ଆଦର୍ଶ ଗୁହାଳ ନିର୍ମାଣ ଶେଷକିସ୍ତି ଟଙ୍କା ମିଳିନି
ଦେଓଗାଁ, ୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝର ଓ ଫଟାମୁଣ୍ଡା ଗାଁର ୭ ଜଣ ଆଦର୍ଶ ଗୁହାଳ ହିତାଧିକାରୀଙ୍କୁ ଶେଷକିସ୍ତି ଟଙ୍କା ମିଳିନି। ନିର୍ମାଣ ସରିବାର ୬ମାସ ପରେ ଟଙ୍କା ନ ମିଳିବାରୁ ଗୁରୁବାର ବିଡିଓଙ୍କ…
ଇଣ୍ଡିଆନ ସୁପରଲିଗ୍: ଶେଷ ମୁହୂର୍ତ୍ତ ଗୋଲରେ ହାରିଲା ଓଡ଼ିଶା
ଫତୋର୍ଡା, ୪।୧୨- ୯୦ ମିନିଟରେ କଡ଼ା ଟକ୍କର। ଉଭୟ ଓଡ଼ିଶା ଏଫ୍ସି ଓ ଏଟିକେ ମୋହନବାଗାନ ଗୋଲଶୂନ୍ୟଭାବେ ୪ ମିନିଟ ଇଞ୍ଜୁରି ଟାଇମ୍ ଖେଳିଲେ। ଏହାର ୩ ମିନିଟ ପର୍ଯ୍ୟନ୍ତ ମଧ୍ୟ ଗୋଲ ନାହିଁ। ମାତ୍ର ଶେଷ ମୁହୂର୍ତ୍ତରେ ଗୋଲ ବରଣ…
ଏନ୍ବିଏ: ୪୮ ଖେଳାଳି କରୋନା ପଜିଟିଭ
ନ୍ୟୁୟର୍କ, ୪ା୧୨ (ପି.ଟି.)-ଗତ ସପ୍ତାହରେ ପୁନର୍ବାର ଟେଷ୍ଟ ଆରମ୍ଭ ହେବାପରେ ୪୮ ଜଣ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡ଼ିଛି। ଟିମ୍ ମାର୍କେଟକୁ ଫେରିବା ନଭେମ୍ବର ୨୪ରୁ ୩୦ ମଧ୍ୟରେ ୫୪୬ ଖେଳାଳିଙ୍କ ଟେଷ୍ଟ କରାଯାଇଥିବା ଲିଗ୍ ଓ ନ୍ୟାଶନାଲ ବାସ୍କେଟବଲ…
ଅନ୍ୟ ଜାତିରେ ପ୍ରେମ: ୨ ବର୍ଷରେ ଗଲାଣି ୫୮ ଜୀବନ
ବରେଲି,୩ା୧୨- ଉତ୍ତରପ୍ରଦେଶର ବରେଲି ଡିଭିଜନରେ ଅନ୍ୟ ଜାତିରେ ପ୍ରେମ କରିବା ଅତ୍ୟନ୍ତ ଭୟଙ୍କର। ଗତ ଦୁଇ ବର୍ଷ ମଧ୍ୟରେ ଯାଇଛି ୫୮ ଜଣଙ୍କ ଜୀବନ। ଅନ୍ୟ ଜାତିରେ ପ୍ରେମ କରିବା ସାବ୍ୟସ୍ତ ହୋଇଥିଲା ସେମାନଙ୍କ ଅନ୍ତିମ ଭୁଲ। ଗତ ସୋମବାର ଶାହଜନପୁରଠାରେ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨୯ କରୋନା ଆକ୍ରାନ୍ତ, ଅନୁଗୁଳରୁ ସର୍ବାଧିକ
ଭୁବନେଶ୍ୱର,୩।୧୨ (ବ୍ୟୁରୋ)- ରାଜ୍ୟରେ ଗୁରୁବାର ସୁସ୍ଥ ହୋଇଛନ୍ତି ୬୨୯ କରୋନା ଆକ୍ରନ୍ତ। ଅନୁଗୁଳ ଜିଲରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୬୫, ଖୋର୍ଦ୍ଧାରୁ ୬୦, ମୟୁରଭଞ୍ଜରୁ ୪୪, ନୂଆପଡ଼ାରୁ ୩୯, ଝାରୁସୁଗୁଡ଼ା ୩୬, ବଲଙ୍ଗୀରରୁ ୩୧, କଟକରୁ…
ଗିରଫ ହେଲେ ପ୍ରଦୀପ
ଭୁବନେଶ୍ୱର,୩ା୧୨- ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଗୁରୁବାର ସନ୍ଧ୍ୟାବେଳେ ପ୍ରଦୀପଙ୍କୁ ତାଙ୍କ ବାସଭବନରୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା।…
କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା: ଜାଭେଦ ଅଖତରଙ୍କ ଷ୍ଟେଟମେଣ୍ଟ ରେକର୍ଡ
