Home Left

ପୋଲିସ ଟୋପି ପିନ୍ଧି ଫଟୋ ଭାଇରାଲ: ଥାନାକୁ ଟଣାହେଲେ ଯନ୍ତ୍ରୀ

ମାଲକାନଗିରି,୩।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର ଅପବ୍ୟବହାର ଏବଂ ଅବମାନନା କରିଥିବାରୁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଥିଲା। ବିଜ୍ଞାପିତ ଅଞ୍ଚଳ ପରିଷଦ…

ଟିକାକରଣରେ ରେକର୍ଡ

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜ୍ୟରେ ଗତ ଜାନୁୟାରୀରୁ କରୋନା ଟିକାକରଣ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୮,୬୬,୨୫୫ଜଣଙ୍କୁ ଟିକା ଦିଆଯାଇ ସାରିଲାଣି। ତେବେ ଶୁକ୍ରବାର ଟିକାକରଣରେ ରେକର୍ଡ ହୋଇଛି। ଗୋଟିଏ ଦିନରେ ସର୍ବାଧିକ ୨,୫୨,୦୮୦ଜଣ ଟିକା ନେଇଛନ୍ତି। ଏପ୍ରିଲ ୧ରୁ ଦୈନିକ ୨ଲକ୍ଷ…

ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ପୁଣି ସକ୍ରିୟ ହୋଇଉଠିଛି କରୋନା ଭୂତାଣୁ। ରାଜ୍ୟରେ କରୋନାର ଲେଉଟାଣି ସଂକ୍ରମଣ ପୂର୍ବାପେକ୍ଷା ମାରାତ୍ମକ ବୋଲି କୁହାଯାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଥିବାବେଳେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର…

୩୫ ବର୍ଷ ପୂର୍ବେ ୩ ପିଲାର ବାପାଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ସ୍ତ୍ରୀର ମାନ୍ୟତା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଇତିମଧ୍ୟରେ ୫୯ ବର୍ଷ ହୋଇଛି। ୩ ଏପ୍ରିଲ, ୧୯୬୨ରେ ଆନ୍ଧ୍ରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ ସାଙ୍ଗକୁ ସେ ସାଉଥ୍‌ର ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ତେବେ ଜୟାଙ୍କ ଜୀବନ ଅନେକ…

ଷ୍ଟାଡିୟମ୍‌ରୁ ଭୟଙ୍କର ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର, ୩।୪(ବ୍ୟୁରୋ): ଛତିଶଗଡ଼ର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରୁ ସାରା ଦେଶକୁ ବ୍ୟାପିଗଲା ସଂକ୍ରମଣ, ଯାହା ଏବେ ଭୟଙ୍କର ରୂପ ନେଇଛି। ସେହିଠାରୁ ହିଁ ସଂକ୍ରମଣ ଓଡ଼ିଶାକୁ ପଶିଥିବା ଆଶଙ୍କା କରାଯାଉଛି। ସୀମାନ୍ତ ନୂଆପଡ଼ା, କଳାହାଣ୍ଡି ଆଦି ଜିଲା…

ବିବାହରେ ଏମିତି ଗାଉନ୍‌ ପିନ୍ଧି ଓ୍ବାଲର୍‌ଡ ରେକର୍ଡ କଲେ ଏହି କନ୍ୟା, ତିଆରି ହୋଇପାରିଥାନ୍ତା …

ସବୁ ଝିଅଙ୍କର ସ୍ବପ୍ନ ରହିଥାଏ, ସେମାନେ ନିଜ ବିବାହ ଦିନ କିପରି ସବୁଠାରୁ ସୁନ୍ଦର ଏବଂ ଭିନ୍ନ ଦେଖାଯିବେ। ଏଥିପାଇଁ ସେମାନେ ସବୁଠାରୁ ସୁନ୍ଦର ଏବଂ ଦାମୀ ପୋଷାକ ମଧ୍ୟ ପିନ୍ଧିଥାନ୍ତି। କିନ୍ତୁ ସାଇପ୍ରସ ଦେଶରେ ଜଣେ କନ୍ୟା ନିଜ ବିବାହରେ…

