀର ପାଇଁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଏବଂ ଶକ୍ତି ମିଳିଥାଏ। ତେଣୁ ବିଭିନ୍ନ ରୋଗର ଚିକିତ୍ସା ଭାବରେ ଅମୃତଭଣ୍ଡା ଖାଇବା ପାଇଁ ଡାକ୍ତର...

ଗୃହିଣୀଙ୍କ ପାଇଁ..

ଆଲମୀରାର ବହିପତ୍ର ଥିବା ଥାକରେ ଚନ୍ଦନ କାଠ ଖଣ୍ଡଟିଏ କିମ୍ବା ଶୁଖିଲା ନିମ୍ବପତ୍ର ରଖିଲେ ଏଥିରେ ପୋକ ଲାଗିବେ ନାହିଁ। ମିରର୍‌କୁ ପରିଷ୍କାର କରିବାକୁ ହେଲେ...

ଫୁଡ୍‌ ଥିମ୍‌ ଇୟରିଂ: ମଡର୍ନ ଆଉଟ୍‌ଫିଟ୍‌ ସହ ଟ୍ରାଏ କରି ପାଆନ୍ତୁ…

କିଛି ନୂଆ ଓ ଅଜବ ଫ୍ୟାଶନ୍‌ ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇବାକୁ ଅନେକଙ୍କର ଇଛା ଥାଏ । ସେଇମାନେ ଏଇ ଫୁଡ୍‌ ଥିମ୍‌ ଇୟରିଂ...

ନମନୀୟ ତ୍ୱଚା ପାଇଁ ଆଲୋଭେରା

ଆଲୋଭେରା ବା ଘିକୁଆଁରୀରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କେବଳ ସେତିକି ନୁହେଁ, ତ୍ୱଚାକୁ ନୂଆ ରୂପ ଦେବାରେ ଏହା ଅନେକାଂଶରେ ସାହାଯ୍ୟ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବା ପାଇଁ…

ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ...

ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ କି? ଏଭଳି ସେବନ କରନ୍ତୁ ମେଥି

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

Advertisement
Archives

Model This Week