ମୁମ୍ବାଇ,୩ା୧୨- ବିଶିଷ୍ଟ ଲେଖକ ଓ ଗୀତିକାର ଜାଭେଦ ଅଖତର ଗୁରୁବାର ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି। ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ନାମରେ ଆଣିଥିବା ମାନହାନି ମକଦ୍ଦମା ସମ୍ପର୍କରେ ମାଜିଷ୍ଟ୍ରେଟଙ୍କ ଆଗରେ ରେକର୍ଡ କରାଯାଇଛି ଅଖତରଙ୍କ ଷ୍ଟେଟମେଣ୍ଟ। ଏହି…
କୋଚ୍ଙ୍କ ଜନ୍ମବାର୍ଷିକୀରେ ହୃଦୟସ୍ପର୍ଶୀ ଫଟୋ ଶେୟାର କଲେ ସଚିନ
ମୁମ୍ବାଇ,୩ା୧୨- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ବ୍ୟାଟ ଧରିବା ଶିଖାଇଥିବା କୋଚ୍ ରମାକାନ୍ତ ଆଚରେକରଙ୍କ ଗୁରୁବାର ୮୮ତମ ଜନ୍ମବାର୍ଷିକୀ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଫଟୋ ଟୁଇଟ୍ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ବ୍ୟାଟିଂ ରେକର୍ଡଧାରୀ ସଚିନ। ମୋ ହୃଦୟର ସବୁଠୁ…
ଭୁବନେଶ୍ୱରରୁ ପୁଣି ୩୨ ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୪
ଭୁବନେଶ୍ୱର, ୩।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୮ ଲୋକାଲ କେସ୍ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଏହି ମାସରେ ଜନ୍ମିତ ବ୍ୟକ୍ତି ହୋଇଥାନ୍ତି ଭାଗ୍ୟଶାଳୀ
ଜଣେ ବ୍ୟକ୍ତିର ସ୍ବଭାବ ତା’ର ନାମ ଏବଂ ଜନ୍ମ ବେଳାରୁ ଜଣାପଡ଼ିଥାଏ। ତେବେ ନଭେମ୍ବର ମାସରେ ଜନ୍ମ ହୋଇଥିବା ଲୋକମାନେ ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ଏଥିସହ ସେମାନେ ଧନୀ ଏବଂ ଖୁସି ମିଜାଜ୍ର ହୋଇଥାନ୍ତି। ଏମାନେ ସଫଳତା ପାଇବା ପାଇଁ…
ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲେ
ଭୁବନେଶ୍ୱର, ୩।୧୨(ବ୍ୟୁରୋ): ବିଜେଡିରୁ ବହିଷ୍କୃତ ହୋଇ ଚର୍ଚ୍ଚାରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନିଆଯାଇଛି। କିଛି ଲୋକ କ୍ରାଇମବ୍ରାଞ୍ଚର ପରିଚୟ ଦେଇ ତାଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରୁ ଉଠାଇ ନେଇଛନ୍ତି। ଏପରି କହିଛନ୍ତି ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ।…
ଲଣ୍ଡା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ ଲଣ୍ଡା ହୋଇଛନ୍ତି। ତାଙ୍କର ଏପରି ନିଷ୍ପତ୍ତିକୁ ପ୍ରଶଂସା ମଧ୍ୟ କରାଯାଇଛି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଜଣେ ଅଭିନେତ୍ରୀ ତଥା ମଡେଲଙ୍କ ନାମ ।…
Archives