ବିଜେଡି, କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ଶୁକ୍ରବାର ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛନ୍ତି। ପୂର୍ବରୁ ଭାଜପା ନିଜର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିସାରିଛି। ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାର ମୁଖ୍ୟ ଆକର୍ଷକ ଭାବେ ମୁଖ୍ୟମନ୍ତ୍ରୀ…

ଆର୍‌ସିବି ନୁହଁ କି ପଞ୍ଜାବ କିଙ୍ଗ୍ସ; ଏ ହେଉଛି ଆଇପିଏଲ୍‌ରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଟିମ୍‌

ନୂଆଦିଲ୍ଲୀ,୩।୪: ଆଇପିଏଲ୍‌ ଇତିହାସରେ ଅନେକ ଲଜ୍ଜାଜନକ ରେକର୍ଡ ହୋଇଛି। ସେଥିରୁ ଗୋଟିଏ ହେଲା ସବୁଠାରୁ ଅଧିକ ଥର ମ୍ୟାଚ୍‌ ହାରିବାର ରେକର୍ଡ। ବିଶ୍ୱର ଏହି ବଡ଼ ଟୁର୍ନାମେଣ୍ଟରେ ଏପରି କରିଛି ଗତ ସଂସ୍କରଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିବା ଦିଲ୍ଲୀ…

ଆଭ୍ୟନ୍ତରୀଣ ଜିଲାରେ ତାତି, ଉପକୂଳରେ ଆଶ୍ୱସ୍ତି

ଭୁବନେଶ୍ୱର,୩।୪(ବ୍ୟୁରୋ): ଗତ କିଛିଦିନ ଧରି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ତ୍ରାହି ମିଳିଛି। ଘୂର୍ଣ୍ଣିଝଡ଼ ଯୋଗୁ ପାରଦ ତଳକୁ ଖସିଛି। ମାତ୍ର ଗୁଳୁଗୁଳି ଆରମ୍ଭ ହୋଇଛି। ତେବେ ଆସନ୍ତା ୩ ଦିନ ଯାଏ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଘଡ଼ଘଡ଼ି…

ଗଞ୍ଜାମକୁ ୬ ଜାତୀୟ ପଞ୍ଚାୟତ ଆୱାର୍ଡ

ଛତ୍ରପୁର,୩।୪(ଡି.ଏନ.ଏ): ଭାରତ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାକୁ ୬ଟି ଜାତୀୟ ପଞ୍ଚାୟତ ଆୱାର୍ଡ ମିଳିଛି। ଜିଲାର ହିଞ୍ଜିଳକାଟୁ, ଶେରଗଡ଼ ବ୍ଲକ ଓ ବଡଖଣ୍ଡି, ରାମଚନ୍ଦ୍ରପୁର, ଆଡ଼ପଡ଼ା ଏବଂ ବଡବୋରସିଙ୍ଗି ପଞ୍ଚାୟ ଏହି ମର୍ଯ୍ୟଦାସମ୍ପନ୍ନ ଆୱାର୍ଡ ପାଇଛି। ଆଓ୍ବାର୍ଡ ପାଇଥିବା ବ୍ଲକ ଓ…

ଦଶମ ଶ୍ରେଣୀ ଫାଇନାଲ ପ୍ରାକ୍ଟିସ୍‌ ଟେଷ୍ଟ କାର୍ଯ୍ୟସୂଚୀ ପ୍ରକାଶିତ

କଟକ ଅଫିସ,୩।୪: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଫାଇନାଲ ପ୍ରାକ୍ଟିସ ଟେଷ୍ଟର କାର୍ଯ୍ୟସୂଚୀ ଗୁରୁବାର ପ୍ରକାଶ ପାଇଛି। ଆସନ୍ତା ୧୫ରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଭାଷା ଓଡ଼ିଆ ଓ ଦ୍ୱିତୀୟ ପର୍ଯ୍ୟାୟରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।…

ପିପିଲି ଉପନିର୍ବାଚନ: ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ପିପିଲି, ୩।୪(ଡି.ଏନ୍‌.ଏ/ସ୍ବ.ପ୍ର.): ଆସନ୍ତା ୧୭ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଚାଲିଥିବାବେଳେ ଶୁକ୍ରବାର ରାଇଗୁରପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ ହିଂସା ଘଟିଛି। ଜଣେ ଭାଜପା କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିବା ସହ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?